Browsing Category
ରାଜ୍ୟ
ରାଜ୍ୟ ସ୍ତରୀୟ ବିକାଶ ବାହାନର ହେଲା ଶୁଭାରମ୍ଭ, ଆଜିଠୁ ଜୁନ୍ ୨୧ ଯାଏଁ ଗଡ଼ିବ
ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ବିକାଶ ବାହାନର ହେଲା ଶୁଭାରମ୍ଭ। ଆଜିଠୁ ଜୁନ୍ ୨୧ ଯାଏଁ ଗଡ଼ିବ ବିକାଶ ବାହାନ। ଏହାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ କଲେ ସଚେତନ।…
ଲିଙ୍ଗଗତ ବୈଷମ୍ୟ ଆଗ ନିଜ ଘରୁ ଆରମ୍ଭ କର: ପିସିସି ସଭାପତି ଭକ୍ତଚରଣ ଦାସ
ଭୁବନେଶ୍ୱର: ସମସ୍ତେ ଲିଙ୍ଗଗତ ବୈଷମ୍ୟ କହୁଛନ୍ତି, ଅଥଚ ନିଜ ଘରେ ପାରିବାରିକ ହିଂସାର ଶିକାର ହେଉଛନ୍ତି ମହିଳା। ପ୍ରଥମେ ନିଜଘରେ ମା’ଭଉଣୀଙ୍କଠାରୁ ବାପାଭାଇଙ୍କ ଥିବା ଅଧିକ ଗୁରୁତ୍ବକୁ ଦୂର କରିବାକୁ ହେବ। ତେବେଯାଇ…
ଭାରସାମ୍ୟ ହରାଇ ଘାଟିରୁ ଖସିଲା ୧୦୮ ଆମ୍ବୁଲାନ୍ସ
ଭୁବନେଶ୍ୱର: ଭାରସାମ୍ୟ ହରାଇ ଘାଟିରୁ ଖସିଲା ୧୦୮ ଆମ୍ବୁଲାନ୍ସ। ରାୟଗଡ଼ା ଗୋଇବନ୍ଧା ଘାଟିରେ ଏହି ଦୁର୍ଘଟଣା ଘଟିଛି। ଏମକେସିଜିରୁ ରୋଗୀ ଛାଡ଼ି ଫେରିବାବେଳେ ଏହି ଦୁର୍ଘଟଣା ଘଟିବା ଜଣାପଡିଛି। ଆମ୍ବୁଲାନ୍ସର ଆଟେଣ୍ଡାଣ୍ଟ…
ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲା: IAS ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ
ମାଲକାନଗିରି: ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲା । ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କଲେ ମାଲକାନାଗିରି SDJM କୋର୍ଟ । 50 ହଜାର ଟଙ୍କାର 2ଟି ମୁଚାଲିକା…
ଦୁଇ ବାଇକ ମୁହାଁମୁହିଁ ଧକ୍କା: 2 ମୃତ, ଜଣେ ଗୁରୁତର
ଅନୁଗୁଳ: 2 ବାଇକ ମୁହାଁମୁହିଁ ଧକ୍କା । ଚାଲିଗଲା 2 ଜଣଙ୍କ ଜୀବନ । ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ 2ଜଣକ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ…
ଆଜିଠୁ ଆରମ୍ଭ ହେଲା ଭୁବନେଶ୍ୱରରୁ ଆବୁଧାବିକୁ ସିଧା ବିମାନ ସେବା
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ଭୁବନେଶ୍ୱରରୁ ଆବୁଧାବିକୁ ସିଧା ବିମାନ ସେବା। ଭୁବନେଶ୍ୱର ଏୟାରପୋର୍ଟରୁ ୟୁଏଇକୁ ଉଡାଣ ଭରିଲା ବିମାନ। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ସିଧା ଉଡ଼ାଣ। ଏହି ବିମାନ ସେବାର…
ଏଥର ବର୍ଷାରେ ଭିଜିବ ସଜବାଜରୁ ଶେଷ ରଜ: ଆଜିଠୁ କମିବ ତାତି, ବଢିବ ବର୍ଷା
ଭୁବନେଶ୍ବର: ଆଜିଠୁ ଖସିବ ତାପମାତ୍ରା, କମିବ ଗୁଳୁଗୁଳି । ବର୍ଷାରେ ଭିଜିବ ରଜ । ଆଗାମୀ 7 ଦିନ ପାଇଁ ରାଜ୍ୟରେ ଜାରି ରହିବ ବର୍ଷା । ଦିନର ତାପମାତ୍ରା ଆଜିଠୁ 2ରୁ 3 ଡିଗ୍ରୀ ଖସିବ ବୋଲି ଅନୁମାନ କରିଛି ପାଣିପାଗ…
ଭଦ୍ରକରେ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା, ଆଜିଠୁ 24 ଘଣ୍ଟିଆ ଇଣ୍ଟରନେଟ ସେବା ବନ୍ଦ
ଭଦ୍ରକ: ବନ୍ଦ ହେଲା ଇଣ୍ଟରନେଟ ସେବା । ଭଦ୍ରକରେ ଗୋଷ୍ଠୀ ସଂଘର୍ଷରେ ଗୁରୁତର ଯୁବକଙ୍କ ମୃତ୍ୟୁ ଘଟଣାରେ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହାକୁ ଆଖି ଆଗରେ ରଖି ଭଦ୍ରକରେ 24 ଘଣ୍ଟିଆ ଇଣ୍ଟରନେଟ ସେବା ବନ୍ଦ…
ଯାଜପୁରରେ ମୁଣ୍ଡ ନେଉଛି ଝାଡ଼ାବାନ୍ତି; ଦୁଇ ଦିନରେ 9 ଜଣଙ୍କ ମୃତ୍ୟୁ
ଯାଜପୁର: ଅଣାୟତ ଝାଡ଼ାବାନ୍ତି । ବଢିବାରେ ଲାଗିଛି ମୃତ୍ୟୁସଂଖ୍ୟା । ଯାଜପୁର ଜିଲ୍ଲାରେ ବ୍ୟାପୁଛି ଡାଇରିଆ । ଗତ ଦୁଇ ଦିନ ଭିତରେ 500 ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 9କୁ…
ରଜରେ ଖୋଲା ରହିବ ନନ୍ଦନକାନନ, ୧୭ ତାରିଖରେ ବନ୍ଦ ରହିବ ପ୍ରାଣୀ ଉଦ୍ୟାନ
ବାରଙ୍ଗ: ୧୬ ତାରିଖ ସୋମବାର ଖୋଲା ରହିବ ନନ୍ଦନକାନନ । ରଜ ପାଇଁ ଖୋଲା ରହିବ ନନ୍ଦନକାନନ ।
୧୭ ତାରିଖ ଦିନ ବନ୍ଦ ରହିବ ନନ୍ଦନକାନନ । ନନ୍ଦନକାନନ ପ୍ରାଣୀ ଉଦ୍ୟାଦ କର୍ତ୍ତୃପକ୍ଷଙ୍କ ସୂଚନା ।
ରଜ ଅବସରରେ ଖୋଲା…