Browsing Category

ରାଜ୍ୟ

ଟ୍ରାନ୍ସପୋର୍ଟ ସଂସ୍ଥାରେ ଜିଏସଟି ଚଢ଼ାଉ: ଏହି କାରଣରୁ ହେଉଛି ଯାଞ୍ଚ

କଟକ: କଟକର ମଙ୍ଗୁଳି ଛକରେ ବଡଧରଣର ଜିଏସଟି ଚଢାଉ । ରାଜ୍ୟ ଜିଏସଟି ବିଭାଗ ଓ ସିଟି ଜିଏସଟି ବିଭାଗର ୨୫ ଜଣିଆ ଟିମ୍ ଚଢାଉରେ ସାମିଲ ହୋଇଛନ୍ତି । ଏକ ପରିବହନ ସଂସ୍ଥାରେ ଜିଏସଟି ଚଢାଉ ଚାଲିଛି । ଜିଏସଟି ଟିମ୍…

ରେଲୱେ ଟ୍ରାକର ସୁରକ୍ଷାକୁ ଗୁରୁତ୍ୱ ଦିଅ… କରମଣ୍ଡଳ ଦୁର୍ଘଟଣା ପରେ ସମସ୍ତ ଜେନେରାଲ ମ୍ୟାନେଜରଙ୍କୁ ଚିଠି

ବାଲେଶ୍ୱର: କରମଣ୍ଡଳ ଏକ୍ସପ୍ରେସର ଭୟାନକ ଦୁର୍ଘଟଣା ପରେ ପ୍ରଶାସନ ମୁଣ୍ଡରେ ପଶିଛି ଚେତା । ରେଲୱେ ଟ୍ରାକର ସୁରକ୍ଷାକୁ ନେଇ ରେଲୱେ ବୋର୍ଡର ନିଦ ଭାଙ୍ଗିଛି । ଟ୍ରାକ ଗୁଡିକର ନିରାପତ୍ତା ପାଇଁ ସମସ୍ତ ଜେନେରାଲ…

କରମଣ୍ଡଳ ଦୁର୍ଘଟଣା: ୬୬୧ ଜଣଙ୍କୁ ମିଳିସାରିଛି କ୍ଷତିପୂରଣ, ସିପିଆରଓ ଦେଲେ ସୂଚନା

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ଅନେକ ଲୋକଙ୍କ ପରିବାରକୁ ଅନାଥ କରି ଦେଇଛି । ଶହ ଶହ ଲୋକଙ୍କ ମୃତ୍ୟୁ ସହିତ ପ୍ରାୟ ୧୨୦୦ ଲୋକଙ୍କ ଆହତ ପରେ ଅନେକ ପରିବାର ବେସାହାରା ହୋଇ ପଡିଛି । ତେବେ ଏହି ମୃତାହତଙ୍କ ପରିବାରକୁ…

ରାଜ୍ୟରେ ୨ ଦିନ ପାଇଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ: ଆଜି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆଗାମୀ ୨ ଦିନ ପାଇଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ରହିବ । ଏଥିପାଇଁ ଭୁବନେଶ୍ୱର ସ୍ଥିତ କିଛି ଜିଲ୍ଲାକୁ ହିଟ୍ ୱେଭ୍ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ…

ରାଜ୍ୟରେ ୩,୪୫୭ କୋଟିର ୧୮ଟି ଶିଳ୍ପକୁ SLSWCAର ମଞ୍ଜୁରି: ସୃଷ୍ଟି ହେବ ୧୪ ହଜାର ୪୩୬ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ୩,୪୫୭ କୋଟିର ୧୮ଟି ଶିଳ୍ପକୁ SLSWCA ପକ୍ଷରୁ ମଞ୍ଜୁରି ମିଳିଛି । ୧୮ ଶିଳ୍ପରେ ପ୍ରାୟ ୧୪ ହଜାର ୪୩୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି । ୧୦ଟି ଶିଳ୍ପ ପାଇଁ ମେକ୍‌ ଇନ୍‌…

ବଜ୍ରପାତରେ ଜଣେ ମୃତ, କାଳବୈଶାଖୀରେ ଭାଙ୍ଗିଲା ଘର, ଉପୁଡିଲା ଗଛ

କାମାକ୍ଷାନଗର: ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଗତକାଲି ଅପରାହ୍ନ ସମୟରେ କାଳବୈଶାଖୀ ପ୍ରଭାବରେ ଅନେକ ଘର ଭାଙ୍ଗିବା ସହ ଗଛ ମଧ୍ୟ ଉପୁଡିଯାଇଥିବା ଦେଖାଦେଇଛି । ସୂଚନା…

(Video) ଟ୍ରେନ ଟ୍ରାଜେଡି: ମୋ ଭାଇ ବଞ୍ଚିଥିଲା, କିନ୍ତୁ ତାକୁ ଶବ କହି ଫିଙ୍ଗିଦେଲେ: ୭ଟି ଶବ ତଳେ ଫସିଥିଲା କୁନିପୁଅ

ବାଲେଶ୍ୱର: କରମଣ୍ଡଳ ଦୁର୍ଘଟଣାରେ ୨୮୮ ଯାତ୍ରୀ ଅକାଳରେ ପ୍ରାଣ ହରାଇଛନ୍ତି । ଛୋଟ ପିଲାଠୁ ବୃଢା, ଅନେକ ନୀରିହ ଜୀବନ ନେଇଛି ଏହି ଭୟଙ୍କର ଦୁର୍ଘଟଣା । କିନ୍ତୁ ୟା ଭିତରେ ଆଉ ଏକ ଛାତିଥରା ଘଟଣା ଜାଣିବାକୁ ମିଳିଛି…

ପୁଣି ଟ୍ରେନ ଦୁର୍ଘଟଣା: ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ, ସୁରକ୍ଷାର ଯାଞ୍ଚ ପରେ ଛାଡିଲା ଷ୍ଟେସନ

ନୂଆପଡା: ରାଜ୍ୟରେ ଟ୍ରେନ ଦୁର୍ଘଟଣା ଥମିବାର ନାମ ନେଉନି । ବାହାନଗା ରେଳ ଦୁର୍ଘଟଣା ପରେ ଆଉ ଏକ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏଥିରେ ଏକ ଏସି ବଗିରେ ନିଆଁ ଲାଗିବା କଥା ସୂଚନା ମିଳିଛି । ନୂଆପଡା ଖରିଆର…

କରମଣ୍ଡଳ ଟ୍ରେନ ଟ୍ରାେଜେଡି: ଦୁର୍ଘଟଣା ପରେ ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ ଘର

ବାଲେଶ୍ୱର: ବାଲେଶ୍ୱର କରମଣ୍ଡଳ ଟ୍ରେନ ଦୁର୍ଘଟରା ପରେ ବାହାନଗା ସ୍କୁଲ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମୃତଦେହ ରଖାଯାଇଥିବା ସ୍କୁଲଘର ଏବେ ଭଙ୍ଗାଯାଉଛି । ମୃତଦେହ…

ଖାଲିଥିବା ଆଟେଣ୍ଡାଣ୍ଟ ଗ୍ରୁପ୍‌-ଡି ପଦବୀରେ ନିଯୁକ୍ତ ହେବେ ଗୋମିତ୍ର: ସର୍ବୋଚ୍ଚ ବୟସସୀମା ୪୫ ବର୍ଷରୁ ୫୫ ବର୍ଷକୁ କୋହଳ

ଭୁବନେଶ୍ୱର: କାର୍ଯ୍ୟରତ ଗୋମିତ୍ରମାନଙ୍କୁ ପ୍ରାଣିସଂପଦ ବିକାଶ ଅଧିନସ୍ଥ କାର୍ଯ୍ୟାଳୟଗୁଡ଼ିକରେ ଖାଲିଥିବା ଆଟେଣ୍ଡାଣ୍ଟ ଗ୍ରୁପ୍‌-ଡି ପଦବୀରେ ନିଯୁକ୍ତି ଦେବା ନିମନ୍ତେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ପକ୍ଷରୁ…