Browsing Category
ରାଜ୍ୟ
ଖାଲକୁ ଖସିଲା କାର୍, ବର୍ତ୍ତିଗଲେ ବିଜେପି ନେତ୍ରୀ ଓ ତାଙ୍କ ମା’
ଭବାନୀପାଟଣା, (ଭାସ୍କର ନ୍ୟୁଜ୍): ବିଜେପି ନେତ୍ରୀ ତଥା ଆଇନଜୀବୀ ବିନିତା ଦାଶଙ୍କ ସାମାନ୍ୟ ଭୁଲ୍ ଯୋଗୁଁ ତାଙ୍କ କାର ମା’ ମାଣିକେଶ୍ୱରୀଙ୍କ ମନ୍ଦିର ନିକଟରେ ଏକ ଦୋକାନ ଘର ନିର୍ମାଣ ପାଇଁ ଖୋଳାଯାଇଥିବା ଖାଲ ଭିତରକୁ…
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ: ମାସ ଶେଷ ପର୍ଯ୍ୟନ୍ତ ବଣଭୋଜି ମନା
ବାରଙ୍ଗ(ଭାସ୍କର ନ୍ୟୁଜ୍): ଆଜିଠୁ କୋଭିଡ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦଉଦ୍ୟାନ । ଏଠାରେ ପର୍ଯ୍ୟଟକ ଓ କର୍ମଚାରୀ ସମସ୍ତଙ୍କ ପାଇଁ ମାସ୍କ ସାମାଜିକ ଦୂରତା…
(Video) ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ନବଜାତକର ଗଳିତ ଶବ: ପୋଲିସ୍ ତଦନ୍ତ ଜାରି
ପୁଣି ଅଲୋଡା ହେଲା ନବଜାତକ ଶିଶୁପୁତ୍ର । ପରିତ୍ୟକ୍ତ କୁଆରୁ ମୃତ ଶିଶୁର ଶବ ଉଦ୍ଧାର କରାଯାଇଛି । ଏପରି ଦୁର୍ଭାଗ୍ୟ ଜନକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଜୟନ୍ତପୁର ଗ୍ରାମରେ ।…
ଆଇଏଏସ ସ୍ତରରେ ଅଦଳବଦଳ: ଦିବ୍ୟଜ୍ୟୋତି ପରିଡ଼ା ହେଲେ ସମ୍ବଲପୁର ଜିଲ୍ଲାପାଳ
ରାଜ୍ୟରେ ଆଇଏସଏସ ସ୍ତରରେ ଅଦଳବଦଳ । ବଦଳିଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା । ସମ୍ବଲପୁରୂ ନୂଆ ଜିଲ୍ଲାପାଳ ହେଲେ ଦିବ୍ୟଜ୍ୟୋତି ପରିଡ଼ା । ଶଭମ୍ ସକ୍ସେନା ହେଲେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ…
ହାଫ୍ ଜିନ୍ସ ପିନ୍ଧି କଏଦୀଙ୍କ ସାମ୍ନାରେ ଜେଲ ଭିତରେ ନାଚୁଛନ୍ତି ଯୁବତୀ: ଭାଇରାଲ ହେଉଛି ଭିଡିଓ…
ଜେଲ୍ ରେ ପାଳନ ହେଉଛି ନୂଆବର୍ଷ । ତାହ ପୁଣି ଏମିତି ସେମିତି ଉପାୟରେ ନୁହେଁ । ଆୟୋଜନ କରାଯାଇଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ନୂଆବର୍ଷରେ ଜେଲ ଭିତରେ ଚାଲିଛି ରଙ୍ଗିଲା ଡାନ୍ସ । ଖାଲି ସେତିକି ନୁହେଁ ହାଫ୍ ଜିନ୍ସରେ…
ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଓଡ଼ିଶା ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ସବୁ ମ୍ୟୁନିସିପାଲ…
ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି! ଚିକିତ୍ସା ପାଇଁ ଆସିଥିବା ବ୍ୟକ୍ତିଙ୍କୁ ମାଡ଼ ମାରି କଲେ ରକ୍ତାକ୍ତ, ଦେଖନ୍ତୁ ଭିଡ଼ିଓ
ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱରରେ ଦେଖିବାକୁ ମିଳିଛି ସିକ୍ୟୁରିଟି ଗାର୍ଡ଼ଙ୍କ ଦାଦାଗିରି । ଚିକିତ୍ସା କରିବାକୁ ଆସିଥିବା ଲୋକଙ୍କୁ ମାଡ଼ କରି ଲହୁଲୁହାଣ କରିଛନ୍ତି । ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ…
ନୂଆପଡ଼ା-ବରଗଡ଼ ରେଳ ଲାଇନକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆପଡ଼ା ରୋଡ-ବରଗଡ଼ ରୋଡ ରେଳ ଲାଇନକୁ ମିଳିଛି ମଞ୍ଜୁରୀ । ଏନେଇ ସାଂସଦ ସୁରେଶ ପୂଜାରୀଙ୍କୁ ଚିଠି ଲେଖିଛନ୍ତି ରେଳ ମନ୍ତ୍ରୀ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୧୪୨ କିମି ଦୀର୍ଘ ରେଳ ଲାଇନକୁ…
ପୁରୀରେ ଜଗନ୍ନାଥଙ୍କ ଦର୍ଶନ କଲେ ନୂଆ ଡିଜିପି: ପ୍ରତିକ୍ରିୟାରେ କହିଲେ ଏପରି, ଦେଖନ୍ତୁ Video
ପୁରୀ(ଓଡ଼ିଶା ଭାସ୍କର): ପୁରୀରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ନୂଆ ଡିଜିପି ସୁନୀଲ ବଂଶଲ । ପତ୍ନୀଙ୍କ ସହିତ ଆସି ସେ ଠାକୁରଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି…
କନିଷ୍ଠ ଶିକ୍ଷକଙ୍କୁ ନବୀନଙ୍କ ନୂଆବର୍ଷ ଭେଟି: ବଢିଲା ୫୦ ପ୍ରତିଶତ ଦରମା, ଉପକୃତ ହେବେ ୩୩ ହଜାର ଶିକ୍ଷକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି…