Browsing Category
ରାଜ୍ୟ
ରାଇରଙ୍ଗପୁରରେ ବଡ଼ ଦୁର୍ଘଟଣା, ବସ୍ ଓଲଟି ୧୩ ଯାତ୍ରୀ ଆହତ
ରାଇରଙ୍ଗପୁର: ବସ୍ ଓଲଟି ୧୩ ଯାତ୍ରୀ ଆହତ, ୨ ଗୁରୁତର ହୋଇଥିବା ସୂଚନା । ଅଁଳାଯୋଡ଼ି ପଞ୍ଚାୟତ ଜିଆଲଦା ଗାଁରେ ଭାରସାମ୍ୟ ହରାଇ ଓଲଟି ଯାଇଛି ।
ସମସ୍ତ ଆହତ ରାଇରଙ୍ଗପୁର ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି । ୨…
ରାଜଧାନୀରେ ଫୁଟିଲା ୫ ରାଉଣ୍ଡ ଗୁଳି, ବିଲ୍ ପାଇଁ ଖଣ୍ଡଯୁଦ୍ଧ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ଗୁଳି । ବାର୍ ବାଉନ୍ସରଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ ।
ବିଲ୍ ଦେବାକୁ ନେଇ ଦୁର୍ବୃତ୍ତ ଏବଂ ବାଉନ୍ସରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାକୁ ନେଇ…
ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, ଯେ କୌଣସି ମୁହୂର୍ତ୍ତରେ ସ୍ଥିତି ବଦଳିପାରେ!
ନୂଆଦିଲ୍ଲୀ: ଯୁଦ୍ଧ ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ଜାରି କଲେ ଚିଠି ।
ଚେକ୍ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସବୁ…
Breaking: ରାଜ୍ୟର ଆପିଏସ୍ ଅଫିସରଙ୍କ ଛୁଟି ବାତିଲ, ଗୃହ ବିଭାଗ ଜାରି କଲା ନିର୍ଦ୍ଦେଶ
ଭୁବନେଶ୍ୱର: ଓଡିଶାରେ ସମସ୍ତ ଆଇପିଏସ ଅଧିକାରୀଙ୍କ ଛୁଟି ବାତିଲ୍ । ଗୃହ ବିଭାଗ ପକ୍ଷରୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ ଜାରି ।
ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଛୁଟିରେ ଥିଲେ ତୁରନ୍ତ…
Breaking: କଲେକ୍ଟର, ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟଙ୍କ ଛୁଟି ବାତିଲ, ସରକାରୀ ସ୍ଥରରେ ନିର୍ଦ୍ଦେଶ ଜାରି
ଭୁବନେଶ୍ୱର: ରାଜ୍ୟରେ ସମସ୍ତ କଲେକ୍ଟର ଓ ଆରଡିସିଙ୍କ ଛୁଟି ବାତିଲ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି । ଛୁଟି ବାତିଲ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ।
ସମସ୍ତ ଜିଲ୍ଲାପାଙ୍କୁ ଅତିରିଙ୍କ ସଚିବଙ୍କ ଚିଠି ।…
ଆଇଏଏସ୍ ସ୍ତରରେ ଅଦଳବଦଳ: ସଞ୍ଜୟ କୁମାର ହେଲେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ
ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର । ଏହି ଅଦଳବଦଳ ରାଜ୍ୟରେ ପ୍ରଶାସନିକ ଦକ୍ଷତା ବୃଦ୍ଧି ଓ ସୁଶାସନ ସୁନିଶ୍ଚିତ କରିବା ଲକ୍ଷ୍ୟରେ କରାଯାଇଛି ।
ସୂଚନା ମୁତାବକ, ସଞ୍ଜୟ…
ଜରୁରୀକାଳୀନ ପରିସ୍ଥିତରେ ଜେଲ୍ ଯାଇଥିବା ୨୩ ଜଣ ସଂଗ୍ରାମୀଙ୍କୁ ମିଳିବ ପେନ୍ସନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯ା୫: ଓଡିଆ ଅସ୍ମିତାର ନିଦର୍ଶନ ସ୍ୱରୂପ ବରପୁତ୍ର ଓ ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ପ୍ରକ୍ରିୟାରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କର…
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ, ଲୋକଙ୍କୁ ମିଳିବ ସବୁ ପ୍ରକାରର ମୌଳିକ ସୁବିଧା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯ା୫: ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ହେବ। ଏଥିପାଇଁ ୩୬ଟି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଓଡ଼ିଶାକୁ ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରାଯିବ। ୨୦୩୬ ସୁଦ୍ଧା ସମାଜର ଶେଷ ସ୍ତରରେ ଥିବା…
“ବଙ୍ଗୋପସାଗର ପଟୁ ଓଡ଼ିଶାକୁ ଆକ୍ରମଣ କରିପାରେ ପାକିସ୍ତାନ, ସେଥିପାଇଁ ଆମେ ସଜାଗ ଅଛୁ”; ମୋହନ ମାଝୀ
ଭୁବନେଶ୍ୱର: ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ରାଜ୍ୟବାସୀଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟବାସୀଙ୍କୁ ଭୟଭୀତ ନ ହେବା ପାଇଁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
କହିଲେ ଓଡ଼ିଶା ପ୍ରତି ସେପରି…
ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର ଗୃହ ମନ୍ତ୍ରାଳୟ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ଭାରତର ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ। ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ପଠାଯାଇଛି। ଯୁଦ୍ଧ ସ୍ଥିତିକୁ ନଜରରେ ରଖି ପୂର୍ଣ୍ଣ ପ୍ରସ୍ତୁତ…