
Browsing Category
ରାଜ୍ୟ
୨୨ ନଭେମ୍ବର ଭୁବନେଶ୍ୱର ଆୟୋଜନ ହେବ ନିଯୁକ୍ତି ମେଳା, ୩୦୦୦ ରୁ ଅଧିକ ପଦବୀରେ ହେବ ନିଯୁକ୍ତି
ଭୁବନେଶ୍ୱର: ଆସନ୍ତା ୨୨ ନଭେମ୍ବରରେ ନ୍ୟାସନାଲ କ୍ୟାରିଅର୍ ସର୍ଭିସ ଏକ ନିଯୁକ୍ତି ମେଳା ଆୟୋଜନ କରୁଛି। ଡିପ୍ଲୋମା ଇଞ୍ଜିନିୟର, ବ୍ୟବସାୟ ବିକାଶ ପରିଚାଳକ, କ୍ଲଷ୍ଟର ହେଡ୍ ପଦବୀ ପାଇଁ ୩୦୦୦ ରୁ ଅଧିକ ଖାଲି ପଦବୀ ପୂରଣ…
କ୍ୟାବିନେଟ ନିଷ୍ପତ୍ତି:ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ‘ପ୍ରାରମ୍ଭ’ ରେ ବାଜିଲା ମୋହର
ଭୁବନେଶ୍ୱର: ଆସିଲା କ୍ୟାବିନେଟ ନିଷ୍ପତ୍ତି । ଏହି ବୈଠକରେ ମୋଟ ୧୭ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଚଳିତ କ୍ୟାବିନେଟରେ ବିଭିନ୍ନ ବଡ ବଡ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ତେବେ ଆଗକୁ ପଦ୍ମପୁର ନିର୍ବାଚନ…
ଆସନ୍ତା ମାସରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ନିଜ ଗାଁ ପାହାଡ଼ପୁର ଯିବା ନେଇ ସୂଚନା
ଭୁବନେଶ୍ୱର: ଆସନ୍ତା ମାସରେ ପୁଣି ଥରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଡିସେମ୍ବର ୧୫ ତାରିଖରେ ରାଷ୍ଟ୍ରପତି ତାଙ୍କର ନିଜ ଗାଁ ପାହାଡ଼ପୁରକୁ ଆସିବେ ବୋଲି ସୂଚନା ମିଳିଛି। ପାହାଡ଼ପୁର ଆସିବେ…
‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ବାସ୍ତବ ଜୀବନରେ…
OPSC କୁ ହାଇକୋର୍ଟ ଝଟକା, ASP ପଦୋନ୍ନତି ଉପରେ ଲଗାଇଲେ ରୋକ
ଭୁବନେଶ୍ୱର: ଡିଏସପିରୁ ଅତିରିକ୍ତ ଏସପିକୁ ପଦୋନ୍ନତି ବିଜ୍ଞପ୍ତିରେ ରହିତାଦେଶ ଜାରି ହୋଇଛି । ହାଇକୋର୍ଟ ଓପିଏସସି ପକ୍ଷରୁ ଜାରି ବିଜ୍ଞପ୍ତି ଉପରେ ରହିତାଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଯାଏଁ ଓପିଏସସି କୌଣସି…
ବଢ଼ିବ ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା! ବାଚସ୍ପତିଙ୍କୁ ରିପୋର୍ଟ ଦେବ ୧୦ ଜଣିଆ କମିଟି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଧାୟକମାନେ ପାଇବେ ଅଧିକ ଦରମା ଓ ଭତ୍ତା । ଏଥିସହିତ ସେମାନଙ୍କୁ ଅଧିକ ସୁବିଧା ସୁଯୋଗ ମିଳିବ । ଏ ନେଇ ଗଠିତ କମିଟି ଆସନ୍ତା ୨୪ରେ ହେବାକୁ ଥିବା ଶୀତ ଅଧିବେସନରେ ବାଚସ୍ପତି…
ପୁରୀ ସମୁଦ୍ରରେ ନିର୍ମାଣ ହେବ ଭସା ପୋଲ: ଏକସଙ୍ଗେ ଯାତ୍ରା କରିବେ ୫ ହଜାର ପର୍ଯ୍ୟଟକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ସମୁଦ୍ରରେ ନିର୍ମାଣ ହେବ ଏକ ଭସା ପୋଲ । ପର୍ଯ୍ୟଟକମାନେ ଭସା ପୋଲରେ ଯାଇ ସମୁଦ୍ର ମଝିରେ ଜଳକ୍ରୀଡ଼ାର ମଜା…
୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସେକ୍ସନ ଅଫିସର: ମାଡିବସିଲା ଭିଜିଲାନ୍ସ
ବଲାଙ୍ଗିର: ରାଜ୍ୟରେ ଦିନକୁ ଦିନ ଦୁର୍ନୀତିର ମାତ୍ରା ବଢିଚାଲିଛି । ପ୍ରତ୍ୟେକ ଦିନ ଏହି ନା କେହି ସରକାରୀ ଅଧିକାରୀ ଭିଡିଲାନ୍ସ ଜାଲରେ ଛନ୍ଦି ହୋଇଯାଉଛନ୍ତି । ଅଗରୁ ଅନେକ ଅଧିକାରୀଙ୍କୁ ଭଜିଲାନ୍ସ ଟାର୍ଗେଟ କରି…
ରାଜଧାନୀରେ କୁକୁର ପାଳିବାକୁ ହେଲେ ମାନିବାକୁ ହେବ ନିୟମ: BMC ଆଣିବେ ଏହି ଗାଇଡଲାଇନସ
ଭୁବନେଶ୍ୱ: ରାଜଧାନୀବାସିଙ୍କ ପାଇଁ BMC ଏକ ନୂଆ ନିମୟ ଆଣିବାକୁ ଯାଉଛନ୍ତି । ଯାହାକି ପଶୁପ୍ରେମୀମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂଣ୍ଣ । ଏଣିକି ରାଜଧାନୀରେ କେହି ପଶୁପ୍ରେମୀ ଘରେ କୁକୁର କିମ୍ବା ଅନ୍ୟାନ୍ୟ…
କଂଗ୍ରେସ ଭବନରୁ ଲୁଟ୍: ଦାୟର ହେଲା ମାମଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରସୋରରେ ଲାଗି ପଡ଼ିଛନ୍ତି ।…