Browsing Category

ରାଜ୍ୟ

ସ୍ମାର୍ଟ ସିଟି ବୁଲିଲେ ଫ୍ରାନ୍ସ ଅଧିକାରୀ: CEOଙ୍କ ସହିତ ବିକାଶ ସମୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଲକାତାର ଫ୍ରାନ୍ସର କନସୁଲେଟ୍ ଜେନେରାଲ୍, ଫ୍ରାନ୍ସର ଦୂତାବାସ, ଫ୍ରେଞ୍ଚ ଡେଭଲପମେଣ୍ଟ ଏଜେନ୍ସି (AFD) ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଅର୍ବIନ ଏଫIୟରସ (NIUA) ର ଉଚ୍ଚସ୍ତରୀୟ…

ମମିତା ମେହେର ହତ୍ୟା ମାମଲାର ତଦନ୍ତକୁ ନେଇ ବର୍ଷିଲେ ନରସିଂହ:ଏସଆଇଟି ତଦନ୍ତ ଦାବି, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚତ ମମିତା ମେହେର ଘଟଣା ବର୍ତ୍ତମାନ କେବଳ ଅଣ୍ଡାମାଡରେ ସୀମିତ ରହିଯାଇଛି । ଏହି ମାମଲାରେ ଗୋବିନ୍ଦ ସାହୁ ପୋଲିସ ହାତରେ ଧରାପଡିଥିବା ବେଳେ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ…

ବେବିନା ଗଣଦୁଷ୍କର୍ମ ମାମଲା: ମୁଖା ଖୋଲିବା ଭୟରେ ରିପୋର୍ଟ ଚପେଇ ଦିଆଯାଇଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୦ ବର୍ଷତଳେ ଅର୍ଥାତ ୨୯ ନଭେମ୍ବର ୨୦୧୧ରେ ପିପିଲି ଥାନା ଅନ୍ତର୍ଗତ ଅର୍ଜ୍ଜୁନଗୋଦା ଗ୍ରାମର ଦଳିତ ଝିଅ ବେବିନା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହି ବହୁ ଚର୍ଚ୍ଚିତ ତଥା ନିନ୍ଦିତ…

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି

ଭୁବନେଶ୍ୱର: ୩ ଓ ୪ ତାରିଖରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଆଶଙ୍କା । ବର୍ଷାଠାରୁ ଫସଲ ସୁରକ୍ଷିତ ରଖିବା ପାଇଁ ପରାମର୍ଶ । ବର୍ଷା ପୂର୍ବରୁ ଫସଲ ଆଣି ସୁରକ୍ଷିତ ସ୍ଥାନରେ ଘୋଡ଼ାଇ ରଖବାକୁ ପରାମର୍ଶ । ସ୍ଥିତିର…

ସ୍ୱାମୀ କରୁଛି ଦ୍ୱିତୀୟ ବିବାହ, ପୋଲିସ ରଖୁନାହିଁ ଅଭିଯୋଗ: ଦେଖନ୍ତୁ କଣ କହୁଛନ୍ତି ମହିଳା (VIDEO)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରେମ କରି ବିବାହ କରିଥିଲେ । ହେଲେ ଝିଅ ଜନ୍ମ ହେବା ପରେ ସବୁ ପ୍ରେମ କୁଆଡେ ଉଭାନ ହେଇଗଲା । ଆରମ୍ଭ ହେଲା ନିର୍ଯାତନା । କେବଳ ସ୍ୱାମୀ ନୁହେଁ ଶାଶୁ ଘର ଲୋକ ମଧ୍ୟ ନିର୍ଯାତନା ଦେବା…

ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭା, ଜାଣନ୍ତୁ ସମ୍ପୂର୍ଣ୍ଣ ସମୟ ସାରଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଦଳୀୟ ବୈଠକକୁ ନେଇ ବାଚସ୍ପତି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଡିସେମ୍ବର ୧ରୁ ୩୧ ଯାଏଁ ଅଧିବେଶନ ଚାଲିବ । ଏଥିମଧ୍ୟରେ ୨୬ଟି କାର୍ଯ୍ୟ ଦିବସ ଚାଲିବ । ପୂର୍ବାହ୍ନ ସାଢ଼େ…

ଅନିଶ୍ଚିତତା ମଧ୍ୟରେ ପଞ୍ଚାୟତ ନିର୍ବାଚନ: ନୂଆ ଭାରିଆଣ୍ଟର ଭୟଙ୍କର ପ୍ରଭାବକୁ ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ତେବେ ଏଭଳି ସ୍ଥିତିରେ ଯଦି ଏହା ପ୍ରଥମ ଓ…

ଏହା କୌଣସି ଖେଳଘର ନୁହେଁ, ନ୍ୟାୟ ନ ମିଳିଲେ ୮ ଦିନ କ’ଣ ୮ ମାସ ମୁଁ ଧାରଣାରେ ବସିବି: ତପସ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକୁ ୮ ଦିନ ପୂରିଲା । ମାତ୍ର ଏ ପର୍ଯ୍ୟନ୍ତ ନ୍ୟାୟ ପାଇନାହାନ୍ତି ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସି ରହିଥିବା ତପସ୍ୱିନୀ ଦାଶ । ତେବେ ଇତି ମଧ୍ୟରେ ଅନେକ ସମାଜସେବୀଙ୍କ ଠାରୁ ଆରମ୍ଭ…

EDରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି । ଟାଟା କମ୍ପାନୀରେ ଚାକିରି ନାଁରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ପଚରାଉଚରା…

କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଥାନାର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି । ବ୍ରହ୍ମପୁର ଓ…