Browsing Category

ରାଜ୍ୟ

ଜନ୍ମବେଦୀରେ ନୀଳାଦ୍ରନାଥଙ୍କ ସରିଆସୁଛି ଲୀଳାଖେଳା, କାଲି ବାହୁଡ଼ିବେ ମହାବାହୁ : ଆଜି ସନ୍ଧ୍ୟା ଦର୍ଶନ, ଅପରାହ୍ଣ ୪ଟାରୁ ଦର୍ଶନ ବନ୍ଦ

ପୁରୀ, (ଭାସ୍କର ନ୍ୟୁଜ୍‌) : ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରିସରି ଆସୁଛି । ଆଉ ମାତ୍ର ଗୋଟିଏ ଦିନ ପରେ ବାହୁଡ଼ିବେ ମହାବାହୁ । ଏଥିପୂର୍ବରୁ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ…

ରାଷ୍ଟ୍ରପତି ନିର୍ବାଚନ: ଆଜି ଓଡିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ, ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆସନ୍ତା ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଉଭୟ ଏନ୍‌ଡିଏ ଓ ମିଳିତ ବିରୋଧୀ ମେଣ୍ଟର ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ…

ଆସୁଛି ଦୁଇଟି ଲଘୁଚାପ: ଆଜି-କାଲି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଏହାସହ ମୌସୁମୀ ଟ୍ରାପ୍‌ ଲାଇନ୍‌ ପ୍ରଭାବରେ ମଧ୍ୟ…

BSCL ଲଞ୍ଚ କଲା ନୂଆ ଯୋଜନା: ଅଙ୍ଗାରକାମ୍ଲ ଗ୍ୟାସ୍ ହ୍ରାସ କଲେ ମିଳିବ ଅର୍ଥରାଶି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜ୍ୟ ତଥା ଦେଶରେ ଅଙ୍ଗାରକାମ୍ଲ ଗ୍ୟାସର ମାତ୍ରା ବଢ଼ିବାରେ ଲାଗିଛି । ଏହି ଗ୍ୟାସ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସମଗ୍ର ବିଶ୍ୱ ଆଗରେ ଏକ ବିପଦ ଭାବେ ଉଭା ହୋଇଛି ।…

ଚାଲି ଚାଲି ଆସୁଛନ୍ତି ଛତିଶଗଡ଼ରୁ ପୁରୀ, କାରଣ ଜାଣିଲେ ଆପଣ ବି ଦେବେ ଧନ୍ୟବାଦ

ଛତିଶଗଡ଼ରୁ ପୁରୀ ଯାଏଁ ପାଦରେ ଚାଲି ଚାଲି ଯାଉଛନ୍ତି ଜଣେ ଯୁବକ । ଆପଣ ଭାବୁଥିବେ ଏହି ବ୍ୟକ୍ତିଙ୍କୁ କ’ଣ ଆବଶ୍ୟକତା ପଡ଼ିଲା ଯେ ସେପରି ନିଷ୍ପତ୍ତି ନେଇଛନ୍ତି । ପ୍ରକୃତରେ ସେ କାଳିଆକୁ ଦେଖା କରି ନିଜ ମନକଥା କହିବାକୁ…

ଦୈତାରୀଙ୍କୁ ନେଇ ଜଲିଉଡରେ ନୂଆ ଚର୍ଚ୍ଚା: ପାର୍ବତୀ ଗଣନାଟ୍ୟ ସହ କାହିଁକି ଚୁକ୍ତି ବାତିଲ କଲେ ଅଭିନେତା, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡାଙ୍କୁ ନେଇ ବହୁତ ଚର୍ଚ୍ଚା ହେବାରେ ଲାଗିଛି । ଦୈତାରୀ ୨୦୨୨-୨୩ ସିଜିନ୍ ପାଇଁ ପାର୍ବତ୍ୟ ଗଣନାଟ୍ୟ ସହ ଚୁକ୍ତି କରିଥିଲେ…

(Video) ଅଭାବନୀୟ; ଭଉଣୀର ପାଲିଙ୍କି ଉଠିବା ପୂର୍ବରୁ ଉଠିଲା ଭାଇର କୋକେଇ

ଚିତ୍କାର କରି କାନ୍ଦୁଛି ବାପା... ହୋଇଥାନ୍ତା ଭଉଣୀର ବାହାଘର କିନ୍ତୁ ଚାଲିଗଲା ଭାଇର ଜୀବନ । ଭାଇକୁ ରାତିରେ ଘରୁ ଡ଼ାକି ହତ୍ୟା କରିଛନ୍ତି । ଛଟପଟ ହୋଇ କାନ୍ଦୁଛି ବାପା... କାନ୍ଦିବେନି ବା କେମିତି, ନିଜ ପୁଅକୁ…

ରେଳ ଷ୍ଟେସନରୁ ହ୍ରାସ ପାଇବ ସମସ୍ତ ଅପରାଧିକ କାର୍ଯ୍ୟ: ଓଡ଼ିଶାର ୧୫ଟି ଷ୍ଟେସନରେ କାର୍ଯ୍ୟ କରିବ Video Surveillance

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୧୫ଟି ରେଳ ଷ୍ଟେସନରେ ଲାଗିବ ସିସିଟିଭି ସର୍ଭେଲାନ୍ସ । ପୂର୍ବତଟ ରେଳପଥ ଅଧିନରେ ଥିବା ଏହି ଷ୍ଟେସନଗୁଡ଼ିକରେ ସର୍ଭେଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଅନ୍ୟପକ୍ଷରେ ଦେଶର ମୋଟ…

ରାଗିଂ ବିରୋଧରେ ଅଣ୍ଟା ଭିଡିଲା ପ୍ରଶାସନ: ଏହି ଜିଲ୍ଲାରେ ଉପଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

ଗଜପତି: ରାଗିଂ ଯୋଗୁ ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ପରେ ସଜାଗ ହୋଇ ଉଠିଛି ପ୍ରଶାସନ । ବିଳମ୍ବରେ ହେଲେ ବି ପ୍ରଶାସନର ନିଦ ଭାଙ୍ଗିଛି । ରାଗିଂ ଯୋଗୁ ରୁଚିକାଙ୍କ ଜୀବନ ଯାଇଥିବା ବେଳେ ବର୍ତ୍ତମାନ…

ଭିଜିଲାନ୍ସ ଜାଲରେ ସୁପରଭାଇଜର: ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଟିମ୍

ପୁରୀ(ଓଡ଼ିଶା ଭାସ୍କର): ଦିନକୁ ଦିନ ଦୁର୍ନତିଖୋର ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଖଦି ଗ୍ରାମୋଦ୍ୟୋଗ…