Browsing Category
ରାଜ୍ୟ
ଆଇପିଏସ୍ ପଣ୍ଡିତ ରାଜେଶଙ୍କ ନିଲମ୍ବନ ଅବଧି ପୁଣି ବୃଦ୍ଧି: ଗୃହ ମନ୍ତ୍ରଣାଳୟ ନେଲା ନିଷ୍ପତ୍ତି
ଭୁବନେଶ୍ୱର : ଓଡ଼ିଶାର ବିବାଦୀୟ ଆଇପିଏସ୍ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ନିଲମ୍ବନ ଅବଧିକୁ ଗୃହ ମନ୍ତ୍ରଣାଳୟ ଆଉ ଏକ ମାସ ଅର୍ଥାତ୍ ୩୦ ଦିନ ପାଇଁ ବୃଦ୍ଧି କରିଛି। ଏହା ତାଙ୍କ ନିଲମ୍ବନର ଚତୁର୍ଥ ବୃଦ୍ଧି…
ଘରୋଇ ସ୍କୁଲଗୁଡ଼ିକୁ ତାଗିଦ୍ କଲେ ଗଣଶିକ୍ଷା ମନ୍ତ୍ରୀ, କହିଲେ- ଏମିତି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ତାଗିଦ୍ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଯେ, ତାଗିଦ୍ ସତ୍ତ୍ୱେ କିଛି ସ୍ଥାନରେ ଖୋଲା ରହୁଛି ସ୍କୁଲ । ଏ ନେଇ ଗଣଶିକ୍ଷା ବିଭାଗ ଅନୁଧ୍ୟାନ କରୁଛି…
ବ୍ରହ୍ମପୁରରେ ରହୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ନୋଟିସ, ଘରକୁ ଯାଇ ଭିସା ଯାଞ୍ଚ କଲା ପୋଲିସ
ଭୁବନେଶ୍ବର: ବ୍ରହ୍ମପୁରରେ ବି ଅଛନ୍ତି ପାକିସ୍ତାନୀ ମହିଳା । ତେବେ ସେଠାରେ ରହୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ନୋଟିସ କରାଯାଇଛି ।
ଟାଉନ ଥାନା ଅଞ୍ଚଳରେ ରହୁଥିବା ମହିଳାଙ୍କୁ ଦେଶ ଛାଡ଼ିବାକୁ ନୋଟିସ…
CM KISAN YOJANA: ଆସନ୍ତାକାଲି ଚାଷୀ ପାଇବେ ସିଏମ୍ କିଷାନ ଟଙ୍କା, ଅକ୍ଷୟ ତୃତୀୟାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟ ଚାଷୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି ଚାଷୀଙ୍କ ଖାତାକୁ ଯିବ ସିଏମ୍ କିଷାନ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତ୍ୟେକ ଚାଷୀ…
ଭୁବନେଶ୍ୱରରେ ବଡ଼ ହତ୍ୟା, ପ୍ରେମ ପାଇଁ ୨୨ ବର୍ଷୀୟ ଯୁବକଙ୍କୁ ମାରିଦେଲେ!
ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ବରମୁଣ୍ଡା ଦଳିତ ସାହିରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ବୟସ ୨୨ ବର୍ଷ । ତାଙ୍କର ହତ୍ୟା ହୋଇଛି ବୋଲି ପରିବାର ଲୋକେ…
ଭିତରକନିକା ମେ ୧ ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ, ଜାଣନ୍ତୁ କେବେ ଖୋଲିବ
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ସହକାରୀ ମୁଖ୍ୟ ବନ ସଂରକ୍ଷକ (ଏସିଏଫ) ମନସ ଦାସ କହିଛନ୍ତି…
୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା: ଆଜି ପାଇଁ ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ଅସହ୍ୟ ଖରାରେ ଛଟପଟ ହେଉଥିବା ରାଜ୍ୟବାସୀଙ୍କୁ କାଳବୈଶାଖୀ ପ୍ରଭାବରେ ଆଶ୍ବସ୍ତି ମିଳିଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୫ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇ ତାତି କମିଛି । ସେହିପରି…
ରାଜ୍ୟ କ୍ରାଇମବ୍ରାଞ୍ଚ ଭିନ୍ନଭିନ୍ନ ମାମଲାରେ ସମ୍ପୃକ୍ତ ୬ ଅଭିଯୁକ୍ତ ଗିରଫ: DGP
ଭୁବନେଶ୍ୱର,୨୮ା୪: ସୋମବାର ରାଜ୍ୟ କ୍ରାଇମବ୍ରାଞ୍ଚ ଭିନ୍ନ ଭିନ୍ନ ୬ଟି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁରୀର ନିଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ପ୍ରସ୍ତୁତ…
BREAKING: ପିପିଲି ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ, ଡ୍ରାଇଭର ଆହତ
ପିପିଲି: ଆୟୁଷ୍ମାନ କାର୍ଡ ବଣ୍ଟନ ପାଇଁ ଯାଇଥିବା ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ। ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡ଼ିକୁ ଭଙ୍ଗାରୁଜା।
ବିଧାୟକ ଗାଡ଼ିରୁ ଓହ୍ଲାଇ ଯାଇଥିଲା ବେଳେ ଡ୍ରାଇଭରକୁ ମାଡ଼। ପିପିଲି…
BREAKING: ଘର ବାହାରେ ଖେଳୁଥିବା ବେଳେ ବ୍ରଜଘାତରେ ଚାଲିଗଲା ନାବାଳକଙ୍କର ଜୀବନ
ରାଜନଗର: ବ୍ରଜଘାତରେ ଚାଲିଗଲା ନାବାଳକଙ୍କର ଜୀବନ। ଘର ବାହାରେ ଖେଳୁଥିବା ବେଳେ ଘଟିଥିଲା ଅଘଟଣ।
କେନ୍ଦ୍ରାପଡ଼ା ରାଜନଗର ଶିକାରୀ ପାହି ଗାଁରେ ଘଟିଥିଲା ଏହି ଅଘଟଣ। ୧୩ ବର୍ଷର ନାବାଳକ ଘର ବାହାରେ ଖେଳୁଥିବା ସମୟରେ…