Browsing Category
ରାଜ୍ୟ
ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୨ତମ ପ୍ରତିଷ୍ଠା ଦିବସ, ବାଘ ଛୁଆଙ୍କ ନାମ କରଣ କରାଯିବ
ବାରଙ୍ଗ (ଭାସ୍କର ନ୍ୟୁଜ୍): ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୬୨ତମ ପ୍ରତିଷ୍ଠା ଦିବସରେ ପ୍ରତିଷ୍ଠା ଦିବସ। ଚଳିତ ବର୍ଷ ଧଳା ବାଘୁଣୀ ବିଜୟା ଗର୍ଭରୁ ଜନିତ ୩ ବାଘ ଛୁଆ ଓ ବାଘୁଣୀ ମେଘା ଜନ୍ମ ଦେଇଥିବା ୩ଟି ଶାବକଙ୍କର…
ନାବାଳିକା ଛାତ୍ରୀକୁ ଅସଦାଚରଣ ଅଭିଯୋଗ, ରଙ୍ଗିଲା ଟ୍ୟୁସନ ସାର୍ଙ୍କୁ ବାନ୍ଧିଲା ପୁଲିସ
ଡେଲାଙ୍ଗ (ଭାସ୍କର ନ୍ୟୁଜ୍): ଡେଲାଙ୍ଗ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ୪ର୍ଥ ଶ୍ରେଣୀ ଛାତ୍ରୀକୁ ଅସଦାଚରଣ କରିଥିବା ଅଭିଯୋଗରେ ଟିଉସନ ମାଷ୍ଟରକୁ ଡେଲାଙ୍ଗ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ସେହି…
ଆଜି ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ସହ ଘନ କୁହୁଡି ସମ୍ଭାବନା, ଆହୁରି ୪ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଓ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ପବନର ପ୍ରଭାବରେ ରାଜ୍ୟ ରେ ଶୀତ ପ୍ରକୋପ କମିଛି । ରାଜ୍ୟର ରାତି ତାପମାତ୍ରା ସ୍ୱାଭାବିକଠାରୁ…
ସ୍ୱଚ୍ଛ ସର୍ବେକ୍ଷଣ-୨୦୨୨ ପାଇଁ ନାଗରିକ ସଂଯୋଗ କାର୍ଯ୍ୟକ୍ରମ: ୪ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର):ବିଗତ ବର୍ଷ ଗୁଡ଼ିକ ଭଳି ଚଳିତ ବର୍ଷ ସ୍ୱଚ୍ଛ ସର୍ବେକ୍ଷଣର ପ୍ରକ୍ରିୟା ସାରା ଭାରତରେ ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟାରେ ପୂର୍ଣ୍ଣ ରୂପେ ସାମିଲ ହେବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବି…
୫ ଦିନ ହେଲାଣି Kidnap ହେଲାଣି ନାବାଳିକା ଝିଅ: ଉଦ୍ଧାର ପାଇଁ କମିଶନରେଟ ପୋଲିସ ସମ୍ମୁଖରେ ମା’ର ଆକୁଳ ନିବେଦନ, Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାରରେ ଆସିଲେ ଆଉ ଉଠାଇ ନେଲେ । କଲେଜ ଯାଇଥିବା ଝିଅ ୫ ଦିନ ହେବ ଘରକୁ ଫେରିନି । ପୋଲିସ ଥାନାରେ ଏପଟ ସେପଟ ହେଇ ହେଇ ବାପା ମା ନୟାନ୍ତ ହେଲେଣି । ୫ ଦିନ ବିତିଥିଲେ ମଧ୍ୟ ପୋଲିସ…
ଦୁଇ ବର୍ଷରେ ପାଦ ଦେଲା ‘ମୋ ସରକାର’: ସାଧାରଣ ଜନତାଙ୍କ ମନରେ ଏକ ବିଶ୍ୱାସ ଜନ୍ମ ନେଇଛି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ । ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବତ୍ତନ କରିବାକୁ ହେବ । ଆଜି…
HIV ଆକ୍ରାନ୍ତ ପ୍ରସୂତିଙ୍କୁ ଘରକୁ ଫେରାଇଲେ ସରକାରୀ ଡାକ୍ତର, ଜନନୀ ସୁରକ୍ଷା ଯୋଜନା କାହା ସ୍ୱାର୍ଥରେ… Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଭୟ ପତି ପତ୍ନୀ ଏଚଆଇଭି ଆକ୍ରାନ୍ତ । ସମାଜରେ ଏଚଆଇଭି ଆକ୍ରାନ୍ତଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖୁଥିବା ବେଳେ ବିଭିନ୍ନ ବାଛନ୍ଦର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ । ଏହାକୁ ପରିବର୍ତ୍ତନ…
କୋଣାର୍କରେ ଧଶେଇ ପସିଲେ ପର୍ଯ୍ୟଟକ: ଭିଡ ନିୟନ୍ତ୍ରଣରେ ବିଫଳ ସୁରକ୍ଷା କର୍ମୀ, ଦେଖନ୍ତୁ Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅର୍କ କ୍ଷେତ୍ର କୋଣାର୍କରେ ଧସି ପସିଲେ ହଜାର ହଜାର ପର୍ଯ୍ୟଟକ । ଚାଲିଛି ପର୍ଯ୍ୟଟନ ଋତୁ ଏହି ସମୟରେ ପର୍ଯ୍ୟଟନ ସ୍ଥଳି କୋଣାର୍କରେ ଅନଲାଇନ ଟିକେଟ କରିବାରେ ବ୍ୟାଘାତ ହୋଇଥିବାରୁ ଏଠାରେ…
ନାବାଳିକାକୁ ପ୍ରେମ କରୁଥିଲେ ବିବାହିତ ପୁରୁଷ: ଗୋଟିଏ ଘରେ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ, ଦେଖନ୍ତୁ Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟେ ଘରୁ ମିଳିଛି ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ । ଜଣେ ବିବାହିତ ପୁରୁଷଙ୍କ ସହିତ ଜଣେ ନାବାଳିକାଙ୍କ ମୃତ ଦେହ ମିଳିଛି । ଆଉ ଏ ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରାୟଗଡ଼ା…
ବଡ଼ ଖବର: ଏହି ତାରିଖରୁ ଓଡ଼ିଶାରେ ଖୋଲିବ ପ୍ରାଥମିକ ସ୍କୁଲ, ଜାଣନ୍ତୁ କେବେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ପାଠପଢ଼ା ଅଧିକ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ରାଜ୍ୟରେ ଜାନୁଆରୀ ୩ରୁ ଖୋଲିବାକୁ ଯାଉଛି ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ…