Browsing Category
ରାଜ୍ୟ
ଅଭାବନୀୟ ଘଟଣା, ପ୍ରଥମେ ଦୁଇ ଭାଇଙ୍କୁ ମାରିଦେଲେ ପରେ ଜଙ୍ଗଲରେ ପାଳ ପକାଇ ପୋଡିଦେଲେ
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ଅଭାବନୀୟ ଘଟଣା । ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରେ ରବିବାର ଦୁଇ ଭାଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।…
Breaking: ପୋଖରୀରେ ବୁଡ଼ି ୩ ନାବାଳକ ମୃତ, ଗାଁରେ ଶୋକାକୂଳ ପରିବେଶ
ଭୁବନେଶ୍ବର: ନୟାଗଡ଼ ଦଶପଲ୍ଲା ଗୋଡ଼ିବାଡ଼ି ଗାଁରେ ଅଘଟଣ । ପୋଖରୀରେ ବୁଡ଼ି ଚାଲିଗଲା ତିନି ଜଣ ଶିଶୁଙ୍କର ଜୀବନ । ଏହି ଘଟଣା ପରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି…
ପାଟପୁର ଦୁଷ୍କର୍ମ ଓ ହତ୍ୟା ମାମଲା, ଅଶ୍ଳୀଳ ଭିଡିଓ ଦେଖିବା ପରେ କାଣ୍ଡ ଭିଆଇଥିଲା ଦୁର୍ବୁତ୍ତ
ଭୁବନେଶ୍ବର: ଦିଗପହଣ୍ଡିରୁ ସାମ୍ନାକୁ ଆସିଥିବା ଲଜ୍ଜା ଜନକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଅଜା ଘରକୁ ବୁଲି ଆସିଥିବା ଏକ ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।
ଏହି ଘଟଣା ଉପରୁ…
ପୁଅ ମୁଣ୍ଡରେ ଚଢ଼ିଗଲା ଟ୍ରକ୍; ମାଆବାପା, ଭିଣୋଇ ଗୁରୁତର
ଭୁବନେଶ୍ବର: ପାଟଣାଗଡ଼ରୁ ଏକ ଅଭାନୀୟ ଘଟଣା ସାମ୍ନାକୁ ଆସିଛି । ପୁଅ ମୁଣ୍ଡରେ ଚଢ଼ିଗଲା ଟ୍ରକ୍ । ମାଆବାପା, ଭିଣୋଇ ଗୁରୁତର ହୋଇଛନ୍ତି ।
ପାଟଣାଗଡ଼ ଘସିଆନ-ଲରମ୍ଭା ରାସ୍ତାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।…
Big Breaking: ରାଜଧାନୀରେ ଦମ୍ପତିଙ୍କୁ ଛୁରାମାଡ଼, ଘଟଣାସ୍ଥଳରେ ପୋଲିସର ଛାନଭିନ୍
ଭୁବନେଶ୍ୱର: ରାଜଧାନୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସାଇନ୍ସପାର୍କ ବସ୍ତିରେ ଦମ୍ପତିଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ନିଶା ଖାଇ ଦୁର୍ବୃତ୍ତ ଜଣକ ଦମ୍ପତିଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।…
ସାରଦା ବାଇଙ୍କ ଘରେ ଟାଉନ୍ ଥାନା ପୋଲିସ, ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ପରେ ପହଞ୍ଚିଲା Police
ବଲାଙ୍ଗିର: ସାରଦା ବାଇଙ୍କ ଘରେ ବର୍ତ୍ତମାନ ଟାଉନ ଥାନା ପୋଲିସ ପହଞ୍ଚିଛି। ଭାରତ ଛାଡ଼ିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ ପୋଲିସ ତାଙ୍କ ଘରେ ପହଞ୍ଚିଛି। ଠିକାଦାରପଡ଼ା ସ୍ଥିତ ଘରେ ପୋଲିସ…
ପୁଷ୍ପାଳକ ସେବକଙ୍କୁ ବାସନ୍ଦ ପାଇଁ ଚେତାବନୀ; ଦୀଘା ଜଗନ୍ନାଥ ମନ୍ଦିର ପୂଜାରେ ଯୋଗଦେବାକୁ ମନା
ପୁରୀ: ସୁଆର ମହାସୁଆର ପରେ ପୁଷ୍ପାଳକ ସେବକଙ୍କୁ ମିଳିଛି ବାସନ୍ଦ ଚେତାବନୀ। ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ସେମାନଙ୍କୁ ନିଯୋଗ ବିରୋଧୀ କାର୍ଯ୍ୟ ଅଭିହିତ କରାଯାଇ ବାସନ୍ଦ କରାଯିବ। ପୁଷ୍ପାଳକ ନିଯୋଗ…
ଘୋଷଣା ହେଲା ସମୟ, ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ!
ଭୁବନେଶ୍ୱର: ସରିଛି +୨ ପରୀକ୍ଷା। ଚାଲିଛି ଖାତାଦେଖା। ଖାଲି ଫଳାଫଳକୁ ଅପେକ୍ଷା। ହେଲେ ଖାତା ଦେଖାରେ ବାଧକ ସାଜିଛି ପ୍ରଚଣ୍ଡ ଖରା ତାତି। ଖାତା ଦେଖିବାକୁ ଆସିପାରୁନାହାନ୍ତି ଶିକ୍ଷକ।
ତେଣୁ ପରୀକ୍ଷା ଫଳାଫଳ…
ପହଲଗାମ୍ ହମଲା, ସରଗରମ ରାଜ୍ୟ ରାଜନୀତି, ଶାଳୀନତା ଭୁଲିଗଲେ ସୁଲତା”
ଭୁବନେଶ୍ୱର: ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ରାଜ୍ୟ ରାଜନୀତି ସରଗରମ। ବିଜେଡି ରାଜ୍ୟସଭା ସାଂସଦ ଏହି ଆତଙ୍କୀ ଆକ୍ରମଣକୁ ନେଇ ଉପହାସ କରିଛନ୍ତି। ଯେତେବେଳେ କି ଏହି ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ପାଲଟିଯାଇଛି।…
Breaking: ନୂଆ ଭାରତ କାହାରିକୁ ଛାଡ଼ିବନି, ସଭ୍ୟ ସମାଜରେ ଆତଙ୍କବାଦର ସ୍ଥାନ ନାହିଁ: ଯୋଗୀ
ପ୍ରୟାଗରାଜ: ଜମ୍ମ-କଶ୍ମୀର ପହଲଗାମ ହମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଆମକୁ ହଇରାଣ କଲେ ଛଡ଼ାଯିବନି ବୋଲି କହିଲେ ଯୋଗୀ । ଏହା ନୂଆ ଭାରତ; କାହାରିକୁ ଛାଡ଼ିବନି…