Browsing Category

ରାଜ୍ୟ

ଅଧାରେ ଅଟକି ରହିଛି ‘ବନ୍ଦେ ଭାରତ ଏକ୍ସପ୍ରେସ’: ଭାଙ୍ଗିଗଲା ଲୋକୋ ପାଇଲଟର ସାମନା ଗ୍ଲାସ

ଯାଜପୁର: ପୁରୀ-ହାୱଡା ଯିବା ବାଟରେ ଅଧାରେ ଅଟକିଗଲା ବନ୍ଦେ ଭାରତ ଏକ୍ସପ୍ରେସ । ଯାଜପୁର ବୈତରଣୀ ରୋଡ ନିକଟ ବୈତରଣୀ ବ୍ରିଜ ଉପରେ ଆଗକୁ ଯାଇ ନ ପାରି ଅଟକି ରହିଛି ଏହି ସୁପରଫାଷ୍ଟ ଟ୍ରେନ । ଅପରାହ୍ନ ୪.୩୫ରୁ ଗୋଟିଏ…

ବଡ ଖବର; ଆହୁରି ୫ ଦିନ ସିଝିବ ଓଡିଶା: ତାପମାତ୍ରାରେ ପରିବର୍ତ୍ତନର ସମ୍ଭାବନା ନାହିଁ

ଭୁବନେଶ୍ୱର: ସାରା ରାଜ୍ୟରେ ଆହୁରି ୫ ଦିନ ପର୍ଯ୍ୟନ୍ତ ତାତିର ପ୍ରଭାବ ଜାରି ରହିବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ବିଶେଷ କରି ପଶ୍ଚିମ ଓଡିଶାରେ ଗରମ ଏହିଭଳି ଭାବରେ ବଳବତ୍ତର…

ବିଦ୍ୟୁତ ଚାଳିତ ଯାନ ସୋ’ ରୁମରେ ଅଗ୍ନିକାଣ୍ଡ: ଜଳିଗଲା ଇଭି ବାଇକ୍

କଟକ: କଟକ ନିଆଳି ସ୍ଥିତ ଏକ ବୈଦୁତିକ ଗାଡି ସୋ'ରୁମରେ ଘଟି ଯାଇଛି ଅଗ୍ନିକାଣ୍ଡ । ଭୟଙ୍କର ଅଗ୍ନିକାଣ୍ଡରେ ମୋଟ ୩ଟି ଇଲେକ୍ଟ୍ରିକ ଗାଡିରେ ନିଆଁ ଲାଗି ପୋଡି ଯାଇଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବାର ସ୍ପଷ୍ଟ…

ସମୟ ୯.୫୦: ରାଜ୍ୟର ନୂଆ ମନ୍ତ୍ରୀମାନେ ନେବେ ଶପଥ, ସୂଚନା ଜାରି କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରର ୫ମ ପାଳିର ୪ର୍ଥ ବର୍ଷ ପୂରଣ କରିବ । ତେବେ ଏହା ପୂର୍ବରୁ ମନ୍ତ୍ରିମଣ୍ଡଳରେ କିଛି ନୂଆ…

(Video) ମୁଁ ନ୍ୟାୟରେ ଅଛି, ମୁଁ ନିଶ୍ଚିତ ଜିତିବି: ତୁମେ ତୁମ ଜୀବନରେ ଖୁସିରେ ରୁହ, ମୁଁ ମୋ ଜୀବନରେ ଖୁସିରେ ରହିବି: ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ କୋର୍ଟରେ ବିଚାରାଧୀନ ରହିଛି । ନିକଟରେ…

ଭିଜିଲାନ୍ସ ଜାଲରେ କିରାଣି: ଲାଞ୍ଚ ନେବା ବେଳେ ଧରିଲା ଟିମ୍

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲେରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣି । ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୋଲକ ବିହାରୀ ପୋଢ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ, ସେ ଏରିଅର୍ ବିଲ୍ କରାଇ ଦେବାକୁ ନେଇ…

ଆଜି ଭୁବନେଶ୍ୱରରେ ଦେଖାଯିବନି କାହାର ଛାଇ: ଜାଣନ୍ତୁ କେଉଁ ସମୟରେ ଦେଖାଯିବ ବିରଳ ଦୃଶ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣମାନେ ଘରୁ ବାହାରକୁ ଯିବା ସମୟରେ ସବୁ ସମୟରେ ନିଜର ଛାଇକୁ ଦେଖିଥିବେ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଗତ ଏପ୍ରିଲ ୨୫ ତାରିଖରେ ବେଙ୍ଗାଲୁରୁ…

ମଧୁବାବୁ ପେନସନ ଯୋଜନା ନିୟମ କୋହଳ କଲେ ରାଜ୍ୟ ସରକାର: ବୟସ୍କ ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ଘରେ ପହଞ୍ଚିବ ପେନସନ, ସମସ୍ତ ଜିଲ୍ଲାପାଳଙ୍କୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜନସାଧାରଣଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଜନହିତକର ଯୋଜନା ଲାଗୁ କରିଛନ୍ତି । ତେବେ ବିଭିନ୍ନ ଯୋଜନାରେ ବେନିଫିଟ ପାଇବା କ୍ଷେତ୍ରରେ ହିତାଧିକାରୀଙ୍କୁ…

ଚାଲାଣ ସମୟରେ ୩୨ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ ଟିମ୍, ୩ ଅଟକ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରେ ୩୨ଟି ଗୋରୁଙ୍କୁ ଉଦ୍ଧାର କରାଯ।।ଇଛି । ଏହି ମାମଲାରେ ୩ଜଣଙ୍କୁ ଅଟକ ରଖାଯାଇଛି । ଗୋରୁ ଚାଲାଣ ସମୟରେ କରଞ୍ଜିଆ ଏବଂ ତୁରୁମୁଙ୍ଗା ପୋଲିସ ଦୁଇଟି ପୃଥକ ଘଟଣାରେ ଧରିଛନ୍ତି…

C-20 ଶିକ୍ଷା ଏବଂ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ସମିଟ୍ ରେ ‘ଆଶ୍ରା ଫାଉଣ୍ଡେସନ୍ ଓଡିଶା’

ଭୁବନେଶ୍ୱର: ଓଡିଶାରେ ବିଭିନ୍ନ ସୁବିଧା ସୁଯୋଗ ଏବଂ ଯୋଜନାରୁ ବଞ୍ଚିତ ପିଲାମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରୟାସ ଜାରି ରଖିଛି ସାମାଜିକ ସଂଗଠନ 'ଆଶ୍ରା ଫାଉଣ୍ଡେସନ୍ ଓଡିଶା' । ଏଥିପାଇଁ କେରଳର…