Browsing Category

ରାଜ୍ୟ

Breaking: ପାକିସ୍ତାନୀଙ୍କୁ ତଡ଼ିବା ପ୍ରକ୍ରିୟା ଆରମ୍ଭ, ସୁରୁଖୁରୁରେ ଚାଲିଛି କାମ

ଭୁବନେଶ୍ୱର: ଓଡ଼ିଶାରେ ଥିବା ପାକିସ୍ତାନୀଙ୍କୁ ତାଙ୍କ ଦେଶକୁ ତଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟରେ ଥିବା ସମସ୍ତ ପକିସ୍ତାନୀ…

BREAKING: ରତ୍ନ ଭଣ୍ଡାର ମରାମତି ନେଇ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି ନେଇ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜାରି ରହିଛି ବୈଠକ। ଏଏସ୍‌ଆଇ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ ବୈଠକ ବସିଛି । ଶେଷ ପର୍ଯ୍ୟାୟରେ…

BREAKING: ନବଦାସ ହତ୍ୟା ମାମଲା, ଗୋପାଳଙ୍କ ପତ୍ନୀଙ୍କୁ ଘଣ୍ଟାଏ ଜେରା

ବ୍ରହ୍ମପୁର: ନବଦାସ ହତ୍ୟାକାଣ୍ଡ ମାମଲାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଗୋପାଳ ଦାସଙ୍କ ଘରେ ପହଞ୍ଚିଛି କ୍ରାଇବ୍ରାଞ୍ଚ ଟିମ୍‌। ଗୋପାଳଙ୍କ ପତ୍ନୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା କରାଯାଉଛି।…

ଶୀଘ୍ର ଭୁବନେଶ୍ୱର ଛାଡ଼! ବିନା ଭିସାରେ ରାଜଧାନୀରେ ରହୁଛନ୍ତି ପାକିସ୍ତାନୀ ମହିଳା, ନୋଟିସ ଜାରି କଲେ ସରକାର

ଭୁବନେଶ୍ୱର: ଭୁବନେଶ୍ୱର ଅଛନ୍ତି ଜଣେ ପାକିସ୍ତାନୀ ମହିଳା । ଦୀର୍ଘମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ୱରରେ ରହୁଛନ୍ତି । ଓଡ଼ିଆ ଯୁବକଙ୍କୁ ବିବାହ କରି ରାଜଧାନୀରେ ରହୁଥିବା ସୂଚନା । ତୁରନ୍ତ ପାକିସ୍ତାନ ଫେରିଯିବାକୁ…

ପହଲଗାମ ଆକ୍ରମଣ ପ୍ରଭାବ: ଶ୍ରୀମନ୍ଦିରକୁ ଚାରିଆଡୁ ଘେରିଛି ପୋଲିସ, କଡ଼ା-କଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ପୁରୀ: ପହଲଗାମ୍‌ରେ ପର୍ଯ୍ୟଟକଙ୍କୁ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପୁରୀରେ ସୁରକ୍ଷାକୁ ନେଇ ସତର୍କତା ଆପଣାଇଛି ପୁଲିସ । ପୁରୀର ୪ଟି ମେରାଇନ୍ ଥାନାକୁ ଆଲର୍ଟ କରାଯାଇଛି । ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖିବାକୁ…

Breaking; ୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ଜିଲ୍ଲା: ଜାଣନ୍ତୁ କାହିଁକି…

ଭୁବନେଶ୍ୱର: ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଅଞ୍ଚଳରେ ଥିବା କୁଆଁରମୁଣ୍ଡାରେ ଶନିବାର (୨୬ ଏପ୍ରିଲ ୨୦୨୫) ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା…

ଅଜା ଘରକୁ ବୁଲି ଯାଇଥିଲା ଶିଶୁ କନ୍ୟା, ଦୁଷ୍କର୍ମ ପରେ ମାରିଦେଲେ ଦୁର୍ବୃତ୍ତ

ଭୁବନେଶ୍ବର: ଗଞ୍ଜାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦୁଷ୍କର୍ମ ପରେ ଜଣ ଶିଶୁ କନ୍ୟାଙ୍କୁ ହତ୍ୟା କରାଯାଇଛି । ଏକ ନିର୍ମାଣାଧୀନ ଘରୁ 4 ବର୍ଷର ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ପାଟପୁର ଥାନା…

ବଦଳିବ ପାଗର ମିଜାଜ…ତାତିରୁ ମିଳିବ ତ୍ରାହି, 30 ଯାଏଁ କାଳବୈଶାଖୀ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ । ତେବେ ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଆଶ୍ବସ୍ତି ଆଣିଛି । ଆଜି କିଛି ସ୍ଥାନରେ…

ସମୁଦ୍ରକୁ ଫେରୁଛନ୍ତି କୁନିକୁନି କଇଁଛ ଶାବକ, ମନ ମୋହୁଛି ଅପୂର୍ବ ଦୃଶ୍ୟ

କେନ୍ଦ୍ରାପଡ଼ା,୨୫ା୪: ଚଳିତବର୍ଷ ୫ ତାରିଖରୁ ଆରମ୍ଭ ହୋଇଥିବା ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ୫ ଲକ୍ଷ ୩ ହଜାର ୭୧୯  କଇଁଛ ଅଣ୍ଡା ଦେଇଥିଲେ। ଗହୀରମଥାର ପେଣ୍ଠ ବେଳାଭୂମି, ଅଗରନାସୀ-୨,ସାତଭାୟାରେ ସମୂହ ଅଣ୍ଡାଦାନ…

ମେ’ ମାସ ପହିଲାରୁ ରାଜ୍ୟର ୨୦ଟି ଜିଲ୍ଲାରେ ଆରମ୍ଭ ହେବ ଧାନକିଣା

ଚଳିତ ରବି ଋତୁରେ ଆସନ୍ତା ମେ’ ମାସ ପହିଲାରୁ ରାଜ୍ୟର ୨୦ଟି ଜିଲ୍ଲାରେ ଚାଷୀମାନଙ୍କଠାରୁ ଧାନ କିଣିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା…