Browsing Category
ରାଜ୍ୟ
ଅତିଥି ଭବନରୁ ଯାଇ ବିଧାନସଭାରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ: ଦେଖନ୍ତୁ ଫଟୋ ଓ Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପହଞ୍ଚିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦର ନିକଟରେ ତାଙ୍କୁ ଭବ୍ୟ ସ୍ୱାଗତ ଆୟୋଜନ କରାଯାଇଥିଲା । ଦ୍ରୌପଦୀଙ୍କ ସ୍ୱାଗତ ପାଇଁ ବିମାନ…
ପୁଣି ରାଗିଂର ଶିକାର ହେଲେ ଆଉ ଜଣେ ଛାତ୍ରୀ: ରୁଚିକାଙ୍କ ପରେ ଲିପ୍ସାଙ୍କ ଆତ୍ମହତ୍ୟା
ବାଲେଶ୍ୱର: ଗୋଟିଏ ପରେ ଗୋଟିଏ ଛାତ୍ରୀ ଏବେ ରାଗିଂର ଶିକାର ହେଉଛନ୍ତି । ଭୁବନେଶ୍ୱରରୁ ଯାଇ ବାଲେଶ୍ୱରରେ ପହଞ୍ଚିଲାଣି ରାଗିଂର ଡିଆଁ ରୋଗ । ଗତ କିଛି ଦିନ ତଳେ ବିଜେବି କଲେଜରେ ରାଗିଂ କାରଣରୁ ରୁଚିକାଙ୍କ ଆତ୍ମହତ୍ୟା…
ଓଡ଼ିଶାରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ବିମାନ ବନ୍ଦର ନିକଟରେ ତାଙ୍କୁ ଭବ୍ୟ ସ୍ୱାଗତ ଆୟୋଜନ କରାଯାଇଛି। ଦ୍ରୌପଦୀଙ୍କୁ ସ୍ୱାଗତ କରିବା ପାଇଁ…
(Video) MCA ଛାତ୍ରୀ ଆତ୍ମହତ୍ୟା ଘଟଣା: ପ୍ରେମିକର ଚାପୁଡ଼ା ଯୋଗୁଁ ଶେଷ ହୋଇଗଲା ୯ ବର୍ଷର ସମ୍ପର୍କ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏମସିଏ ଛାତ୍ରୀ ଆଶ୍ରିତା ସେନାପତିଙ୍କ ଆତ୍ମହତ୍ୟା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ପୁରୁଷ ବନ୍ଧୁ ସତ୍ୟପ୍ରକାଶ ଦାଶଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ସତ୍ୟଙ୍କ ସହ…
ଖୋର୍ଦ୍ଧାରୁ ବାହାରିଲେ ୨୨୧ ପଜିଟିଭ: ଜାଣନ୍ତୁ ୨୪ ଘଣ୍ଟାରେ ଅନ୍ୟ ଜିଲ୍ଲାରୁ କେତେ ହୋଇଛନ୍ତି ସଂକ୍ରମିତ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ପୁଣି ଥରେ ବଢ଼ିବାରେ ଲାଗିଛି । ରାଜ୍ୟରେ ଆଜି ବି କରୋନା ସଂକ୍ରମଣ ୪ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…
ଡିଆର୍ଡିଓ ତଥ୍ୟ ଲିକ୍ ମାମଲା; ଅଭୁଯୁକ୍ତଙ୍କ ଉପରୁ ଉଠିଲା ଗୁପ୍ତଚରି, ବିଦେଶୀ ଲିଙ୍କ ମାମଲା
ବାଲେଶ୍ୱର: ବାଲେଶ୍ବର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ବିକାଶ ସଙ୍ଗଠନ (ଡିଆର୍ଡିଓ) ର ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କ ବିରୋଧରେ ଗୁପ୍ତଚରି ଏବଂ ବିଦେଶୀ ଏଜେଣ୍ଟଙ୍କ ସହ ଲିଙ୍କ ସମ୍ପର୍କିତ…
ରାଜ୍ୟସଭା ନିର୍ବାଚନ: ଆଜି ଶପଥ ନେବେ ମାନସ ଓ ସୁଲତା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ବିଜେଡିର ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ମାନସ ରଞ୍ଜନ ମଙ୍ଗରାଜ ଓ ସୁଲତା ଦେଓ ଶୁକ୍ରବାର ଶପଥଗ୍ରହଣ କରିବେ । ରାଜ୍ୟସଭାରେ ପୂର୍ବାହ୍ନ ୧୧ଟା ସମୟରେ ଏହି ଦୁଇ ସାଂସଦ ଶପଥ ନେବେ ବୋଲି…
ବଦଳିବ ଗୋପର ଚିତ୍ର, ଖୁବ୍ଶୀଘ୍ର ପେଟ୍ରୋଲ, ଗ୍ୟାସ୍ ବାହାରିବା ପାଇଁ ଆରମ୍ଭ ହେବ ପ୍ରକିୟା, ଚାଲିଛି ଜମି ଅଧିଗ୍ରହଣ
ଗୋପ, (ଭାସ୍କର ନ୍ୟୁଜ୍) : ବୁଧବାର ମଧ୍ୟାହ୍ନରେ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ କମ୍ପାନୀର ମୁଖ୍ୟ ବି.ଏନ୍ ସାହୁ ଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ଗୋପ ବ୍ଲକ ର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚି ଗୋପ ବ୍ଲକ୍ର…
ଅଡ଼ସପୁର ଅଞ୍ଚଳରେ ବ୍ୟାପିଲା ସଂକ୍ରମିଣ, ବାହାରିଲେ ୩୫ ଜଣ କୋଭିଡ୍ ପଜିଟିଭ
କଣ୍ଟାପଡ଼ା, (ଭାସ୍କର ନ୍ୟୁଜ୍) : କଣ୍ଟାପଡା ବ୍ଲକ ଅଧିନ ଅଡସପୁର ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ବ୍ୟାପକ ମାତ୍ରାରରେ କୋଭିଡ୍ ବ୍ୟାପୁଥିବା ବେଳେ ୩୫ ଜଣ ଚିହ୍ନଟ ହୋଇଛନ୍ତି । ଉକ୍ତ ଅଞ୍ଚଳରେ ଥିବା ଏକ କଲେଜରେ ଗତ ୪…
ଦଶମ ରେଜଲ୍ଟ ଦେଖିବା ଆଗକରୁ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ନାବାଳିକା, ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି
ବ୍ରହ୍ମପୁର, (ଭାସ୍କର ନ୍ୟୁଜ୍): ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ରାଣୀ ସାହିର କାଳିଆ ଜେନାଙ୍କ ନାବାଳିକା ଝିଅ କଳ୍ପନା ଜେନା ନିଜ ଶୋଇବା କୋଠରୀରେ କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ…