Browsing Category
ରାଜ୍ୟ
ହଜିଯାଇଛି କି ଡ୍ରାଇଭିଂ ଲାଇସେନ୍ସ? ଘରେ ବସି ଡୁପ୍ଲିକେଟ୍ DL ପାଇଁ କରନ୍ତୁ ଆବେଦନ, ଜାଣନ୍ତୁ ପ୍ରକ୍ରିୟା
ନୂଆଦିଲ୍ଲୀ: ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ହଜିଯାଇଛି କି? ଯଦି ହଁ, ତେବେ ଚିନ୍ତା କରନ୍ତୁ ନାହିଁ । ଏବେ ଆପଣଙ୍କୁ ଆରଟିଓ ଯାଇ ବୁଲିବାକୁ ପଡିବ ନାହିଁ । ଘରେ ବସି ବସି ମଧ୍ୟ ଆପଣ ଅତି ସହଜରେ ଡୁପ୍ଲିକେଟ୍ ଡ୍ରାଇଭିଂ…
(VIDEO) ତପସ୍ୱିନୀଙ୍କ ତପସ୍ୟାର ଦ୍ୱିତୀୟ ଅଧ୍ୟାୟ: ପୁଣି ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ବସିଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ସଂଘର୍ଷ କରିବାକୁ ପଡ଼ିବ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିଥିବା ତପସ୍ୱିନୀ ଦାଶଙ୍କୁ । ଗତକାଲି ବ୍ରହ୍ମପୁର ଏସଡିଜେଏମ କୋର୍ଟ ତାଙ୍କର ଶୁଣାଣି ୨୦ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।…
କ୍ରସର ୟୁନିଟରେ ଦୁର୍ଘଟଣା; ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ସାନଖେମୁଣ୍ଡି: ଆନ୍ଧ୍ରପ୍ରଦେଶର ଏକ କ୍ରସର ୟୁନିଟରେ କାମ କରୁଥିବା ବେଳେ ଦୁର୍ଘଟଣା ଘଟି ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୧ଟାରେ ଓ୍ବାରଙ୍ଗଲ ଅଞ୍ଚଳର ଏକ କ୍ରସରରେ ରାତ୍ରକାଳୀନ…
ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି: ଟ୍ୱିଟ୍ କରି ସୂଚନା ଦେଲେ ଅଦର ପୁନାୱାଲା
ନୂଆଦିଲ୍ଲୀ: ସିରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭାଭାକ୍ସକୁ ମିଳିଲା ଜରୁରୀକାଳୀନ ଅନୁମତି । ଓମିକ୍ରନ ଭୟ ମଧ୍ୟରେ ‘ହୁ’ ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭାଭାକ୍ସକୁ ଜରୁରୀକଳୀନ ବ୍ୟବହାର ଅନୁମତି…
(ଭିଡିଓ) ପୁଣି ଧାରଣାରେ ବସିଲେ ବୋହୂ ତପସ୍ୱିନୀ
ଗଞ୍ଜାମ: ତପସ୍ୱିନୀ ଓ ଡାକ୍ତର ସୁମିତ ପାରିବାରିକ ବିବାଦ ମାମଲା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ମାମଲାରେ ଦିନକୁ ଦିନ ନୂଆ ମୋଡ଼ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ପୁଣି ଏହି ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ ।…
(Video) ତପସ୍ୱିନୀଙ୍କ ପିଟିସନର ଜବାବ ରଖିଲେ ସୁମିତଙ୍କ ଓକିଲ; ୨୦ ତାରିଖରେ ସେସନ କୋର୍ଟରେ ହେବ ଶୁଣାଣି
ଗଞ୍ଜାମ: ତପସ୍ୱିନୀ ଏବଂ ଡାକ୍ତର ସୁମିତ୍ ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ । ବିବାଦ ସମାଧାନ ହେବା ପରିବର୍ତ୍ତେ ଜଟିଳ ହୋଇଚାଲିଛି । ଗୋଟିଏ ପଟେ ତପସ୍ୱିନୀ ନିଜ ସ୍ୱାମୀଙ୍କୁ ପାଇବା ପାଇଁ ଲଢ଼େଇ…
ପ୍ରଭାତ ତ୍ରିପାଠୀଙ୍କୁ ହାଇକୋର୍ଟରୁ ଝଟକା: ଖାରଜ ହେଲା ପିଟିସନ
ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଝଟକା । ପ୍ରଭାତଙ୍କ ପିଟିସନ ଖାରଜ କଲେ ଓଡ଼ିଶା ହାଇକୋର୍ଟ । ସିବିଆଇ ଏଫଆଇଆର ରଦ୍ଧ କରିବାକୁ ପିଟିସିନ କରିଥିଲେ ପ୍ରଭାତ । ଏଫଆଇଆର ରଦ୍ଧ ପାଇଁ ହୋଇଥିବା ପିଟିସନ ଖାରଜ…
କେନ୍ଦ୍ରାପଡ଼ାରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ: ନିଯୁକ୍ତି ପାଇବେ ୧୬ ହଜାର ଲୋକ
କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ । ଓଡ଼ିଶାରେ ଏହି ମେଗା ଷ୍ଟିଲ୍ ପ୍ଲାଣ୍ଟକୁ ମିଳିଲା ମଞ୍ଜୁରୀ । ଏନେଇ ଅନୁମୋଦନ ଦେଇଛି ଏଚଏଲସିଏ । ମହାକାଳପଡ଼ାରେ ହେବ ମେଗା ଏହି ମେଗା ଇସ୍ପାତ…
ବିଜେପି ସହ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଅମରିନ୍ଦର, ବିଜୟକୁ ନେଇ କହିଲେ ଏମିତି…
ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ପଞ୍ଜାବ ଲୋକ କଂଗ୍ରେସ ପ୍ରମୁଖ କ୍ୟାପ୍ଟେନ ଅମରିନ୍ଦର ସିଂହ ଶୁକ୍ରବାର ଆଗାମୀ ନିର୍ବାଚନ ପାଇଁ ବିଜେପି ସହ ମେଣ୍ଟ କରିଥିବା ନେଇ ଘୋଷଣା କରିଛନ୍ତି । ପଞ୍ଜାବ ଲୋକ କଂଗ୍ରେସ ପ୍ରମୁଖ…
ଓମିକ୍ରନ୍ ପାଇଁ ବଦଳିବନି କରୋନା ଚିକିତ୍ସା ପଦ୍ଧତି: WHO
ନୂଆଦିଲ୍ଲୀ: ଓମିକ୍ରନ ଚିକିତ୍ସାକୁ ନେଇ ପରାମର୍ଶ ଦେଲା ‘ହୁ’ । କେନ୍ଦ୍ରକୁ ବିଶ୍ୱର ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ । ଓମିକ୍ରନ୍ ପାଇଁ ବଦଳିବନି କରୋନା ଚିକିତ୍ସା ପଦ୍ଧତି । ଅନ୍ୟ ଭାରିଆଣ୍ଟ ପରି ଓମିକ୍ରନ ପାଇଁ ବି…