Browsing Category

ରାଜ୍ୟ

ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ଘଟଣା; ଦୁର୍ଘଟଣା ନୁହେଁ ଥିଲା ହତ୍ୟା ଷଡ଼ଯନ୍ତ୍ର: ବଲାଙ୍ଗିର ଏସପି

ବଲାଙ୍ଗିର ହିଟ୍ ଆଣ୍ଡ ରନ୍ ଘଟଣାର ପର୍ଦ୍ଦାଫାସ କରିଛି ବଲାଙ୍ଗିର ପୋଲିସ । ଆର.ଟି.ଓ ଅଫିସ ଛକରେ ହୋଇଥିବା ସିରିଜ୍ ଦୁର୍ଘଟଣା ଏକ ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର ଥିଲା । ଘଟଣାର ମାଷ୍ଟର ମାଇଣ୍ଡ ଚିତ୍ତ ମହାନ୍ତିକୁ ଗିରଫ…

କେଜିଏଫ ପରେ ଏବେ ଇଣ୍ଡିଆନ ବାଇକକୁ ନେଇ ଚର୍ଚ୍ଚାରେ ଗଙ୍ଗାଭାଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣତଃ ଗାଡ଼ି ପୁରୁଣା ହୋଇଗଲେ ଏହାକୁ ବଦଳାଇବାକୁ ପଡ଼େ କିମ୍ବା ନୂଆ ଗାଡ଼ି କିଣିବାକୁ ପଡ଼େ । ହେଲେ ସବୁବେଳେ ସମ୍ଭବ ହୋଇନଥାଏ, କାରଣ ହୁଏତ କେହି ନୂଆ ଗାଡ଼ି କିଣିବାକୁ ସକ୍ଷମ…

କାଲିଠୁ ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର, ରାଧାରାଣୀ ପଣ୍ଡାଙ୍କ ପାଇଁ ମାଗିବେ ଭୋଟ୍

ଭୁବନେଶ୍ୱର: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ଭୋଟ ମାଗିବାକୁ ଓଡ଼ିଶା ଆସିବେ…

ଡିସିପି ଦେଲେ ସୂଚନା, ବର୍ଷାଙ୍କ ଅଭିଯୋଗର ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ

କଟକ: ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଗତକାଲି ଅଭିନେତ୍ରୀ ବର୍ଷା ପୁରୀଘାଟ ଥାନାରେ ଲିଖିତ ଏତଲା ଦେଇଥିଲେ । ଆଜି ଏହି ଏତଲା ଉପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ…

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଗୋଡେଇ ପିଟିଲେ ବସ୍ କର୍ମଚାରୀ, ଛତିଗଡ଼ରୁ ଅସିଥିବା ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ନନ୍ଦନକାନନରେ ଆକ୍ରମଣ । ପର୍ଯ୍ୟଟକ ଏବଂ ବସ୍ ସଫାରି କର୍ମଚାରୀ ବାଡିଆ ବାଡି ହୋଇଛନ୍ତି । ପର୍ଯ୍ୟଟକମାନଙ୍କୁ କର୍ମଚାରୀମାନେ ଗୋଡଇ ଗୋଡଇ ପିଟୁଥିବାର ଦୃଶ୍ୟ ମଧ୍ୟ…

ବଦଳୁଛି ପାଣିପାଗ, ସନ୍ତୁଳନ ହରାଉଛି ପରିବେଶ: ବାହାରୁଛି ନୂଆ ନୂଆ ରୋଗ, ଶକ୍ତିହୀନ ହେଉଛି ମଣିଷ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ବଦଳୁଥିବା ପାଣିପାଗ ସମସ୍ତଙ୍କ ପାଇଁ ଏକରକମ କାଳ ହୋଇଛି ବୋଲି କୁହାଯାଇପାରେ । ବିପୁଳ ପରିମାଣର ବୃକ୍ଷ ଚ୍ଛେଦନ,…

ସରିଲା ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩: ଶ୍ରେଷ୍ଠ ଆଥଲେଟ୍‌ଙ୍କୁ ସମ୍ମାନିତ କଲେ ୫-ଟି ସଚିବ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩ ଶେଷ ହୋଇଛି । ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ । ସେ ଶ୍ରେଷ୍ଠ…

ବଢ଼ିଲା ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ରାଶି, ଭିଡିଓ ବନାଇ ଆପଣ ବି ଜିତିପାରିବେ ୧ ଲକ୍ଷ ଟଙ୍କା (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁରକ୍ଷା ସୁରକ୍ଷା ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରି ସ୍ଥିତିରେ ଜାତୀୟ ସଡ଼କ ସୁରକ୍ଷା ନିମନ୍ତେ…

ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା: ଭିଡିଓ ଭାଇରାଲକୁ ନେଇ ଥାନାରେ ଏତଲା ଦେଲେ ବର୍ଷା

କଟକ: ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ଅଭିଯୋଗ କରିଛନ୍ତି ଯେ, ଅନୁଭବ ବାରମ୍ବାର ଭିଡିଓ ଅପଲୋଡ…

ହିଣ୍ଡାଲକୋ ହୀରାକୁଦ ତରଫରୁ ମେଗା ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର

ହୀରାକୁଦ: ହିଣ୍ଡାଲକୋ ତରଫରୁ ଗ୍ରାମଞ୍ଚଳ ଏବଂ ହୀରାକୁଦରେ ବିଶେଷଜ୍ଞ ସ୍ୱାସ୍ଥ୍ୟଶିବିର ଅନବରତ ଜାରି ରହିଛି । ଅଂଚଳରେ ବିଶେଷଜ୍ଞ ସ୍ୱାସ୍ଥ୍ୟସେବାର ଅଭାବକୁ ପୁରାଣ କରିବା ପାଇଁ ପ୍ରୟାଶ କରୁଛି । ଏହିକ୍ରମରେ ଆଜି ଏକ…