fbpx
Browsing Category

ରାଜ୍ୟ

ଗଡ଼ିଲା ସୁଭଦ୍ରା ସଚେତନତା ରଥ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତି ଗାନ୍ଧୀମାର୍ଗରୁ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରଥର ଶୁଭାରମ୍ଭ କରିଛନ୍ତି । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟବ୍ୟାପି ସୁଭଦ୍ରା…

Video; ଜଣାପଡ଼ିଲା କାରଣ, ଏହି କାରଣରୁ ଓଡ଼ିଶାରେ ବଜ୍ରପାତରେ ଚାଲିଯାଉଛି ଏତେ ଲୋକଙ୍କ ଜୀବନ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଜଣାପଡିଲା ସତ ବଜ୍ରପାତ ମୃତ୍ୟୁରେ କାହିଁକି ୧ନମ୍ବର ଓଡିଶା ? ଏତେ ବଡ଼ ବଡ଼ ରାଜ୍ୟଙ୍କୁ ପଛରେ ପକେଇ ଆଗୁଆ ରହିଛି। ଓଡ଼ିଶାରେ ରହିଛି ଏମିତି ଏକ ଜିନିଷ ଯେଉଁ କାରଣରୁ ବାରମ୍ବାର ଘଟୁଛି…

ପ୍ରତିରକ୍ଷା କ୍ଷେତ୍ରରେ ପାଦେ ଆଗକୁ ବଢ଼ିଲା ଭାରତ; ଅଗ୍ନି-୪ର ହେଲା ସଫଳ ଉତକ୍ଷେପଣ

ବାଲେଶ୍ୱର: (ଓଡ଼ିଶା ଭାସ୍କର) ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ କଲା ଭାରତ । ଭାରତ ଶୁକ୍ରବାର ମଧ୍ୟମ ଦୂରତା ବିଶିଷ୍ଟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ କରିଛି ।…

ଲଘୁଚାପର ପ୍ରଭାବରେ ରାଜ୍ୟରେ ଆଜିଠାରୁ ବୃଦ୍ଧି ପାଇବ ବର୍ଷା : ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର : ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ…

ନୂଆପଡା ନବୋଦୟ ବିଦ୍ୟାଳୟରେ ରାଗିଂ: ୯ଛାତ୍ର, ଛାତ୍ରୀ ନିଲମ୍ବିତ

ନୂଆପଡା: କଲେଜ ତ କଲେଜ, ଏବେ ସ୍କୁଲରେ ହେଲାଣି ରାଗିଂ । ଜୁନିଅର ଛାତ୍ରଙ୍କୁ ରାଗିଂ କରି ହରଡ ଘଣାରେ ୭ ଛାତ୍ର । ସେମାନଙ୍କୁ କରାଯାଇଛି ନିଲମ୍ବନ । ଏମିତି ଘଟଣା ଘଟିଛି ନୂଆପଡା ପରି ପଛୁଆ ଓ ଆଦିବାସୀ ବହୁଳ ଜିଲ୍ଲାରେ…

ରେଭେନ୍ସାକୁ ନେଇ ବିଜେପି କରୁଛି ଷଡଯନ୍ତ୍ର: ଏଆଇଡିଏସ୍‌ଓ

ଭୁବନେଶ୍ୱର: ରେଭେନ୍ସା ନାମ ପରିବର୍ତ୍ତନକୁ ବିଜେପିର ହୀନ ମନ୍ୟତା କହି ଏପରି କାର୍ଯ୍ୟରୁ କ୍ଷାନ୍ତ ହେବାକୁ ନେଇ ଏଆଇଡିଏସଓ କରିଛି ବିକ୍ଷୋଭ । ଷଡଯନ୍ତ୍ର ବନ୍ଦ କରି ରେଭେନ୍ସାରେ ଖାଲି ପଡିଥିବା ଅଧ୍ୟାପକ, ପ୍ରଫେସର…

‘ସୁଭଦ୍ରା ଯୋଜନା ଆବେଦନରେ ମହିଳାଙ୍କୁ ଭ୍ରମିତ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ଯେଉଁ ମାନେ ମହିଳା ମାନଙ୍କୁ ଭ୍ରମିତ କରି ଅର୍ଥ ଆଦାୟ କରୁଛନ୍ତି, ସେମାନଙ୍କ ବିରୋଧରେ ୧୪୬୭୮ ହେଲ୍ପ ଲାଇନ ଜରିଆରେ ଅଭିଯୋଗ କରନ୍ତୁ । ଯିଏ ସୁଭଦ୍ରା ଯୋଜନା ନାଁରେ ସାଧାରଣ ହିତାଧିକାରୀଙ୍କୁ ହଇରାଣ…

Breaking: ଜିଲ୍ଲା ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କେନ୍ଦୁଝର: ସକାଳୁ ସକାଳୁ ଭିଜିଲାନ୍ସର ଚଢାଉ। କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଣ୍ଟଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଜେଲ୍ ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କ ଘରେ ଆୟ ବହିର୍ଭୂତ ସଂପତ୍ତି…