Browsing Category

ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା: ବୟସ୍କ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ ଉପରେ ଦେଲେ ଗୁରୁତ୍ୱ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା…

ସକ୍ରିୟ ସଂକ୍ରମଣରେ ପ୍ରଥମ ସ୍ଥାନରେ ରହିଛି କର୍ଣ୍ଣାଟକ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କରୋନାର ତୃତୀୟ ଲହର । ଅବଶ୍ୟ ଏହି ଲହରରେ ରୋଗୀ ଗୁରୁତର ହେଉନଥିଲେ ବି ବଢ଼ିଛି ସଂକ୍ରମଣ । ଏହାରି ମଧ୍ୟରେ ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଦେଶରେ ବର୍ତ୍ତମାନ ରହିଥିବା ଆକ୍ଟିଭ…

ଭୁବନେଶ୍ୱରରେ ଅଭିନବ ଉପାୟରେ ଲୁଟ୍ ର ପର୍ଦ୍ଦାଫାସ: ଲୁଟ୍ ପୂର୍ବରୁ ଲାଗିକରୁଥିଲେ ରସଗୋଲା ଭୋଗ

ଭୁବନେଶ୍ୱରରେ ଗତ ୨୦ ତାରିଖରୁ ଔଷଧ ଦୋକାନ ମାନଙ୍କରେ ହେଉଥିବା ଲୁଟ୍ ଘଟଣାର ଆଜି ପର୍ଦ୍ଦାଫାସ୍ ହୋଇଛି। ପ୍ରେସମିଟରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି । ୪ ଅନ୍ତଃରାଜ୍ୟ ଅପରାଧୀଙ୍କୁ…

ହଟିବ ୱିକେଣ୍ଡ କର୍ଫ୍ୟୁ; ରାଜଧାନୀବାସୀଙ୍କ କ’ଣ ରହିବ ନୂଆ କରୋନା ଗାଇଡଲାଇନ୍, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀବାସୀଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତିକର ଖବର । ହ୍ରାସ ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଲୋକଙ୍କ ପାଇଁ ନିଆଯାଇଛି ବଡ଼ ନିଷ୍ପତ୍ତି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା…

ବଜାରରେ ଉପଲବ୍ଧ ହେବ କରୋନା ଟିକା: ବିକ୍ରି ପାଇଁ DCGIର ଅନୁମତି

ନୂଆଦିଲ୍ଲୀ: ଏଣିକି ବଜାରରେ ମିଳିବ କରୋନା ଟିକା । ଖୋଲା ବଜାରରେ ଉପଲବ୍ଧ ହେବ କୋଭିସିଲ୍ଡ ଓ କୋଭାକ୍ସିନ ଟିକା । ବଜାରରେ ବିକ୍ରି ପାଇଁ ଡିସିଜିଆଇ ପକ୍ଷରୁ ମିଳିଲା ଅନୁମତି । ଖୋଲା ବଜାରରେ ବିକ୍ରି ନେଇ ସର୍ତ୍ତମୂଳକ…

ମହିଳାଙ୍କ ଅନ୍ତରଙ୍ଗ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ; ଯୁବକ ଗିରଫ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରାଲ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ସୋସିଆଲ ମିଡିଆରେ ମହିଳାଙ୍କ ଫଟୋ ଓ ଭିଡ଼ିଓ ଛାଡ଼ିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଯୁବକ ।…

ପଞ୍ଚାୟତ ନିର୍ବାଚନ: ବିଜେପି ଜାରି କଲା ଇସ୍ତାହାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନକୁ ନେଇ ଘନେଇଛି ରାଜନୀତି । ଏହାରି ମଧ୍ୟରେ ଇସ୍ତାହାର ଜାରି କରିଛି ବିଜେପି । ବିଜେପି ଇସ୍ତାହାରେ କହିଛି ଯେ, ପଞ୍ଚାୟତରେ ଗ୍ରାମସଭା, ପଲ୍ଲୀସଭା ଅନୁଷ୍ଠିତ ହେବ ।…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ୍: ପୂର୍ବତନ PCC ସଭାପତିଙ୍କୁ ନେଇ କଂଗ୍ରେସ ଶିବିରରେ ତେଜିଲା ନିଆଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ବର୍ତ୍ତମାନ ରାଜ୍ୟର ସମସ୍ତ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ…

ପୁରୀ ସଦର ଅଞ୍ଚଳରେ ବୋମାମାଡ଼

ପୁରୀ(ଓଡ଼ିଶା ଭାସ୍କର): ପୁରୀ ସଦର ନିର୍ବାଚନୀ ମଣ୍ଡଳୀରେ ଫୁଟିଲା ବୋମା । କାଶୀହରିପୁର ପଞ୍ଚାୟତରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ୩ଟି ବୋମାରୁ ଗୋଟିଏ ଫୁଟିଛି ଓ ଅନ୍ୟ ଦୁଇଟି ଅଫୁଟା ରହିଛି । ଘଟଣା ସ୍ଥଳରେ ସଦର…

ରାଜ୍ୟରେ ଧୀରେଧୀରେ ଖସୁଛି ସଂକ୍ରମଣ, ଆଜି ୬ ହଜାର ତଳେ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…