Browsing Category

ରାଜ୍ୟ

ଆସନ୍ତାକାଲି କୋର୍ଟରେ ହେବ ସୁମିତ-ତପସ୍ୱିନୀଙ୍କ ଶୁଣାଣି: ପୁଣି ପରିସ୍ଥିତି ବିଗିଡ଼ିବ ନା ସମାଧାନ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ବ୍ରହ୍ମପୁରର ବହୁଚର୍ଚ୍ଚିତ ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହର ରାୟ ଆସିବ । ଜିଲ୍ଲା ଦୌରାଜଜଙ୍କ କୋର୍ଟ ଆସନ୍ତାକାଲି କି ରାୟ ଶୁଣାଇବେ ତାହାକୁ ସଭିଙ୍କ…

ବର୍ବର କାଣ୍ଡ: ପୁଅକୁ ମାରି କୂଅକୂ ଫିଙ୍ଗିଦେଲା ମାଆ! ଦେଖନ୍ତୁ ଭିଡିଓ

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ପିଶାଚ ପାଲଟିଲା ଜନ୍ମକଲା ମାଆ । ୨ ବର୍ଷର ପୁଅକୁ ମାଆ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ପୁଅକୁ ଅଖାରେ ପୂରାଇ କୂଅରେ ଫିଙ୍ଗିଦେଇଥିବା ଜଣାପଡ଼ିଛି । କୂଅରୁ ମୃତଦେହ ଉଦ୍ଧାର…

ଓଡ଼ିଶା ହାଇକୋର୍ଟରେ ‘My Lord’ ବଦଳରେ ‘Sir’ ସମ୍ବୋଧନ କରାଯିବ: ନିର୍ଦ୍ଦେଶ ଦେଲେ ମୁଖ୍ୟ ବିଚାରପତି ଏସ. ମୁରଲୀଧର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ. ମୁରଲୀଧର ନୂଆବର୍ଷରେ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଏଣିକି ହାଇକୋର୍ଟରେ ଆଉ ‘ମାଇଁ ଲର୍ଡ’ ସମ୍ବୋଧନ କରାଯିବ ନାହିଁ । ଏହା ବଦଳରେ ‘ସାର’…

ଗୁଆଘିଅରେ ଦୁଲୁକିଲା ମଞ୍ଚ: ବିଧାୟିକାଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମରେ କୋଭିଡ ନିୟମର ଧଜିଆ ଉଡିଲା, ଦେଖନ୍ତୁ Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କରୋନାର ନୂତନ ଭାରିଆଣ୍ଟ ଓମିକ୍ରନକୁ ନେଇ ସମସ୍ତେ ଚିନ୍ତାରେ । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ କଲେଜ ବନ୍ଦ କରାଯାଇଥିବା ବେଳେ ବିଭିନ୍ନ ସଭା ସମିତି ଉପରେ ଲାଗୁ କରାଯାଇଛି କଟକଣା ।…

ଛାତ ଟିଣ କାଟି ଦୋକାନରୁ ଲୁଟ୍‌, ସିସିଟିଭିରେ ଦୃଶ୍ୟ କଏଦ

ରାଇଘର, (ଭାସ୍କର ନ୍ୟୁଜ୍‌): ରାଇଘର, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦମହକୁମା ସ୍ଥିତ ମୁଖ୍ୟବଜାରରେ ଥିବା ଆର୍‌.କେ.ଲୁଗା ଦୋକାନରେ ଚୋରି ହୋଇଥିବା ଜଣାପଡ଼ିଛି । ଦୋକନର ଛାତ ଟିଣ କାଟି ଭିତରେ ପଶିବା ସହ କଳାକନା…

ଆଜିଠୁ ୧୫-୧୮ ବର୍ଷ ଶିଶୁଙ୍କ ଟିକାକରଣ: କୋୱିନ୍ ଆପରେ ହେଲାଣି ୬ ଲକ୍ଷ ପଞ୍ଜୀକରଣ, ଓଡ଼ିଶାରେ ୯୩୯ ସ୍ୱତନ୍ତ୍ର କେନ୍ଦ୍ର

ନୂଆଦିଲ୍ଳୀ: ଓମିକ୍ରନର ସଙ୍କଟ ବଢୁଥିବା ବେଳେ ଆଜିଠାରୁ ସମଗ୍ର ଦେଶରେ ଶିଶୁ ମାନଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ୧୫-୧୮ ବର୍ଷ ବୟସ୍କଙ୍କୁ କୋଭାକ୍ସିନ ଟିକା ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ…

ମଙ୍ଗଳବାରଠୁ ଚିଲିକାରେ ପକ୍ଷୀ ଗଣନା, ବାଲୁଗାଁ ଡିଭିଜନର ୫ ରେଞ୍ଜ ଏରିଆରେ କରାଯିବ ଗଣନା

ଚିଲିକା, (ଭାସ୍କର ନ୍ୟୁଜ୍‌): ଆସନ୍ତା ୪ ତାରିଖ ମଙ୍ଗଳବାରଠାରୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ କରାଯିବ । ୪ ତାରିଖ ସକାଳ ୬ଟାଠାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହି ପକ୍ଷୀଗଣନା କରାଯିବ । ଏଥିନେଇ ୩ ତାରିଖରେ…

ଆଜିଠୁ ୧୫ରୁ ୧୮ ବର୍ଷ କିଶୋରଙ୍କୁ ଦିଆଯିବ ପ୍ରଥମ ଡୋଜ୍ , ରାଜ୍ୟରେ ୯୩୯ଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ପ୍ରସ୍ତୁତ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଆଜିଠୁ ଓଡ଼ିଶା ସମେତ ସାରା ଦେଶରେ ୧୫ରୁ ୧୮ ବର୍ଷର କିଶୋରଙ୍କୁ ଦିଆଯିବ କରୋନା ବିରୋଧୀ ଟିକା । ଏଥିପାଇଁ ଓଡ଼ିଶାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ…

Kidnap ହେବାର ୫ ଘଣ୍ଟା ମଧ୍ୟରେ ଶିଶୁ ପୁତ୍ର ଉଦ୍ଧାର: ଛାଡି ପଳାଇଲେ ଅପହରଣକାରୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବରଗଡରେ ଏକ ଶିଶୁ ଅପହରଣ ଉଦ୍ୟମ ଫେଲ ମାରିଛି । ୯ ବର୍ଷର ଶିଶୁ ପୁତ୍ରକୁ ଅପହରଣ କରାଯାଇଥିବା ବେଳେ ୫ ଘଣ୍ଟା ପରେ ଶିଶୁଟିକୁ ଉଦ୍ଧାର କରାଯାଇଛି । ସନ୍ଧ୍ୟା ସମୟରେ ଶିଶୁଟି ଖେଳୁଥିବା…

ବିଳମ୍ବରେ ଟିକା ନେବେ ଦଶମ, ଦ୍ୱାଦଶ ପିଲା: ୮ ତାରିଖ ପରେ ଦଶମ, ୧୧ ପରେ ଦ୍ୱାଦଶ ପିଲାଙ୍କୁ ଟିକା

ଭୁବନେଶ୍ୱର: ୧୫ ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ନେଇ ସରିଲା ପ୍ରସ୍ତୁତି ବୈଠକ । ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଭର୍ଚୁଆଲ ବୈଠକରେ ଟିକାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା…