Browsing Category
ରାଜ୍ୟ
+୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା
ଭୁବନେଶ୍ୱର: ରାଜ୍ୟରେ ଥିବା ଯୁକ୍ତ ତିନି ମହାବିଦ୍ୟାଳୟ ଗୁଡ଼ିକରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆଜି ମେଧା ତାଲିକା ପ୍ରକାଶ ପାଇଛି । ଏହି ପ୍ରକ୍ରିୟାରେ ୧ ହଜାର ୪୭ଟି ମହାବିଦ୍ୟାଳୟରେ ବଳକା ଥିବା ଆସନ ଗୁଡ଼ିକରେ…
ବିଧାନସଭାରେ ପାରିତ ହେଲା ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍
ଭୁବନେଶ୍ଵର: ବିଧାନସଭାରେ ପାରିତ ହେଲା ଗୁରୁତ୍ୱପୂର୍ଣ୍ଣ ୬ଟି ବିଲ୍ । ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ବିଲ୍, ପଦ ଓ ସେବା ସଂରକ୍ଷଣ ବିଲ୍ ପାସ୍ । ଓଡ଼ିଶା ଚକବନ୍ଦୀ ବିଲ୍, ଓଡ଼ିଶା ଓବିସି କମିଶନ ସଂଶୋଧନ ବିଲ୍…
Big Breaking… ୭ ଘଣ୍ଟା ପର୍ଯ୍ୟନ୍ତ କଲେଜରେ ରହିବେ ଅଧ୍ୟାପକ: ଉଚ୍ଚଶିକ୍ଷା ବିଭାଗ ନେଲା ବଡ଼ ନିଷ୍ପତ୍ତି
ଭୁବନେଶ୍ୱର: କଲେଜରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ । ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନେବା ପରେ ଏଭଳି ଆଦେଶ ଜାରି କରାଯାଇଛି । ଶିକ୍ଷା ବିଭାଗର ଆଦେଶ ଅନୁସାରେ,…
ବିଜେଡିର ମିଶ୍ରଣ ପର୍ବରେ ସାମିଲ ହେଲେ ଯାଜପୁର ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ
ଭୁବନେଶ୍ୱର: ଯାଜପୁର ନିର୍ବାଚନମଣ୍ଡଳୀର ଯୁବ ନେତା ତଥା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ ଏବଂ ଯାଜପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ହୃଷିକେଶ ମେକାପଙ୍କ…
ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କେନ୍ଦ୍ର ଦେଇଛି ୧୩ ହଜାର ୫୧୨ କୋଟିରୁ ଅଧିକ ଟଙ୍କାର ସହାୟତା : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୮ ହଜାର ୩୬୬ ଦଶମିକ ୨୪ କିଲୋମିଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ୩୦ କିଲୋମିଟରର କାମ ଚାଲୁ ରହିଛି । ଏ ବାବଦରେ ୩୧ ହଜାର…
ଶେଷ ହେଲା ରତ୍ନ ଭଣ୍ଡାର ସମ୍ପର୍କିତ ରିଟ୍ ଆବେଦନର ଶୁଣାଣି, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ
କଟକ: ହାଇକେର୍ଟରେ ପ୍ରାୟ ଦେଢ଼ ଘଣ୍ଟା ଧରି ରତ୍ନ ଭଣ୍ଡାର ସମ୍ପର୍କିତ ରିଟ୍ ଆବେଦନର ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ରତ୍ନ ଭଣ୍ଡାର ଖୋଲାଯିବା ଓ ମରାମତି ଆବଶ୍ୟକ ନେଇ ଆବେଦନକାରୀଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ…
କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ବଦଳ : ପୁଅ କହି ଦେଲେ ଝିଅ
ଭୁବନେଶ୍ୱର : ଓଡ଼ିଶାର ରାଜଧାନୀରେ ଘଟିଛି ଏକ ଅଘଟଣା । କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁର ବଦଳି ହୋଇଛି ବୋଲି ଏକ ଅଭିଯୋଗ ହୋଇଛି । କିନ୍ତୁ ପ୍ରସବ ପରେ ନର୍ସ ପୁଅ କହି ମାଆକୁ ଝିଅ ଦେଇଥିଲେ ।
ସୂଚନା ଅନୁଯାୟୀ,…
ଭସାଣି ପୂର୍ବରୁ ପେଣ୍ଡାଲରୁ ଗାୟବ ହେଲା ଗଣେଶଙ୍କ ମୂର୍ତ୍ତି, ଥାନାରେ ଅଭିଯୋଗ କଲେ ପୂଜା କମିଟି
କଣ୍ଟାବାଞ୍ଜି : ରାତିରେ ପେଣ୍ଡାଲରୁ ଗଣେଷଙ୍କ ମୂର୍ତ୍ତି ଗାୟାବ ହୋଇଥିଲା । ଏହି ମୂର୍ତ୍ତି ଗାୟାବ ହେବା ପରେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହା ପରେ ପ୍ରଭୁ ବିଘ୍ନ ବିନାଶଙ୍କ ମୂର୍ତ୍ତିକୁ ଆଖପାଖରେ…
ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ୭ଟି ଫ୍ଲାଏଓଭର: ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ । ତେଣୁ ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରଥମେ ଗୃହକୁ ମଧ୍ୟାହ୍ନ ୧୨ଟା…
ସୁନା କିଣିବାର ରହିଛି ସୁବର୍ଣ୍ଣ ସୁଯୋଗ : ଜାଣିନିଅନ୍ତୁ ଆପଣଙ୍କ ସହରରେ କେତେ ରହିଛି ଆଜିର ସୁନା ଦର
ଭୁବନେଶ୍ୱର : ଗତ କିଛି ଦିନ ହେବ ସୁନା ଓ ରୁପାର ମୂଲ୍ୟ ବଢିବାକୁ ଲାଗିଥିବା ବେଳେ ଆଜି ଏହି ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ସୁନା ଓ ରୂପାର ଦର କେତେକ ସ୍ଥାନରେ ଅପରିବର୍ତ୍ତିତ ଥିବା ବେଳେ…