Browsing Category
ରାଜ୍ୟ
ହାଇକୋର୍ଟରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ
ଭୁବନେଶ୍ୱର:ହାଇକୋର୍ଟ ଦ୍ୱାରସ୍ଥ ହେଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ବିଧାୟକ ନାମରେ ତଳକୋର୍ଟରେ ଗିରଫ ପାଇଁ ଦଣ୍ଡାଦେଶ ହୋଇଥିଲା । ତେଣୁ ଏହା ବିରୋଧରେ ହାଇକୋର୍ଟ ଯାଇଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ…
ଶୀତଦିନ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମୟରେ ପରିବର୍ତ୍ତନ: ଜାଣନ୍ତୁ ନୂଆ ସମୟ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନନ୍ଦନକାନନ ପ୍ରାଣୀଉଦ୍ୟାନ ସମୟରେ ପରିବର୍ତ୍ତନ । ଶୀତଦିନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀଉଦ୍ୟାନ ଏବଂ ଷ୍ଟେଟ୍ ବଟାନିକାଲ ଗାର୍ଡେନ ପାଇଁ ନୂଆ ସମୟ ନିର୍ଦ୍ଧାରିତ…
ନା ବିଜେପି ନା ବିଜେଡି ଏଥର କେବଳ କଂଗ୍ରେସ ଆସିବ:ପିସିସି ସଭାପତି
ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଏକ ବର୍ଷରୁ ଅଧିକ ସମୟ ବାକି ରହିଛି। ତେବେ ଏହା ପୂର୍ବରୁ ରାଜନୈତିକ ଦଳଗୁଡିକ ପକ୍ଷରୁ ପାଗଭିଡା ଆରମ୍ଭ ହେଲାଣି। ଏହି ପରିପ୍ରେକ୍ଷୀରେ ଗତ ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ…
(Video) ୨ ଦିନ ତଳେ ଛାତ ଉପରେ ଭାଇ ଚାଲିଯାଇଥିଲା, ଆଜି ସେଇ ଜାଗାରେ ଭଉଣୀ ବି ଚାଲିଗଲା
ଜୟପୁର: ଭାଇ ମରିବାର ୩ ଦିନ ପରେ ଭଉଣୀର ହୋଇଛି ସନ୍ଦେହଜନକ ମୃତ୍ୟୁ । ଜୟପୁର ଟାଉନ ଥାନା ପାରାବେଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି । ୩ ଦିନ ତଳେ ସ୍କୁଲ ପଢ଼ୁଆ ନାବାଳକ ଭାଇର ମୃତ୍ୟୁ ଘଟିଥିଲା । ୩ ଦିନ ପରେ ସେହି ଘରେ…
ରାଜ୍ୟରେ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ! ୨୪ ଘଣ୍ଟା ପାଇଁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର : ନବରାତ୍ରି ଚାଲିଥିବା ବେଳେ ଭିଜୁଛି ଓଡ଼ିଶା। ସାରା ରାଜ୍ୟରେ ପାର୍ବଣ ଆରମ୍ଭ ହୋଇଯାଇଥିବାବେଳେ ବର୍ଷା ଏହାକୁ ପାଣିଚିଆ କରିବାର ଆଶଙ୍କା ଦେଖାଦେଇଛି । ଏହାର କାରଣ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା…
ମାନବିକତା ଦେଖାଇଲେ ଯବାନ, ବୃଦ୍ଧଙ୍କୁ କାନ୍ଧରେ ନେଇ ମେଡ଼ିକାଲରେ ପହଞ୍ଚାଇଲେ
ମାଲକାନଗିରି: ୭୦ ବର୍ଷିୟ ଜଣେ ବୃଦ୍ଧଙ୍କୁ କାନ୍ଧରେ କାନ୍ଧେଇ ମେଡ଼ିକାଲରେ ପହଞ୍ଚାଇଲେ ଯବାନ। ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରିର ଖଇରପୁଟ ବ୍ଲକ ଅନ୍ତର୍ଗତ ଡାବୁଗୁଡା ଗ୍ରାମରେ। ଖବର…
ରାଜ୍ୟରେ ଜାରୀ ରହିବ ମାଗଣା ଟିକା: ଡେଡ୍ଲାଇନ୍ ପରେ ବି ଦିଆଯିବ ବୁଷ୍ଟର ଡୋଜ୍
ଭୁବନେଶ୍ୱର: ରାଜ୍ୟରେ ବୁଷ୍ଟର ଡୋଜ ପାଇଁ ଡେଡଲାଇନ ସରିଥିଲେ ମଧ୍ୟ ମାଗଣା ଟୀକା ଦିଆଯିବ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେବେ ସେ କହିଛନ୍ତି ଯେ…
ଗରିବଙ୍କୁ ପୂଜା ଉପହାର ଦେଲେ ନବୀନ: ଆଉ ତିନି ମାସ ପାଇଁ ମିଳିବ ଅତିରିକ୍ତ ମାଗଣା ଚାଉଳ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶହରାରେ ରାଜ୍ୟର ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୩ ମାସ ପାଇଁ ଅତିରିକ୍ତ ମାଗଣା ଚାଉଳ…
Video: ନିଶାରେ ମାତାଲ ସାର୍, ଦୁନିଆ ଭାସିଯାଉ କିନ୍ତୁ ବାବୁଙ୍କୁ ଶାନ୍ତିର ନିଦ ଦରକାର…
ସୁନ୍ଦରଗଡ: ନିଶାରେ ମାତାଲ ସାର୍ । ସାର୍ କିଛି କରି ପାରୁନାହାନ୍ତି । ଖାଲି ଶୋଇ ରହୁଛନ୍ତି । ଆଉ ଏପଟ ସେପଟ କର ଲେଉଟଉଛନ୍ତି । ପିଲାମାନେ ଏଠି ପାଠ ପଢୁଛନ୍ତି କିନ୍ତୁ ଆଜ୍ଞା, ସାର୍ ଏଠି ଟିକେ ନାଲି ପାଣି ପିଇ…
Video: ନିଜର କାମୁକ ଇଚ୍ଛା ପୂରଣ କରିବାକୁ ଝିଅର ଜୀବନ ନେବାକୁ ଚେଷ୍ଟା କଲା ବାପା, କିନ୍ତୁ ଚାଲିଗଲା ସ୍ତ୍ରୀର ଜୀବନ
ରାୟଗଡ଼ା: ବର୍ବରତାର ସବୁ ସୀମା ପାର କଲା ସୈତାନ ବାପା। ବାପା ଭୁଲି ଗଲା ନିଜର ବାପ ପଣିଆ। ନିଜର କାମୁକ ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ନିଜ ଝିଅକୁ ଜୀବନରୁ ମାରିଦେବାକୁ କଲା ଚେଷ୍ଟା। ନିଜର କାମୁକ ଇଚ୍ଛା ପୂର୍ଣ୍ଣ…