Browsing Category
ରାଜ୍ୟ
ବାପା ଜଣେ ବାଜା ବାଲା, ପୁଅ ଆଜି OAS ଅଫିସର, ଖୁସିରେ ଝୁମୁଛି ସାରା ଗାଁ
ବଲାଙ୍ଗିର: କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବିକାଠି । ନିଜ ସଂଘର୍ଷ ଓ ଧୈର୍ଯ୍ୟ ବଳରେ ଗାଁର ନାଁ ରଖିଛନ୍ତି ସୁନା ପୁଅ । ଜଣେ ସାଧାରଣ ଶିକ୍ଷକରୁ OAS ଅଫିସର ପାଲଟିଥିବା ସନ୍ତୋଷ ନାଗଙ୍କ ପାଇଁ ଆଜି ସାରା ଗାଁ…
ଧନତେରାସରେ କେନ୍ଦ୍ରର ବଡ଼ ନିଷ୍ପତ୍ତି: ପେଟ୍ରୋଲ-ଡିଜେଲ ଦାମ୍ ଓଡ଼ିଶାର ୯ଟି ସ୍ଥାନରେ ହ୍ରାସ ପାଇବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଧନତେରାସ୍ ଅବସରରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଫଳରେ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ । ଓଡ଼ିଶା କଥା ବିଚାର କଲେ ରାଜ୍ୟର…
ବନ୍ଦ ହେବ କମ୍ ପିଲା ଥିବା ସ୍କୁଲ; ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତି କାଏମ ରଖିଲେ ହାଇକୋର୍ଟ
କଟକ: (ଓଡ଼ିଶା ଭାସ୍କର) ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତି କାଏମ ରଖିଲେ ହାଇକୋର୍ଟ । ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ନିଷ୍ପତ୍ତି କାଏମ ରଖିଲେ କୋର୍ଟ । ମିଶ୍ରଣକୁ ବିରୋଧ କରୁଥିବା ଅବେଦନକାରୀ…
ରାଜ୍ୟରେ ଆରମ୍ଭ ହେଲା ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ
ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି…
କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ; କାରଣ ଅସ୍ପଷ୍ଟ, ପୋଲିସର ଛାନଭିନ୍ ଜାରି
ବରଗଡ଼: ଜିଲ୍ଲା କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଜେଲ ବାଥରୁମରେ ଗାମୁଛାରେ ଝୁଲି କଏଦୀ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କଏଦୀଙ୍କୁ ଏଭଳି…
ଗର୍ଭବତୀ କର୍ମଚାରୀଙ୍କୁ ସିଡିପିଓଙ୍କ ନିର୍ଯାତନା ଅଭିଯୋଗ ମାମଲା; ତଦନ୍ତ ନିର୍ଦ୍ଦେଶ ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଗର୍ଭବତୀ କର୍ମଚାରୀଙ୍କୁ ସିଡିପିଓଙ୍କ ନିର୍ଯାତନା ଅଭିଯୋଗ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଘଟଣାକୁ ଗୁରୁତ୍ବର ସହ ନେଇ କେନ୍ଦ୍ରାପଡ଼ା…
ଓଡ଼ିଶାରେ ୩ଟି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ଡ୍ରଗସ୍ ଟେଷ୍ଟିଙ୍ଗ ଓ ପ୍ରାକୃତିକ ଚିକିତ୍ସା କ୍ଷେତ୍ରରେ ଆଗକୁ ବଢ଼ିବ ରାଜ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଟି ବଡ଼ ଉପହାର ଦେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ୩ଟି ପ୍ରକଳ୍ପର ଶୁଭାମ୍ଭ କରିଛନ୍ତି । ଏହି ପ୍ରକଳ୍ପର ଉଦଘାଟନ ହେବା ଫଳରେ ଆଗାମୀ…
ରାଜ୍ୟରେ ପୁଣି ଖୋଲିବ ଡ୍ୟାନ୍ସ ବାର୍: ସଂଶୋଧିତ ବିଜ୍ଞପ୍ତି ଜାରି କଲା ଅବକାରୀ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ରାଜ୍ୟରେ ପୁଣି ଥରେ ଖୋଲିବାକୁ ଯାଉଛି ଡ୍ୟାନ୍ସ ବାର । ୨୧ଟି ସର୍ତ୍ତ ଆଧାରରେ ଡ୍ୟାନ୍ସ ବାର ପରିଚାଳନା ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ୨୧ରୁ ଅଧିକ ବର୍ଷ…
ଦୀପାବଳୀରେ ବାଣ ଫୁଟାଇବାକୁ ନେଇ ଜାରି ହେଲା ଗାଇଡଲାଇନ୍ସ: ରାତି ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀପାବଳୀରେ ବାଣ ଫୁଟାଇବାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଗାଇଡଲାଇନ୍ସ ଜାରି ହୋଇଛି । ରାତି ୭ଟାରୁ ୯ଟା ଭିତରେ ବାଟ ଫୁଟାଇବା ନେଇ ମିଳିଛି ଅନୁମତି । ୧୨୫ ଡେସିବେଲରୁ…
(Video) ଦୀପାବଳି ପୂର୍ବରୁ ଓଡ଼ିଶାର ଆକାଶରୁ ଶୁଭିଲା ଦୁଇଟି ପ୍ରଚଣ୍ଡ ଶବ୍ଦ: ଥରି ଉଠିଲା ଘରଦ୍ୱାର, ଶବ୍ଦ ଶୁଣି ଲୋକମାନେ ଭୟଭୀତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଲୋକର ପର୍ବ ଦୀପାବଳୀ ପୂର୍ବର ଆଜି ଲୋକମାନେ ଧନତେରାସ ଅବସରରେ ସୁନା, ରୁପା କିଣିବାରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ଆଜି ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ପୁଣି ଥରେ ରାଜ୍ୟର…