Browsing Category
ରାଜ୍ୟ
[Video]୩୦୦ ବର୍ଷର ନିମ୍ବଗଛରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ; ଦେଖିବାକୁ ଧାଉଁଛନ୍ତି ହଜାର ହଜାର ଲୋକ
ଭଦ୍ରକ(ଓଡ଼ିଶା ଭାସ୍କର): ୩୦୦ ବର୍ଷର ପୁରୁଣା ନିମ୍ବଗଛରେ ରହିଛି ଶଙ୍ଖ, ଚକ୍ର, ଗଦା ଓ ପଦ୍ମର ଚିହ୍ନ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନିଗୁଣ୍ଡି ପଞ୍ଚାୟତ ମହୁରା ଗାଁରୁ ସାମ୍ନାକୁ…
ଧୀରେଧୀରେ ସୁସ୍ଥ ହେଉଛନ୍ତି ବଦ୍ରି ପାତ୍ର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଘସିପୁରା ବିଧାୟକ ବଦ୍ରି ପାତ୍ରଙ୍କୁ ନେଇ ଏକ ସୁସମ୍ବାଦ ଆସିଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କ୍ରମଶଃ ଉନ୍ନତି ଘଟିବା ସହ ସେ ଧୀରେଧୀରେ ସୁସ୍ଥ ହେଉଥିବା କହିଛନ୍ତି ବଦ୍ରି ପାତ୍ରଙ୍କ…
ମହାନଦୀରେ କୁମ୍ଭୀର ଆତଙ୍କ, ଲୋକେ ଛାନିଆ; ଦେଖନ୍ତୁ Video
ନରସିଂହପୁର(ଓଡ଼ିଶା ଭାସ୍କର): ମହାନଦୀରେ ଆତଙ୍କ ସୃଷ୍ଟି କରିଛନ୍ତି କୁମ୍ଭୀର । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଡିମିରିଆ ମହାନଦୀ ଘାଟିରେ ୨ଟି କୁମ୍ଭୀରଙ୍କୁ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଲୋକେ…
(VIDEO) ସୁମିତଙ୍କୁ ପୋଲିସ କୌଣସି ପ୍ରଶ୍ନ କରୁନାହିଁ କ’ଣ ପାଇଁ, ଏହା ମୋ ବିରୋଧରେ ଏକ ଷଡ଼ଯନ୍ତ୍ର: ତପସ୍ୱିନୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ମାମଲା ଥମିବା ପରିବର୍ତ୍ତେ ଏବେ ବଢ଼ି ବଢ଼ି ଚାଲିଛି । ଉଭୟଙ୍କୁ ମିଶାଇବାକୁ କୋର୍ଟ, ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଥିଲେ…
ବଡ଼ ଖବର: ଖୁବଶୀଘ୍ର ଘୋଷଣା ହେବ ପଞ୍ଚାୟତ ନିର୍ବାଚନ ତାରିଖ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟର ପଞ୍ଚାୟତ ନିର୍ବାଚନ । ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଥିବା ବେଳେ ଆସିଛି ବଡ଼ ଖବର । ୩ ଦିନ ମଧ୍ୟରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ପଞ୍ଚାୟତ ନିର୍ବାଚନ…
କଟକରେ BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ହେଲଥ୍ କାର୍ଡର ଶୁଭାରମ୍ଭ କରିଛନ୍ତି । ତେଣୁ ଆଜି କଟକର…
ଭାଙ୍ଗିଲା ବାଉଁଶ ପୋଲ, ୭ଦିନ ହେଲା ଯୋଗାଯୋଗ ବିଚ୍ଛିନ୍ନ, ଲୋକେ ହନ୍ତସନ୍ତ
ରଘୁନାଥପୁର (ଭାସ୍କର ନ୍ୟୁଜ୍): ହଂସୁଆ ନଦୀରେ ବରଡାଗେଞ୍ଜ ବାଉଁଶ ପୋଲଟି ଆଜକୁ ୭ଦିନ ହେଲା ଭାଙ୍ଗି ପଡିବା ଫଳରେ ଯୋଗାଯୋଗ ବିଭିନ୍ନ ହୋଇପଡିଛି । ବରଡାଗେଞ୍ଜ ଗ୍ରାମର ଲୋକମାନେ ଘରୁ ବାହାରି ପାରୁନାହଁନ୍ତି ।…
ଭାଉଜକୁ ଭଲ ପାଇ ବିବାହ କରିଥିଲା ଦିଅର: ପାରିବାରିକ କଳହରୁ ହେମଦସ୍ତାରେ ପିଟି ହତ୍ୟା କଲା, ନିଜେ ବିଷ ପିଇଲା ବିଶ୍ୱନାଥ
କଣ୍ଟାପଡ଼ା (ଭାସ୍କର ନ୍ୟୁଜ୍): କଣ୍ଟାପଡ଼ା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ତରଡ଼ଡ଼ା ଗ୍ରାମର ବିଶ୍ୱନାଥ ବେହେରା (୩୮) ନିଜ ବଡ଼ଭାଇ ସୁକାନ୍ତ ବେହେରାଙ୍କ ପତ୍ନୀ କଳ୍ପନା ବେହେରାଙ୍କ ସହିତ (୪୦) ପ୍ରେମରେ ପଡ଼ି ୩…
ଗ୍ରାହକ ସାଜି ଆସିଲେ, ୪ଟି ମୋବାଇଲ ଧରି ପଲସରେ ଚମ୍ପଟ୍ ମାରିଲେ ୨ ଦୁର୍ବୃତ୍ତ
ଟିଟିଲାଗଡ଼: ମୋବାଇଲ ଦୋକାନରେ ଲୁଟ୍। ଗ୍ରାହକ ସାଜି ମୋବାଇଲ କିଣିବାକୁ ଆସିଲେ। ଜିନିଷ ଦେଖିଲେ। ଦୋକାନୀର ଅନ୍ୟମନସ୍କତାର ସୁଯୋଗ ନେଇ ଅତି ଚତୁରତାର ସହିତ ୪ଟି ଫୋନ୍ ଧରି ଚମ୍ପଟ୍ ମାରିଲେ ୨ ଦୁର୍ବୃତ୍ତ। ଏନେଇ…