Browsing Category
ରାଜ୍ୟ
ମୃତ୍ୟୁ ଉପରେ ଲାଗି ପାରୁନି ରୋକ୍: ଆଜି ୧୯ ଜଣ କରୋନାରେ ଟଳିଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ଗତ କିଛି ଦିନ ଧରି…
(Video) ଏସିଏଫ୍ ସୌମ୍ୟ, ସୁଶାନ୍ତଙ୍କୁ ନ୍ୟାୟ ମିଳିଲାନି, ସୌମ୍ୟଙ୍କୁ ମିଳିବ ତ? ସୁଇସାଇଡ୍ ନୋଟ୍ କହୁଛି ପ୍ରେମିକା ଦାୟୀ, ଜେରା କେବେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣକୁ ହତ୍ୟା କରିବା ଆଉ ହତ୍ୟା କରିବାକୁ ଉସୁକାଇବା ଉଭୟ ଅପରାଧ । ତେବେ ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲାରେ ଏହା ଦେଖିବାକୁ ମିଳିଛି ।…
ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍
ନୂଆପଡ଼ା(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ACSO । ନୂଆପଡ଼ା ଅତିରିକ୍ତ ସହକାରୀ ଯୋଗାଣ ଅଧିକାରୀଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ । ଅତିରିକ୍ତ ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ରେଡ୍ ହୋଇଥିବା…
ଭୁବନେଶ୍ୱରରୁ ମାସକରେ କୋଟିଏ ଚଳୁ: ଏହି ବଡ଼ଧରଣର ଠକେଇ ପାଇଁ ଦାୟୀ କିଏ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବଢ଼ିବାରେ ଲାଗିଛି ସାଇବର ଫ୍ରଡ୍ । ତେବେ ଗୋଟିଏ ମାସରେ କୋଟିଏ ଟଙ୍କାରୁ ଅଧିକ ଚଳୁ କରିନେଇଛନ୍ତି ସାଇବର ଠକ । କମିଶନରେଟ୍ ପୋଲିସର ସୂଚନା ମୁତାବକ, ଗତ ମାସରେ କେବଳ…
ଆଜି ରାଜ୍ୟରେ ବଢ଼ିଲା କରୋନା: ପଜିଟିଭ୍ ସଂଖ୍ୟା ୩ ହଜାର ଉପରେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…
ବ୍ୟାଙ୍କରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
ଉଲୁଣ୍ଡା(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁର ଉଲୁଣ୍ଡା ଷ୍ଟେଟ୍ ଅଫ୍ ଇଣ୍ଡିଆ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଯାଇଛି । ବିଳମ୍ବିତ ରାତିରେ ବ୍ୟାଙ୍କ୍ ର ରେକର୍ଡ ରୁମ୍ ରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ତେବେ ସଟ୍…
ରାଜଧାନୀରେ ଫିଲ୍ମ ଷ୍ଟାଇଲ୍ କ୍ରାଇମ୍: ବିବିଏ ଛାତ୍ରଙ୍କୁ ଅପହରଣ ପରେ ୩୦ ଲକ୍ଷ ଦାବି କଲେ ଦୁର୍ବୃତ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ରାଜଧାନୀରେ ଜଣେ ବିବିଏ ଛାତ୍ରଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଛି । ଅପହରଣକାରୀମାନେ ୩୦ ଲକ୍ଷ ଟଙ୍କା ଦାବି କରିଥିବା…
ସୌମ୍ୟ-ସୋନାଲିଙ୍କ କଲ୍ ଡିଟେଲ୍ସ, ହ୍ୱାଟସଆପ୍ ଚାଟ୍ ସଂଗ୍ରହ କଲା ପୋଲିସ: ଖୁବଶୀଘ୍ର ପ୍ରେମିକାଙ୍କୁ କରାଯିବ ଜେରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲ ତଥା ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ଜାରି ରହିଛି । ଇତିମଧ୍ୟରେ ସୌମ୍ୟଙ୍କ ପରିବାର ବର୍ଗଙ୍କ ବୟାନ ଏହି କାହାଣୀର ଅନ୍ୟ ଏକ…
ଆଇପିଏଲ୍ ଖେଳାଳି ନିଲାମରେ ୫୯୦ କ୍ରିକେଟର୍ ପଞ୍ଜିକୃତ, ଓଡିଶାର ଅଭିଶେକ ଓ ଶୁଭ୍ରାଂଶୁ ସାମିଲ
କଟକ (ଭାସ୍କର ନ୍ୟୁଜ): ଆସନ୍ତା ୧୨ ଓ ୧୩ ତାରିଖ ଦିନ ବେଙ୍ଗାଲୁରରେ ଅନୁଷ୍ଠିତ ହେବ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଖେଳାଳି ନିଲାମ ପ୍ରକ୍ରିୟା । ଏଥିପାଇଁ ଦେଶ ବିଦେଶର ୫୯୦ ଖେଳାଳିଙ୍କ ନାମ ପଞ୍ଜିକୃତ ହୋଇ…
ବିଶ୍ୱ ଦେଖିବ ଓଡ଼ିଆ ଝିଅର ଜଲ୍ୱା, ଭାରତର ପ୍ରଥମ କେ-ପପ୍ ଷ୍ଟାର୍ ହେବାକୁ ଯାଉଛନ୍ତି ଶ୍ରେୟା ଲେଙ୍କା
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଗାର୍ଲ ଗ୍ରୁପ୍ ବ୍ଲାକସ୍ୱାନରେ ସାମିଲ୍ ହେବା ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶା ଝିଅ ଶ୍ରେୟା ଲେଙ୍କା । ରାଉରକେଲାର ୧୮ବର୍ଷୀୟ ଶ୍ରେୟା ବିଶ୍ୱସ୍ତରୀୟ ଅଡିସନରୁ ମନୋନୀତ ହେବାପରେ ଭାରତର…