Browsing Category

ରାଜ୍ୟ

ମାଡି ଆସୁଛି ଦାନା; ଅଶାନ୍ତ ହେଲାଣି ସମୁଦ୍ର, 48 ଘଣ୍ଟା ଗୁରୁତ୍ବପୂର୍ଣ୍ଣ କହିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର(ଓଡିଶା ଭାସ୍କର): ମାଡି ଆସୁଛି ଭୀଷଣ ବାତ୍ୟା ଦାନା । ତେବେ ଏହା ଧାମରା-ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ କରିବା ପରେ ସାମାନ୍ୟ ରିକର୍ଭ କରିପାରେ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।…

ପାରାଦୀପର ୨୧୦ କିମି ଦୂରରେ ଦାନା : ଭୀଷଣ ବାତ୍ୟା ରୂପ ନେଇ ଉପକୂଳକୁ ଆସୁଛି ମାଡ଼ି

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇଛି ଉପକୂଳ ମୁହାଁ ହୋଇ ମାଡ଼ିଆସୁଛି ‘ଦାନା’ । ଗତ ରାତିରେ ଭୀଷଣ ବାତ୍ୟାରେ ଏହା ପରିଣତ ହୋଇଛି । ଏହା କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଗତ ୬…

‘ନାଗୁଣୀ ନେଉଛି ପ୍ରତିଶୋଧ, ଖୋଜି ଖୋଜି ଲୋକଙ୍କୁ ମାରୁଛି ଚୋଟ’: ମେରଟର ସାପ ଧରାଳିଙ୍କର ବୁହାଇ ସାରିଲାଣି ଝାଳ

ନୂଆଦିଲ୍ଲୀ: ଗତ ପାଞ୍ଚ ଦିନ ଧରି ଉତ୍ତରପ୍ରଦେଶର ହାପୁଡ ଜନପଦରେ ଏକ ନାଗୁଣୀର ଆତଙ୍କ ଦେଖିବାକୁ ମିଳୁଛି । ନାଗୁଣୀ ନିଜର ପ୍ରତିଶୋଧ ନେଉଛି ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି । ବର୍ତ୍ତମାନ ସାପ କାମୁଡ଼ିବା…

ଦହିବରା ଖାଇବା ସାଜିଲା କାଳ, ଝିଅକୁ ପିଟି ମାରିଦେଲା ସାବତ ମାଆ

ଖଣ୍ଡପଡ଼ା: ଦହିବରା ଖାଇବାରୁ ସାବତ ମାଆ ଝିଅକୁ ପିଟି ମାରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଫତେଗଡ଼ ଥାନା ବାଉଁଶବାଟି ପଞ୍ଚାୟତ ପୋଡ଼ାସାହିରେ ଘଟିଯାଇଛି ଏଭଳି ଏକ ଜଘନ୍ୟ କାଣ୍ଡ । ଜଣେ ୧୪ ବର୍ଷୀୟ ଝିଅକୁ ସାବତ ମାଆ…

ଦିନ ୨ଟାରୁ ସବୁ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ, ବାତ୍ୟାକୁ ନେଇ ସତର୍କ ହେଲା ପ୍ରଶାସନ

ଭୁବନେଶ୍ୱର: ବାତ୍ୟାକୁ ନେଇ ସତର୍କ କଲା ପ୍ରଶାସନ। ଦିନ ୨ଟାରୁ ଦୋକାନ, ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କସ୍ତିପଦା ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବାତ୍ୟାକୁ ନେଇ…

(Video) ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିବ ବାତ୍ୟା ‘ଦାନା’, ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ବାତ୍ୟା ‘ଦାନା’କୁ ନେଇ ଆଉ ଏକ ଅପଡେଟ ସାମ୍ନାକୁ ଆସିଛି। ବାତ୍ୟା ଦାନା ଗତି ପଥରେ ସାମାନ୍ୟ ରିକର୍ଭ ଆସିଛି। ଏଥିପାଇଁ ଲ୍ୟାଣ୍ଡଫଲ୍ ସ୍ଥାନରେ ପରିବର୍ତ୍ତନ ହୋଇନି। ଲ୍ୟାଣ୍ଡଫଲ୍ ପରେ ଏହି ଭୀଷଣ ବାତ୍ୟା…

ଦାନାର ପ୍ରଭାବରେ ଥରିଲାଣି ଅସ୍ତରଙ୍ଗ… ପାରାଦୀପ ଠାରୁ ଏତିକି କିଲୋମିଟର ଦୂରରେ ରହିଛି ବାତ୍ୟା

ଭୁବନେଶ୍ୱର: ବଳ ଗୋଟାଉଛି ‘ଦାନା’ । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ବର୍ଷା ସାଙ୍ଗକୁ ବଢ଼ୁଛି ପବନର ବେଗ । ଆତଙ୍କିତ ଅବସ୍ଥାରେ ଲୋକେ । ଗତ ୬ ଘଣ୍ଟାରେ ୧୫ କିମି ବେଗରେ ଗତି କରୁଛି ‘ଦାନା’ ।…

‘ବିପଦରୁ ରକ୍ଷା କର ମା’, ବାତ୍ୟା ପ୍ରକୋପ କମ କରିବାକୁ ଧାମରାଇ ମନ୍ଦିରରେ ସ୍ୱତନ୍ତ୍ର ପୂଜାପାଠ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ‘ଦାନା’। ସମୁଦ୍ରରେ ବଳ ଗୋଟାଇ ଉପକୂଳକୁ ମାଡି ଆସୁଛି। ଆଜି ରାତିରେ ସ୍ଥଳଭାଗ ଛୁଇଁ ତାଣ୍ଡବ ରଚିବ ଦାନା। ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଆଡକୁ ମୁହାଁଉଛି।…

ରାଜ୍ୟ କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ: ସୁଭଦ୍ରା ଯୋଜନାକୁ ନେଇ ନିଆଗଲା ଏପରି ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। କ୍ୟାବିନେଟ ୬ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ,…

ବାତ୍ୟା ‘ଦାନା’ ପାଇଁ ବିମାନ ସେବା ବନ୍ଦ, ଜାଣନ୍ତୁ କେତେ ସମୟ 

ଭୁବନେଶ୍ୱର: ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ବିମାନ ସେବାକୁ ବନ୍ଦ ରଖାଯାଇଛି । ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଚଳାଚଳକୁ ବନ୍ଦ କରାଯାଇଛି । ୨୪ ଅପରାହ୍ନ ୫ଟାରୁ ୨୫ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ଏହା ବନ୍ଦ ରହିବ…