fbpx
Browsing Category

ରାଜ୍ୟ

ବାଣୀବିହାର ଓଭରବ୍ରିଜ ଉପରୁ ଡେଇଁଲେ ଯୁବତୀ, ଜଣାପଡ଼ୁନି କାରଣ

ଭୁବନେଶ୍ୱର: ଗଣେଶ ପୂଜା ପାଇଁ ଆଜି ସାରା ରାଜ୍ୟ ସମେତ ରାଜଧାନୀରେ ଉତ୍ସବର ମାହୋଲ ଥିବାବେଳେ ଏକ ଦୁଃଖଦ ଘଟଣା ଘଟିଛି । ଭୁବନେଶ୍ୱରର ବାଣୀବିହାର ଓଭରବ୍ରିଜ ଉପରୁ ଜଣେ ଯୁବତୀ ଡେଇଁପଡ଼ିଛନ୍ତି । ଯୁବତୀଙ୍କୁ ଗୁରୁତର…

ଗଣପର୍ବ ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର: ଚାଷୀଙ୍କ ସହିତ ବୁଣାକାରଙ୍କର ମଧ୍ୟ ହେବ ରୋଜଗାର

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆସନ୍ତାକାଲି ପାଳିତ ହେବ । ଇଷ୍ଟଦେବୀଙ୍କ ପାଖରେ ପ୍ରଥମ ଅମଳ ଖାଦ୍ୟଶସ୍ୟ ଅର୍ପଣ କରାଯିବା ପରେ ପରିବାରର ସଦସ୍ୟଙ୍କ ସହିତ ନବାନ୍ନ ଭକ୍ଷଣ କରିଥା’ନ୍ତି । ନୂଆଖାଇ କେବଳ…

ଉତ୍କଳ ହସ୍ପିଟାଲକୁ ଆଉ ଏକ ସଫଳତା: ପ୍ରତିରୋପଣ ପାଈଁ ପ୍ରଥମ ଅଙ୍ଗ ଦାନ ସଫଳତାର ସହ ସଂପନ୍ନ

ଭୁବନେଶ୍ୱର: ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ରାଜ୍ୟର ପ୍ରମୁଖ Multispecialty ଉତ୍କଳ ହସ୍ପିଟାଲରେ ଏହାର ପ୍ରଥମ ସଫଳ ଅଙ୍ଗ ଦାନ ପ୍ରକ୍ରିୟା ସଂପନ୍ନ ହୋଇଛି । ଯାହା ଓଡିଶାରେ ଅଙ୍ଗ ପ୍ରତିରୋପଣ ମାଧ୍ୟମରେ ଜୀବନ…

‘ସୁଭଦ୍ରା ଯୋଜନା’ରେ ବଡ଼ ଘୋଷଣା: ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଏହାର ସୁବିଧା

ଭୁବନେଶ୍ୱର: ସାରା ରାଜ୍ୟରେ ମହିଳା ବିକାଶ ଅଭିମୁଖୀ  ‘ସୁଭଦ୍ରା’ ଯୋଜନାକୁ ନେଇ ଖୁବ ଚର୍ଚ୍ଚା ଜାରି ରହିଛି । ରାଜ୍ୟର ପ୍ରତ୍ୟେକ ମହିଳା(୨୧ ରୁ ୬୦ ବର୍ଷ)ଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରୟାସ ଜାରି…

ଗଣେଶ ପୂଜା ବିସର୍ଜନ ପାଇଁ କ’ଣ ରହିଛି ଗାଇଡଲାଇନ୍‌ ? ନଜାଣିଥିଲେ ହୋଇଯିବେ ହଇରାଣ

ଭୁବନେଶ୍ୱର: ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଗାଇଡଲାଇନ୍‌ ଜାରି କରିଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି । ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ଜାଗା…

ବର୍ଷରେ ଦୁଇ ଥର କିସ୍ତିରେ ଟଙ୍କା ଦେଲେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ; ସୁଲୋଚନା ଦାସ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସୁଭଦ୍ରା ଯୋଜନାକୁ ନେଇ ବିଏମସି ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା । ବର୍ଷରେ ଦୁଇ ଥର କିସ୍ତିରେ ଟଙ୍କା ଦେଲେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ । ୫ ହଜାର ଟଙ୍କା…

ରାଜ୍ୟରେ ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ; ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ । ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କ ସୂଚନା । କେନ୍ଦୁଝରରେ ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ସୂଚନା ।…

ନୂଆଁଖାଇ ପାଇଁ ବ୍ୟାଙ୍କ ଛୁଟି; ଏନେଇ ବିଜ୍ଞପ୍ତି ପ୍ରକାଶ କଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନୂଆଁଖାଇ ପାଇଁ ସେପ୍ଟେମ୍ବର ୯ (ସୋମବାର) ରାଜ୍ୟର ସମସ୍ତ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ…

ପୂର୍ବତନ ଜେଲ ସୁପରିଟେଣ୍ଡେଣ୍ଟ ଗିରଫ, ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ପୂର୍ବତନ ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଆଜି…