Browsing Category
ରାଜ୍ୟ
ନବୀନ ରାଗିଲେ ‘ବେଇମାନ’ କୁହନ୍ତି… ତାଙ୍କ ପାଇଁ ‘ଚୁପ୍ ସୈତାନ୍’ ଶବ୍ଦ ପ୍ରଯୁଜ୍ୟ ବୋଲି କହିଲେ ସୌମ୍ୟ
ଭୁବନେଶ୍ୱର: ବିଜେଡିର ଆଭିମୁଖ୍ୟକୁ ନେଇ ସୌମ୍ୟ ପ୍ରୟୋଗ କଲେ ତେର୍ଚ୍ଛା ବାଣ । ନବୀନ ବାବୁଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ନିଶାନା କଲେ ସୌମ୍ୟ ।
ନବୀନ ବାବୁ ବେଶୀ କଥା କୁହନ୍ତି ନାହିଁ; ଧୋକା ଦେଲେ କ୍ଷୁବ୍ଧ…
‘ତାଙ୍କ ପାଇଁ ଆମେ ନିର୍ବାଚନ ଫଳ ଭୋଗିଲୁ’, ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ପ୍ରଭାତ ତ୍ରିପାଠୀ
ଭୁବନେଶ୍ୱର: ୱକଫ ବିଲ୍ରେ ବିଜେଡି ଭୋଟିଂ ଓ ସସ୍ମିତ ପାତ୍ରଙ୍କ ଟ୍ୱିଟକୁ ନେଇ ଝଡ଼ ଥମିବାର ନାମ ନେଉନି। ରାଜନୈତିକ ମହଲରେ ବିଚାର ବିମର୍ଶ ଲାଗିରହିଛି। ଅସନ୍ତୋଷର ତାଲିକା ଲମ୍ବିବା ମଧ୍ୟରେ ବରିଷ୍ଠ ନେତା ପ୍ରଭାତ…
Breaking: ସୋରରେ ରାମ ନବମୀ ଶୋଭାଯାତ୍ରାରେ ଛୁରାମାଡ଼, ଯୁବକଙ୍କ ଅବସ୍ଥା ଗୁରୁତର
ସୋର: ରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ଛୁରାମାନ କରାଯାଇଛି । କୋର୍ଟ ଛକ ନିକଟରେ ଝିଡ଼ା ହୋଇଥିବାବେଳେ ଯୁବକଙ୍କ ଉଛପରକୁ ଆକ୍ରମଣ ହୋଇଥିବା ସୂଚନା ।
ବାଇକ୍ ଯୋଗେ ୫ ଜଣ ଦୁର୍ବୃତ୍ତ ଆସି ଛୁରାମାଡ଼ କରିଥିବା…
ବିସ୍ଫୋରକ ବୟାନ ଦେଲେ ବରିଷ୍ଠ BJD ନେତା ପ୍ରଭାତ ତ୍ରିପାଠୀ: ବିଜେଡିର ଅବସ୍ଥା କଂଗ୍ରେସ ଭଳି ହେବ
ଭୁବନେଶ୍ୱର: ନିର୍ବାଚନ ହାରିବା ପରଠାରୁ ଏବେ ବି ବିଜେଡି ଅସଜଡା ହୋଇ ରହିଛି । ବିଜେଡି ଏକାଠି ହେଲେ ଯାଇ ବିଜେପି ଓ କଂଗ୍ରେସକୁ ଟକ୍କର ଦେଇପାରିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତାପ୍ରଭାତ ତ୍ରିପାଠୀ ।…
Breaking: ଆସନ୍ତା ୪୮ ଘଣ୍ଟାରେ ବଦଳିବ ରାଜ୍ୟର ପାଗ; ରୁହନ୍ତୁ ସତର୍କ
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ।
୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ର ସମ୍ଭାବନା । ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ବିଭିନ୍ନ…
ଅନ୍ତରାଳରେ ରହି କେହିଜଣେ ଦଳ କାର୍ଯ୍ୟ କରୁଥିବା ସନ୍ଦେହ ହେଉଛି: ପ୍ରସନ୍ନ ଆଚାର୍ଯ୍ୟ
ଭୁବନେଶ୍ୱର: ୱକଫ୍ ବିଲ୍ ବାବଦକୁ ନେଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା । ସସ୍ମିତ ବବୁଙ୍କର ନିଷ୍ପତ୍ତି ନେବାର କ୍ଷମତା ନାହିଁ ।
ବିଦେଶ ଗସ୍ତରୁ ଫେରି ସେ ସ୍ପଷ୍ଟ କଲେ ଜଣାପଡ଼ିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ…
ଓଲଟିଲା ପିକଅପ୍ ଭ୍ୟାନ୍: ୩୦ରୁ ଊର୍ଦ୍ଧ୍ୱ ଆହତ
କେନ୍ଦୁଝର: ତେଲକୋଇରେ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏଠାରେ ଏକ ପିକ୍ଅପ୍ ଭ୍ୟାନ ଓଲଟିପଡିଛି। ଏହି ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ଲୋକେ ଆହତ ହୋଇଛନ୍ତି। ବାଂଶପାଳ ଆଇଟିଆଇ ଛକରେ ଭାରସାମ୍ୟ ହରାଇ ଓଲଟିଛି।…
ସବୁ ବିଜେଡି ନେତା ବିଜେପିରେ ମିଶିବାକୁ ଚାହୁଁଛନ୍ତି: ମନ୍ତ୍ରୀ ସଂପଦ ସ୍ୱାଇଁ
ଭୁବନେଶ୍ୱର: ବର୍ତ୍ତମାନ ମନ୍ତ୍ରୀ ସଂପଦ ସ୍ୱାଇଁଙ୍କ ବିଜେଡିକୁ ନେଇ ଏକ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ବିଜେଡିର ଶୀର୍ଷରୁ ତଳ ଯାଏଁ ସମସ୍ତେ ବିଜେପିରେ ମିଶିବାକୁ ଚାହୁଁଛନ୍ତି। କିନ୍ତୁ ଆମ ଦଳ…
ଶାବଳରେ ଆକ୍ରମଣ କଲା ପୁଅ… ବାପା ମୃତ, ମା’ ଜୀବନ-ମୃତ୍ୟୁ ସହ କରୁଛି ସଂଘର୍ଷ
ସମ୍ବଲପୁର: ସମ୍ବଲପୁର ଯୁଯୁମରା ଥାନା ଝାଙ୍କରପାଲି ତୁରୀପଡ଼ାରେ ଘଟିଯାଇଛି ଅଭାବନୀୟ ଘଟଣା । ସୈତାନ ପୁଅ ଶାବଳରେ ବାପା-ମା’ଙ୍କୁ ଆକ୍ରମଣ କରିଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।…
Big Breaking: ପୁରୀ ରଥଯାତ୍ରା ପାଇଁ କାଠ ଚିରଟ ପ୍ରକ୍ରିୟା ଆରମ୍ଭ
କଟକ: ପୁରୀ ରଥଯାତ୍ରା ପାଇଁ କାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଖପୁରିଆ ସ୍ଥିତ ସରକାରୀ କାଠ ମିଲ୍ରେ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସକ ଓ ମହାରଣା ସେବାୟତଙ୍କ ଉପସ୍ଥିତିରେ କାଠ ଚିରଟ ହେଉଛି।…