Browsing Category
ରାଜ୍ୟ
ବ୍ୟାଙ୍କ ଚାକିରିରେ ଜାଲିଆତି, ଫେକ୍ ସାର୍ଟିଫିକେଟ ପାଇଁ କର୍ମଚାରୀ ନିଲମ୍ବିତ
ନୂଆଦିଲ୍ଲୀ: ନକଲି ସାର୍ଟିଫିକେଟ ଦେଇ ବ୍ୟାଙ୍କରେ କରିଥିଲେ ଚାକିରି। ସତ ସାମ୍ନାକୁ ଆସିବା ପରେ ନିଲମ୍ବିତ ହେଲେ କର୍ମଚାରୀ। ଏହି କର୍ମଚାରୀଜଣକ ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବରଗଡ଼ ମୁଖ୍ୟ ଶାଖାରେ ଚାକିରି…
ବିଜେଡ଼ି ପାଇଁ ଗଡ଼ ବଡ଼ କରିଦେଲା ୱାକଫ ଭୋଟ୍: ଅମର
ଭୁବନେଶ୍ୱର: ୱାକଫ ବିଲକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ଏହି ଝଡ଼ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ୁଛି। ୱାକଫ ବିଲକୁ ନେଇ ବିଜେଡିରେ ଯେଉଁ ଅନ୍ତଃକନ୍ଦଳ ଦେଖା ଦେଇଥିଲା ତାହା ଏବେ ସାମାଧାନ ହେବା…
ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ
ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା । ଆସନ୍ତାକାଲିଠୁ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ ଏନେଇ ସୂଚନା ଦେଇଛନ୍ତି ।
କାଲି ଦିନ…
ବିଟେକ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର
ଗୁଣୁପୁୂର: ଛାତ୍ରଙ୍କ ମୃତଦେହ ଉଦ୍ଧାର। ଗୁଣୁପୁର ଘରୋଇ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଭିତରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ବିଟେକ୍ କମ୍ପ୍ୟୁଟର ସାଇନ୍ସ ବିଭାଗର ଚତୁର୍ଥ ବର୍ଷର ଛାତ୍ର।…
Breaking: କିଏ ବନ୍ଦ କଲା ସସ୍ମିତଙ୍କ ମୁହଁ? ବିଦେଶରୁ ଫେରି କିଛି କହିଲେନି ସାଂସଦ
ନୂଆଦିଲ୍ଲୀ: ବିଦେଶ ଗସ୍ତରୁ ଫେରିଲେ ସାଂସଦ ସସ୍ମିତ ପାତ୍ର । ଦିଲ୍ଲୀରେ ପହଞ୍ଚିବା ପରେ ଗଣମାଧ୍ୟମକୁ ୱକଫ୍ ଭୋଟିଂ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କଲେ ସସ୍ମିତ ।
ୱକଫ୍ ଭୋଟିଂକୁ ନେଇ ଉଠିଥିବା ବିବାଦକୁ…
Breaking: “ମୋ ନାଁରେ ମିଛ କହୁଛନ୍ତି ନବୀନ ପଟ୍ଟନାୟକ”; ପ୍ରଭାତ
ଭୁବନେଶ୍ୱର: ପୁଣି ତେଜିଲା ବିଜେଡି ରାଜନୀତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଭାତ ତ୍ରିପାଠୀଙ୍କ ଜବାବ। ଗତକାଲି ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇ ପ୍ରଭାତ ଦଳରେ କେହି ନୁହଁ ବୋଲି କହିଥିଲେ ବିଜେଡି…
ବଜାର ଉପରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ୪-୫ ଜଣ ଦୁର୍ବୃତ୍ତ
ରାଉରକେଲା: ରାସ୍ତା ଉପରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ବାଇକରେ ଆସିଲେ ରାସ୍ତା ଉପରେ ଯୁବକଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କଲେ। ଯୁବକ ଜଣଙ୍କ ଯେଉଁ ଆଡ଼େ ଦୌଡି ଖସିଯିବାକୁ ଚେଷ୍ଟା କଲେ ସବୁ ଆଡ଼ୁ…
Breaking: ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ !
ଅନୁଗୁଳ: ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ। ଗତକାଲି ଠାରୁ ଘରୁ ନିଖୋଜ ଥିଲେ। ହେଲେ ଆଜି ସକାଳୁ ଡ୍ୟାମରେ ଯୁବକଙ୍କ ମୃତଦେହ ଡ୍ୟାମରେ ଭାଷୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।
ପରେ ସମ୍ପୂର୍ଣ୍ଣ ଘଟଣା…
ବରମୁଣ୍ଡା ଓଭରବ୍ରିଜରେ ସିରିଜ ଦୁର୍ଘଟଣା: ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ, ୩ ପୋଲିସ ଆହତ
ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ଓଭରବ୍ରିଜରେ ବୁଧବାର ବିଳମ୍ବିତ ରାତିରେ ଜାତୀୟ ରାଜପଥ-୧୬ରେ ସିରିଜ ଦୁର୍ଘଟଣାରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଏବଂ ୩ ପୋଲିସ ଆହତ ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ, କୁକୁଡ଼ା…
ବାଲିଯାତ୍ରା ପଡ଼ିଆରୁ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ, ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୧ ତାରିଖରେ କଯକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତର ମେଗା ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ମୁଖ୍ୟ ଅତିଥି ଭାବେ…