Browsing Category

ରାଜ୍ୟ

ପ୍ରେମିକାକୁ ଧୋକା ଦେବା ସହ ବିବାହ ପାଇଁ ମନା କଲା ପ୍ରେମିକ, ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଭିଡିଓ କରିଦେଲା ଭାଇରାଲ୍….

ଟିଟିଲାଗଡ଼, (ଭାସ୍କର ନ୍ୟୁଜ୍‌): ପ୍ରଥମେ ପ୍ରେମ । ପ୍ରେମ ପରେ ସମ୍ପର୍କକୁ ନିବିଡ଼ କରିବା ନେଇ ଉଭୟଙ୍କ ମଧ୍ୟରେ ସ୍ଥାପନ ହେଲା ଶାରୀରିକ ସମ୍ପର୍କ । ଅତି ନିବିଡ଼ ସମ୍ପର୍କକୁ ନେଇ ଅନେକ ସମୟରେ ଅନ୍ତରଙ୍ଗ ମୁହୂର୍ତ୍ତର…

ହର ଘର ଦସ୍ତକ କାର୍ଯ୍ୟକ୍ରମ ମନ୍ଥର, ଓଡିଶାର ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାଁନ୍ତି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): କୋଭିଡ୍‌ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟରେ ଆରମ୍ଭ ହୋଇଛି ହର ଘର ଦସ୍ତକ କାର୍ଯ୍ୟକ୍ରମ । ଏଥିରେ କିଏ ପ୍ରଥମ ଡୋଜ ନେଇଛି, କିଏ ଦ୍ୱିତୀୟ ଡୋଜ ନେଇଛି, କିଏ ପ୍ରିକସନ ଡୋଜ…

ବିଶ୍ୱ ଯୋଗ ଦିବସ, ଓଡ଼ିଶା ୩ଟି ସ୍ଥାନରେ ଉପସ୍ଥିତ ରହିବେ ତିନି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦି ଅମୃତ ମହୋତ୍ସବ ସ୍ୱର୍ଣ୍ଣିମ ଦିବସ ଅବସରରେ ପାଳନ ହେବାକୁ ଯାଉଛି ବିଶ୍ୱ ଯୋଗ ଦିବସ । ଆନ୍ତର୍ଜାତିକ ଯୋଗ ଦିବସରେ ଭାରତୀୟ ଜନତା ପାର୍ଟି…

ଅଣସର ପିଣ୍ଡିରେ ଚାଲିଛି ଶ୍ରୀବିଗ୍ରହଙ୍କ ଗୁପ୍ତ ଉପଚାର, ମହାପ୍ରଭଙ୍କ ଓଷ ଲାଗି କରାଇଲେ ଦଇତାପତି ସେବ, ୩ ଦିନ ଧରି ଚାଲିବ

ପୁରୀ, (ଭାସ୍କର ନ୍ୟୁଜ୍‌) : ସ୍ନାନପୂର୍ଣ୍ଣିମାରେ ୧୦୮ ସୁବାସିତ ଗରା ଜଳରେ ସ୍ନାନ ପରେ ଅଣସର ଘରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ଅଛନ୍ତି । ତାଙ୍କ ଜ୍ୱର ଉପଶମ ପାଇଁ ଦଇତା ସେବକଙ୍କ ଦ୍ୱାରା ଗୁପ୍ତ ସେବା ଚାଲୁ ରହିଛି ।…

ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଆଇଏଏସ୍‌ ଅଧିକାରୀ ସଞ୍ଜୟ କୁମାର ସିଂ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ବରିଷ୍ଠ ଆଇଏଏସ୍‌ ଅଧିକାରୀ ସଞ୍ଜୟ କୁମାର ସିଂ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣୀ…

ଆସନ୍ତା ୫ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା,୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶେଷରେ ସାରା ଓଡ଼ିଶାକୁ ଛୁଇଁଛି ।  ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ ପ୍ରଭାବରେ ବିଭିନ୍ନ…

ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ: ଅନୁଭବଙ୍କ ନାଁରେ ଦାଏର କଲେ ଅଦାଲତ ଅବମାନନା ମାମଲା

ଅନୁଭବ-ବର୍ଷା ପାରିବାରିକ ବିବାଦ ଏବେ କୋର୍ଟରେ ବିଚାରଧୀନ ରହିଛି । ଏହାରି ମଧ୍ୟରେ ଅନୁଭବଙ୍କ ବିରୋଧରେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ଅନୁଭବଙ୍କ ନାଁରେ ଅଦାଲତା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପିକଅପ୍ ଧକ୍କାରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ପ୍ରାଣ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ପ୍ରାଣ । ବଲାଙ୍ଗିର ଟିଟିଲାଗଡ ରାଜରାସ୍ତା ବହଲି ଛକ ଠାରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୂଯାୟୀ, ବଲାଙ୍ଗିର ପଟୁ ଦ୍ରୁତ ଗତିରେ ଯାଉଥିବା…

ମୋବାଇଲ ଚୋରି କରିଥିବା ଅଭିଯୋଗରେ ଯୁବକଙ୍କୁ ମାରିଲେ ମାଡ଼, ହାତଗୋଡ଼ ବାନ୍ଧି ଟ୍ରକରେ କରୁଥିଲେ ଅପହରଣ

ମୋବାଇଲ ଚୋର ସନ୍ଦେହରେ ଯୁବକକୁ ମାଡ ମାରିଲେ । ଖାଲି ମାଡ଼ ମାରିଲେନି ତ’ ହାତଗୋଡ଼ ବାନ୍ଧି ଟ୍ରକ୍ ଡାଲାରେ ପକାଇ ନେଇ ପଳାଇଯାଉଥିଲେ । ହେଲେ ଘଟଣା ବିଷୟରେ ଖବର ପାଇଁ ଉଦ୍ଧାର କରିଛି ପୋଲିସ୍ । ଏହି ଘଟଣା ଘଟିଛି ପାରଦୀପ…

RTI ପରିସରକୁ ଆସିବ ଭିଜିଲାନ୍ସ, ୨୮ ଦିନ ମଧ୍ୟରେ ପ୍ରକାଶ ପାଇବ ସଂଶୋଧିତ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୂଚନା ଅଧିକାର ଆଇନ (ଆରଟିଆଇ)କୁ ନେଇ ଏକ ବଡ଼ ଖବର ଆସିଛି । ଏଣିକି ଆରଟିଆଇ ପରିସରକୁ ଭିଜିଲାନ୍ସ ବିଭାଗ ଆସିବ । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା…