Browsing Category

ରାଜ୍ୟ

ଆଜି ଜିଲ୍ଲା କୋର୍ଟରେ ତପସ୍ୱିନୀ-ସୁମିତଙ୍କ ଶୁଣାଣି, ନ୍ୟାୟ ପାଇବାକୁ ଉଭୟପକ୍ଷ ଆଶାବାଦୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତି ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ବିବାଦ ଆଜି ବି ଥମି ନାହିଁ । ଗୋଟିଏ ପଟେ ତପସ୍ୱିନୀ ଧାରଣା ଜାରି ରଖିଥିବା ବେଳେ ଅସୁସ୍ଥ ଥିବାରୁ ସୁମିତ…

ଭୁବନେଶ୍ୱର ଡିସିପି ଅଫିସ୍ ସିଲ୍ କଲା ବିଏମସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସ୍ ଆଜି ବନ୍ଦ କରିଛି ବିଏମସି । ଏକାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଡିସିପି ଅଫିସ୍ ସିଲ୍ କରିଛନ୍ତି ବିଏମସି ଅଧିକାରୀ । ବିଏମସି…

ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ ୫ଟାରେ କୋଭିଡ୍ ସ୍ଥିତି ସମୀକ୍ଷା କରିବେ । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ରାଜ୍ୟର…

ଧୀରେଧୀରେ କାୟା ମେଲାଉଛି କରୋନା: ରାଜ୍ୟରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୬ ଶହ ଟପିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ…

ପୂରୀରୁ ଚିହ୍ନଟ ହେଲେ ୩ ଓମିକ୍ରନ, ଫେରିଲା କଣ୍ଟେନମେଣ୍ଟ ଜୋନ୍

ପୂରୀ(ଓଡ଼ିଶା ଭାସ୍କର): ପୁରୀ ସହରକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ । ୧୧ ନମ୍ବର ୱାର୍ଡରେ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କର।।ଯାଇଛି । ଏହି ପରିପ୍ରେକ୍ଷୀରେ ଗୋଟିଏ ହୋଟେଲ ସଂଲଗ୍ନ ଅଞ୍ଚଳକୁ…

ଏମ୍‌କେସିଜି ଅଧୀକ୍ଷକ ପରେ ପତ୍ନୀ କରୋନା ପଜିଟିଭ ଚିହ୍ନଟ, ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା

ଗଞ୍ଜାମ (ଭାସ୍କର ନ୍ୟୁଜ୍): ଗଞ୍ଜାମ ଜିଲ୍ଳାରେ ବ୍ୟାପିଲା କରୋନା ସଂକ୍ରମଣ। ଗତକିଛି ଦିନ କୋଭିଡ଼ ଗ୍ରାଫ୍ ସ୍ଥିର ରହିବା ପରେ ପୁଣି ଉପମୁହାଁ ହୋଇଛି ସଂକ୍ରମଣ। ଗତ ଶୁକ୍ରବାର ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର…

ନକ୍ସଲ ନାମରେ ଚାନ୍ଦା ଆଦାୟ କରିବା ପଡ଼ିଲା ମହଙ୍ଗା, ମୋବାଇଲ ଟ୍ରକ୍ କରି ଯୁବକଙ୍କୁ ବାନ୍ଧିଲା ପୁଲିସ

କଲ୍ୟାଣସିଂହପୁର, (ଭାସ୍କର ନ୍ୟୁଜ୍‌): ନକ୍ସଲ ନାମରେ ଚାନ୍ଦା ଆଦାୟ କରି ଯୁବକକୁ କେସ୍‌ ନମ୍ବର ୧ ଦଫା ୩୮୬,୫୦୭,୩୪ଆଇପିସିରେ ମାମଲା ରୁଜୁ କରି ଗିରଫ କୋର୍ଟ ଚାଲାଣ କରିଛନ୍ତି । ପୁଲିସର ଅଧିକ ତଦନ୍ତ ଜାର କରିଛିନ୍ତି…

(VIDEO) ଚିଲିକା ପକ୍ଷୀ ଗଣନାରେ ବ୍ୟବହାର ହେବ ଜିପିଏସ୍ ଓ ବାଇନାକୁଲାର: DFO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଆଜି ଶୀତକାଳୀନ ପକ୍ଷୀଗଣନା କରାଯିବ । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିବ । ପକ୍ଷୀଗଣନା କାର୍ଯ୍ୟ ପାଇଁ ଗତକାଲି…

ଆଜିଠୁ ଚିଲିକାରେ ପକ୍ଷୀ ଗଣନା, ୫ଟି ଜୋନ୍‌ରେ ୨୧ଟି ଟିମ୍‌ ନିୟୋଜିତ ହେବେ

ଚିଲିକା, (ଭାସ୍କର ନ୍ୟୁଜ୍‌): ମଙ୍ଗଳବାରଠାରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା  । ସକାଳ ୬ଟାଠାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହି ପକ୍ଷୀଗଣନା କରାଯିବ । ଏଥିପାଇଁ ସେମାବାର ଦିନ ଗଣନାକାରୀ ଟିମ୍‌କୁ ତାଲିମ…