Browsing Category

ରାଜ୍ୟ

ଚାଇଲ୍ଡ ପର୍ଣ୍ଣୋଗ୍ରାଫି ମାମଲା: ଜଣକୁ ଗିରଫ କଲା ସିବିଆଇ

ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲା । ସୁରେନ୍ଦ୍ର ନାୟକ ନାମକ ଅଭିଯୁକ୍ତକୁ ଗିରଫ କଲା ସିବିଆଇ । ଢ଼େଙ୍କାନାଳ କଲୋନୀସାହିର ସୁରେନ୍ଦ୍ର ନାୟକ ଗିରଫ । ଅଶ୍ଲୀଳ ଫିଲ୍ମ ସେୟାର ଓ ସେଥିରୁ ରୋଜଗାର ନେଇ ଗିରଫ…

ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବଡ଼ ବୟାନ, କହିଲେ ଏପରି

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଘଟଣାକୁ ନେଇ ବିଜେଡ଼ିକୁ ଟାର୍ଗେଟ କରୁଛନ୍ତି ବିଜେପି ଓ…

ଓକାକ୍ ଠକେଇ ପଛରେ ନାଇଜେରିଆ ଗ୍ୟାଙ୍ଗ, କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓକାକ୍ ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟ୍ସଆପ ହ୍ୟାକ୍ କରି ଠକେଇ ହୋଇଥିବା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ପ୍ରମାଣ । ଠକେଇ ପଛରେ ନାଇଜେରିଆ ଗ୍ୟାଙ୍ଗର ହାତ ଥିବା କ୍ରାଇମବ୍ରାଞ୍ଚ…

ରାଜ୍ୟରୁ ଚିହ୍ନଟ ହେଲେ ୨୨୬ ପଜିଟିଭ୍, ଆଜି ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସ ଆଉ ନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅସୁସ୍ଥତା…

ସାଧା ପୋଷାକରେ ଅଭିଯୁକ୍ତକୁ ଧରିବାକୁ ଯାଇ ଛେଚା ଖାଇଲା ପୋଲିସ୍‌, ଦଳିତ ଲୋକର ହାତକୁ ହାଣି ଦୀର୍ଘଦିନ ହେଲା ଫେରାର ଥିଲା

କଣ୍ଟାପଡ଼ା (ଭାସ୍କର ନ୍ୟୁଜ୍‌): ଗୋବିନ୍ଦପୁର ଥାନା ଅଧିନସ୍ଥ ବ୍ରାହ୍ମଣବାଟି ଗ୍ରାମରେ ବାଲିପାଟଣା ଥାନା ଅନ୍ତର୍ଗତ ଚାରିପୀଡ଼ା ଗ୍ରାମର ନବଘନ ପାତ୍ର ଏକ ଦଳିତ ଲୋକର ହାତକୁ ହାଣିଦେଇ ଦୀର୍ଘଦିନ ହେଲା ଫେରାର୍‌ ଥିଲା ।…

ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ପୂର୍ବତନ ବିଧାୟକଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ଦେହାନ୍ତ ହୋଇଯାଇଛି । ସେ ବାଲିକୁଦା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ ଥର ବିଧାୟକ ଭାବେ…

୩ ମୋବାଇଲ ଚୋରକୁ ବାନ୍ଧିଲା ଚୌଦ୍ବାରା ପୋଲିସ, ୩ଟି ଦାମୀ ଫୋନ୍ ଜବତ

ଟାଙ୍ଗୀ-ଚୌଦ୍ୱାର (ଭାସ୍କର ନ୍ୟୁଜ୍‌) : ଚୌଦ୍ୱାର ଥାନା ଅନ୍ତର୍ଗତ ହାଉସିଂବୋର୍ଡ଼ କଲୋନୀରୁ ଜୁଲାଇ ୧୮ ତାରିଖରେ ନାରାୟଣ ସାହୁ ନାମକ ଜଣେ ବ୍ୟକ୍ତି ନିଜର ଶୋଇବା ଘର ଝରକା ବାଟେ କେହି ଦୁର୍ବୃତ୍ତ ତାଙ୍କ ମୋବାଇଲ ଓ ପର୍ସ…

ସତର୍କ ସୂଚନା: ଆସନ୍ତା ୨୦ରେ ଏହି ୪ଟି ଜିଲ୍ଲାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କିଛି ଦିନ ହେଲା ମେଘୁଆ ପାଗ ରହିଛି । ଆଉ ତିନି ଦିନ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମେଘୁଆ ପାଗ ରହିବ । ୧୮ ଓ ୧୯ ତାରିଖ ଦୁଇଦିନ ଶୁଖିଲା ପାଗ ରହିବ ।…

ଆଜି ପବିତ୍ର ବଡ଼ ଓଷା: ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଲାଗି ହେବ ଗଜଭୋଗ

ଆଠଗଡ଼ (ଭାସ୍କର ନ୍ୟୁଜ୍) : ଆଜି ପବିତ୍ର ବଡ଼ ଓଷା। ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠ କାର୍ତ୍ତିକ ମାସର ତ୍ରୟୋଦଶୀ ତିଥରେ ବଡ଼ ଓଷା ପର୍ବ ପାଳନ କରାଯାଇଥାଏ। ଏଥିସହିତ ବାବା ଧବଳେଶ୍ୱରଙ୍କ ବଡସିଂହାର…