Browsing Category

ରାଜ୍ୟ

ଆଜି ଶସ୍ତା ହୋଇଗଲା ସୁନା, ଅକ୍ଷୟ ତୃତୀୟା ପାଇଁ କିଣିବା ଲାଗି ଉତ୍ତମ ସୁଯୋଗ

ଓଡ଼ିଶା ଭାସ୍କର: ୩୦ ଅପ୍ରେଲରେ ବଡୁଛି ଅକ୍ଷୟ ତୃତୀୟା। ଏହି ଦିନ ସୁନା କିଣିବା ଶୁଭ ବୋଲି ବିବେଚନା କରାଯାଇଥାଏ। କିଛି ଦିନ ତଳେ ସୁନା ଦର ୧ ଲକ୍ଷ ଟଙ୍କା ପାରି କରିଥିଲା। କିନ୍ତୁ ଆଜି ସୁନା ଦରରେ ହ୍ରାସ ଘଟି ୧ ଲକ୍ଷ…

୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍‌ କର୍ତ୍ତୃପକ୍ଷ

ଭୁବନେଶ୍ବର: ଛାତ୍ରଙ୍କୁ ଭିସୁଟର ଛାଟ । ୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍‌ କର୍ତ୍ତୃପକ୍ଷ । କ୍ଲାସରେ କମ୍‌ ଉପସ୍ଥିତି ସହ ବିଭିନ୍ନ କାରଣକୁ ନେଇ କାର୍ଯ୍ୟାନୁଷ୍ଠାନ । ବିଭିନ୍ନ ଖେଳ…

ଶୁଣନ୍ତୁ ସରକାର: ୧୦୦୦ ଟଙ୍କା ପେନସନ୍ ପାଇବାକୁ ୬୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି ୭୦ ବର୍ଷୀୟା ମହିଳା

ଭୁବନେଶ୍ୱର: ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ୭୦ ବର୍ଷୀୟା ବାଗି ସବରଙ୍କ ଜୀବନ ଏକ ଦୁଃଖଦ ପରିହାସର ଶିକାର ହୋଇଛି। ତାଙ୍କର ସବୁଠାରୁ ବଡ଼ ସମସ୍ୟା ହେଉଛି, ମାତ୍ର ୧୦୦୦ ଟଙ୍କାର ପେନସନ୍…

ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ବସ୍‌, ଜଣେ ମୃତ

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଅନ୍ତର୍ଗତ ଡୁଲିଙ୍ଗା କୋଇଲା ଖଣି ଭିତରେ ଦୁର୍ଘଟଣା ହୋଇଛି । ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହିତ 5ରୁ ଅଧିକ…

ବ୍ରହ୍ମପୁର ଗସ୍ତରେ ଯାଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ପ୍ରତି ରବିବାର..

ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଗସ୍ତରେ ଯାଇଥିଲେ । ଭିମପୁର ସ୍କୁଲର 100 ବର୍ଷ ପୂରଣ ହେବା ଅବସରରେ ଯୋଗ ଦେବା ସହିତ ମା ବୁଢ଼ୀ ଠାକୁରାଣୀଙ୍କୁ ମଧ୍ୟ ଦର୍ଶନ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଏକ…

ଓଡ଼ିଶାର ଏହି ଜେଲରେ ହେଲା ଆଚାର୍ଯ୍ୟଜନକ ଘଟଣା: ପୀଡ଼ିତାଙ୍କୁ ବିବାହ କଲେ ଦୁଷ୍କର୍ମ ଅଭିଯୁକ୍ତ

ଗଞ୍ଜାମ: ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏକ ଜେଲରେ ଥିବା ୨୬ ବର୍ଷୀୟ ଜଣେ ଯୁବକ, ଯିଏ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ, ରବିବାର ଦିନ ଜେଲ ପରିସରରେ ପୀଡ଼ିତାଙ୍କୁ ବିବାହ କରିଛନ୍ତି ବୋଲି ଅଧିକାରୀମାନେ ଜଣାଇଛନ୍ତି।…

ବଦଳିବ ପାଗ…କାଳବୈଶାଖୀ ବର୍ଷା ନେଇ ଆଜି 9 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତା ମେ 1 ତାରିଖ ଯାଏଁ ରାଜ୍ୟରେ ବିଜୁଳି ଘଡଘଡି ପାଇଁ ସତର୍କବାଣୀ ଜାରି କରାଯାଇଛି । ଆଜି 9 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ…

ବଦଳିବ ପାଗ: ଖରାରୁ ମିଳିବ ତ୍ରାହି, ମେ 1 ତାରିଖ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ତେବେ ଏହାରି ଭିତରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ଦେଇଥିବା ଖବର…

ସ୍ତ୍ରୀକୁ ମାରିବାକୁ ଆସି ଚାଲିଗଲା ସ୍ବାମୀର ଜୀବନ, ଶ୍ବଶୁରଙ୍କ ପାଲଟା ଆକ୍ରମଣରେ ଉଡ଼ିଗଲା ପ୍ରାଣ

ଭୁବନେଶ୍ବର: ଜଟଣୀ ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଣ୍ଡିହ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀକୁ ମାରିବାକୁ ଆସିଥିବା ବେଳେ ଚାଲିଗଲା ସ୍ବାମୀର ଜୀବନ । ଧାରୁଆ ଅସ୍ତ୍ରରେ ଶାଶୁ ଓ ସ୍ତ୍ରୀକୁ ଆକ୍ରମଣ…

ଗୋଟିଏ ଦିନରେ OSSC ସହ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି, ଅସନ୍ତୋଷ ଝାଡ଼ିଲେ ପରୀକ୍ଷାର୍ଥୀ

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ଦୁଇଟି ବଡ଼ ପରୀକ୍ଷାରେ ତ୍ରୁଟି ଦେଖାଯାଇଛି । OSSC ପରୀକ୍ଷାରେ ତ୍ରୁଟି ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ OPSC ପରିଚାଳିତ ପରୀକ୍ଷାରେ ବି ତ୍ରୁଟି ଦେଖାଯାଇଛି ।…