Browsing Category

ରାଜ୍ୟ

ରଣପୁରର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ନୟାଗଡ(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ରଣପୁରର ସହକାରୀ ଯନ୍ତ୍ରୀ । ନୟାଗଡ଼ ରଣପୁର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି । ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ…

ରାଜସ୍ୱ ମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ଼

କେନ୍ଦୁଝର(ଓଡ଼ିଶା ଭାସ୍କର): ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡକୁ ହୋଇଛି ଅଣ୍ଡାମାଡ଼ । ଟାଉନ ଥାନା କାଶୀପୁର ନିକଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହି ଅଣ୍ଡାମାଡ଼ ହୋଇଥିବା ଜଣାପଡିଛି । ମମିତା ମାମଲାରେ…

ପ୍ରେମ ଜାଲରେ ଫସାଇ ଦୁଷ୍କର୍ମର କଲା ଭିଡିଓ, ଭାଇରାଲ କରିବା ବଦଳରେ ମାଗୁଛି…

ନୋଏଡା: ଆଜିକାଲି ଲୋକମାନେ ପ୍ରେମକୁ ନେଇ ବ୍ୟବସାୟ କରିବାରେ ଲାଗିଛନ୍ତି । କେଉଁଠି କିଏ ପ୍ରେମ ଜାଲରେ ଫସାଇ ଝିଅକୁ ନେଇ ବିକ୍ରି କରିଦେଉଛି ତ କିଏ ଫାଇଦା ଉଠାଇ ଛାଡିଦେଉଛି । ସେହିପରି ଏକ ଘଟଣା ନୋଏଡାର ଭଙ୍ଗେଲ…

ରାଜ୍ୟରୁ ଚିହ୍ନଟ ହେଲେ ୨୨୯ କରୋନା ପଜିଟିଭ୍, ୩ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁବର୍ଣ୍ଣପୁର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସର ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ମୁଖ୍ୟ କିରାଣି ରମେଶ କୁମାର ନାଗଙ୍କ ଘର ସମେତ ୩ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି ।…

ପୋଖରୀରେ ବୁଡ଼ି ମା’ ପୁଅ ମୃତ

ନିଆଳି(ଓଡ଼ିଶା ଭାସ୍କର): ପୋଖରୀରେ ବୁଡ଼ି ମାଆ ଓ ୭ ବର୍ଷ ପୁଅର ମୃତ୍ୟୁ ହୋଇଯାଇଛି । କୃଷ୍ଣପ୍ରସାଦ ପଞ୍ଚାୟତ ପୋଖରୀରେ ଗାଧୋଉ ଥିବା ବେଳେ ବୁଡ଼ିଯାଇଛନ୍ତି ଉଭୟ ମା ଓ ପୁଅ । ଘଟଣା ସମ୍ପର୍କରେ ଖବର ପାଇବାରେ ଅଗ୍ନିଶମ…

ଓଡିଶା କ୍ରିକେଟ ଦଳର ଜର୍ସି ଉନ୍ମୋଚିତ

କଟକ (ଭାସ୍କର ନ୍ୟୁଜ୍) : ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ବୁଧବାର ଦିନ ରାଜ୍ୟ କ୍ରିକେଟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇ ଯାଇଛି । ସୂଚନା ଯୋଗ୍ୟ ଯେ ଓଡିଶା କ୍ରିକେଟ ଆସୋସିଏସନର ଆପାରେଲ ପାର୍ଟନର ଥିବା ଏମଜିଏମ…

ବାଇକରେ ପେଟ୍ରୋଲ ପକାଇବା ବେଳେ ଦୀପ ନିଆଁ ସ୍ପର୍ଶ ଆସି ଲାଗିଲା ନିଆଁ, ପରିବାର ୩ ସଦସ୍ୟ ଗୁରୁତର

ଭଞ୍ଜନଗର (ଭାସ୍କର ନ୍ୟୁଜ): ପେଟ୍ରୋଲରେ ନିଆଁ ଲାଗି ଗୋଟିଏ ପରିବାର ୩ଜଣ ସଦସ୍ୟ ଗୁରୁତର ଆହାତ ହୋଇଛନ୍ତି । ମିଳିଥିବା ସୂଚନା ପ୍ରକାରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସମରବନ୍ଧ ଗ୍ରାମର ପ୍ରଫୁଲ ନାୟକ(୫୦) ନିଜ…

ପୋଲିସର ଗାଡ଼ି ଚେକିଙ୍ଗ ବେଳେ ଧରାପଡିଲେ ୨ ବ୍ରାଉନ୍‌ସୁଗର ବେପାରୀ, ୮ ଲକ୍ଷ ଟଙ୍କାର ଧଳାଜହର ଜବତ

ତିହିଡି (ଭାସ୍କର ନ୍ୟୁଜ୍‌): ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ନନ୍ଦପୁର ଛକ ନିକଟ ସତସଙ୍ଗ ବିହାର ନିକଟରେ ନଭେମ୍ବର ୧୬ ତାରିଖ ରାତି ପ୍ରାୟ ୮.୪୫ ରେ ପୋଲିସ ମୋଟର ଭେଇକିଲ ଚେକିଙ୍ଗ କରୁଥିବା ସମୟରେ ୮ ଲକ୍ଷ ଟଙ୍କା…

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କୋଭିଡ୍‌ ପଜିଟିଭ ଚିହ୍ନଟ୍, ଏଆଇଜି ହସ୍ପିଟାଲରେ ଭର୍ତ୍ତି ; ଟୁଇଟ୍‌ କରି ଆଶୁଆରୋଗ୍ୟ କାମନା…

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କୋଭିଡ୍‌ ସଂକ୍ରମିତ ହୋଇଥିବା ଜଣାପଡିଛି । ଅସୁସ୍ଥ ଶ୍ରୀ ହରିଚନ୍ଦନଙ୍କୁ ବିଜୟାୱାଡାରୁ ହାଇଦ୍ରାବାଦ୍‌କୁ ଏୟାର ଲିଫ୍ଟ କରାଯାଇଛି ।…