Browsing Category
ରାଜ୍ୟ
ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ବିଶିଷ୍ଟ ଭାଷାବିତ୍ ଗିରିଜା ଶଙ୍କର ରାୟଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ
ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ବିଶିଷ୍ଟ ଭାଷାବିତ୍ ଗିରିଜାଶଙ୍କର ରାୟଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…
SRCଙ୍କ ପକ୍ଷରୁ ବଡ଼ ଜରୁରୀ ନିଷ୍ପତ୍ତି: ୬ ଜିଲ୍ଲା ପାଇଁ ୬ ଜଣ IAS ଅଧିକାରୀଙ୍କୁ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଦାନା’ର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଜାରି ରହିଛି । ପୂର୍ବରୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)…
ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନ ସହ ମିଶି କାମ କରିବାକୁ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଜିଲ୍ଲା ପ୍ରଶାସନ ସହ ମିଶି କାମ କରିବାକୁ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସମ୍ଭାବ୍ୟ ବାତ୍ୟା 'ଦାନା' କୁ ଦୃଷ୍ଟିରେ ରଖି…
(Breaking) ନଭେମ୍ବର ୧୫ରେ ରାଉରକେଲା ଆସିବେ ପ୍ରଧାନମନ୍ତ୍ରୀ, ବହୁ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ
ନୂଆଦିଲ୍ଲୀ: ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ ଓଡିଶା । ମୋଦିଙ୍କର ରାଉରକେଲା ଗସ୍ତର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଆସିବେ । ଜନଜାତି…
ବାତ୍ୟା ପାଇଁ ବାତିଲ ହେଲା ୧୭୮ଟି ଟ୍ରେନ୍; ଘୋଷଣା କଲା ରେଳ ବିଭାଗ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍ ବାତିଲ ଘୋଷଣା ହୋଇଛି । ବାତ୍ୟା 'ଦାନା' ପାଇଁ ୧୭୮ ଟି ଟ୍ରେନ୍ ବାତିଲ ନେଇ ଘୋଷଣା କଲା ରେଳ ବିଭାଗ । ଅକ୍ଟୋବର ୨୩, ୨୪ ଓ ୨୫ ତାରିଖ ମଧ୍ୟରେ ମୋଟ ୯୩…
ବାତ୍ୟା ପାଇଁ ସରିଲା ସଚିବସ୍ତରୀୟ ବୈଠକ : ଜାଣନ୍ତୁ କ’ଣ ନିଆଗଲା ନିଷ୍ପତ୍ତି ?
ଭୁବନେଶ୍ୱର : ଆଜି ସଚିବସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ…
ବାତ୍ୟା ପାଇଁ ୨୩ରୁ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ କଲେଜ ଓ ବିଶ୍ବବିଦ୍ୟାଳୟ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାତ୍ୟା ପାଇଁ ୨୩ରୁ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ କଲେଜ । କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରଖିବାକୁ ଏସ୍ଆର୍ସିଙ୍କ ନିର୍ଦ୍ଦେଶ । ୧୪ ଜିଲ୍ଲାରେ କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ…
ବାତ୍ୟା ପାଇଁ ଆକ୍ସନ ମୋଡ଼ରେ ସରକାର : ବାତିଲ କଲେ ସବୁ ଡାକ୍ତରଙ୍କ ଛୁଟି, ହସ୍ପିଟାଲରେ ରହିବ ୨୪ ଘଣ୍ଟିଆ ପାୱାର ବ୍ୟାକ୍ଅପ୍
ଭୁବନେଶ୍ଵର : ବାତ୍ୟା ପାଇଁ ଆକ୍ସନ ମୋଡ଼ରେ ରହିଛନ୍ତି ସରକାର । ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି ବାତିଲ କଲେ ସରକାର । ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ସୂଚନା…
ବରଗଡ଼ ଧନୁଯାତ୍ରାର କଂସ ଚରିତ୍ରରେ ଅଭିନୟ କରିଥିବା ହୃଷିକେଶ ଭୋଇ ଚାକିରିରୁ ସସପେଣ୍ଡ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରଗଡ଼ର ଧନୁଯାତ୍ରା ଏକ ବିଶ୍ୱପ୍ରସିଦ୍ଧି ଯାତ୍ରା ଭାବେ ସୁଖ୍ୟାତି ଲାଭ କରିଛି । ତେବେ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଜଣେ କଳାକାରଙ୍କୁ ନେଇ ଆସିଛି ଏକ ବଡ଼ ଖବର । କଂସ…
ଢେଙ୍କାନାଳ ଲକ୍ଷ୍ମୀ ପୂଜା: ବାତ୍ୟା ପାଇଁ କାଲି ସୁଦ୍ଧା ଖୋଲାହେବ ତୋରଣ, ଜିଲ୍ଲା ଛାଡ଼ିବେ ବାହାର ବ୍ୟବସାୟୀ
ଢେଙ୍କାନାଳ: (ଓଡ଼ିଶା ଭାସ୍କର) ସାରା ରାଜ୍ୟରେ ସବୁଠୁ ପ୍ରସିଦ୍ଧ ଢେଙ୍କାନାଳର ଲକ୍ଷ୍ମୀ ପୂଜା । ହେଲେ ପୂଜା ସରିବା ପୂର୍ବରୁ ତୋରଣ ଖୋଲିବାକୁ ନିର୍ଦ୍ଦେଶ । ଢେଙ୍କାନାଳ ଲକ୍ଷ୍ମୀ ପୂଜା ପାଇଁ ବାତ୍ୟା ଗାଇଡ୍ ଲାଇନ୍ ।…