Browsing Category
ରାଜ୍ୟ
ବଦଳିବ ପାଗ: ଖରାରୁ ମିଳିବ ତ୍ରାହି, ମେ 1 ତାରିଖ ଯାଏଁ ବର୍ଷା ସମ୍ଭାବନା
ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ତେବେ ଏହାରି ଭିତରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ଦେଇଥିବା ଖବର…
ସ୍ତ୍ରୀକୁ ମାରିବାକୁ ଆସି ଚାଲିଗଲା ସ୍ବାମୀର ଜୀବନ, ଶ୍ବଶୁରଙ୍କ ପାଲଟା ଆକ୍ରମଣରେ ଉଡ଼ିଗଲା ପ୍ରାଣ
ଭୁବନେଶ୍ବର: ଜଟଣୀ ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଣ୍ଡିହ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀକୁ ମାରିବାକୁ ଆସିଥିବା ବେଳେ ଚାଲିଗଲା ସ୍ବାମୀର ଜୀବନ ।
ଧାରୁଆ ଅସ୍ତ୍ରରେ ଶାଶୁ ଓ ସ୍ତ୍ରୀକୁ ଆକ୍ରମଣ…
ଗୋଟିଏ ଦିନରେ OSSC ସହ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି, ଅସନ୍ତୋଷ ଝାଡ଼ିଲେ ପରୀକ୍ଷାର୍ଥୀ
ଭୁବନେଶ୍ବର: ଆଜି ଗୋଟିଏ ଦିନରେ ଦୁଇଟି ବଡ଼ ପରୀକ୍ଷାରେ ତ୍ରୁଟି ଦେଖାଯାଇଛି । OSSC ପରୀକ୍ଷାରେ ତ୍ରୁଟି ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ OPSC ପରିଚାଳିତ ପରୀକ୍ଷାରେ ବି ତ୍ରୁଟି ଦେଖାଯାଇଛି ।…
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ପରୀକ୍ଷାରେ ବଡ଼ ତ୍ରୁଟି, ପରୀକ୍ଷାର୍ଥୀ ହତାଶ
ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC) ପରୀକ୍ଷାରେ ବଡ଼ ତ୍ରୁଟି । ତ୍ରୁଟି ସ୍ବୀକାର କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ କର୍ତ୍ତୃପକ୍ଷ ।
ଆଜି ଏକ୍ସାଇଜ୍ ଓ ଟ୍ରାଫିକ୍ ଏସ୍ଆଇ ପରୀକ୍ଷା…
ଅଭାବନୀୟ ଘଟଣା, ପ୍ରଥମେ ଦୁଇ ଭାଇଙ୍କୁ ମାରିଦେଲେ ପରେ ଜଙ୍ଗଲରେ ପାଳ ପକାଇ ପୋଡିଦେଲେ
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ଅଭାବନୀୟ ଘଟଣା । ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରେ ରବିବାର ଦୁଇ ଭାଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।…
Breaking: ପୋଖରୀରେ ବୁଡ଼ି ୩ ନାବାଳକ ମୃତ, ଗାଁରେ ଶୋକାକୂଳ ପରିବେଶ
ଭୁବନେଶ୍ବର: ନୟାଗଡ଼ ଦଶପଲ୍ଲା ଗୋଡ଼ିବାଡ଼ି ଗାଁରେ ଅଘଟଣ । ପୋଖରୀରେ ବୁଡ଼ି ଚାଲିଗଲା ତିନି ଜଣ ଶିଶୁଙ୍କର ଜୀବନ । ଏହି ଘଟଣା ପରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି…
ପାଟପୁର ଦୁଷ୍କର୍ମ ଓ ହତ୍ୟା ମାମଲା, ଅଶ୍ଳୀଳ ଭିଡିଓ ଦେଖିବା ପରେ କାଣ୍ଡ ଭିଆଇଥିଲା ଦୁର୍ବୁତ୍ତ
ଭୁବନେଶ୍ବର: ଦିଗପହଣ୍ଡିରୁ ସାମ୍ନାକୁ ଆସିଥିବା ଲଜ୍ଜା ଜନକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଅଜା ଘରକୁ ବୁଲି ଆସିଥିବା ଏକ ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।
ଏହି ଘଟଣା ଉପରୁ…
ପୁଅ ମୁଣ୍ଡରେ ଚଢ଼ିଗଲା ଟ୍ରକ୍; ମାଆବାପା, ଭିଣୋଇ ଗୁରୁତର
ଭୁବନେଶ୍ବର: ପାଟଣାଗଡ଼ରୁ ଏକ ଅଭାନୀୟ ଘଟଣା ସାମ୍ନାକୁ ଆସିଛି । ପୁଅ ମୁଣ୍ଡରେ ଚଢ଼ିଗଲା ଟ୍ରକ୍ । ମାଆବାପା, ଭିଣୋଇ ଗୁରୁତର ହୋଇଛନ୍ତି ।
ପାଟଣାଗଡ଼ ଘସିଆନ-ଲରମ୍ଭା ରାସ୍ତାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।…
Big Breaking: ରାଜଧାନୀରେ ଦମ୍ପତିଙ୍କୁ ଛୁରାମାଡ଼, ଘଟଣାସ୍ଥଳରେ ପୋଲିସର ଛାନଭିନ୍
ଭୁବନେଶ୍ୱର: ରାଜଧାନୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସାଇନ୍ସପାର୍କ ବସ୍ତିରେ ଦମ୍ପତିଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ନିଶା ଖାଇ ଦୁର୍ବୃତ୍ତ ଜଣକ ଦମ୍ପତିଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।…
ସାରଦା ବାଇଙ୍କ ଘରେ ଟାଉନ୍ ଥାନା ପୋଲିସ, ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ପରେ ପହଞ୍ଚିଲା Police
ବଲାଙ୍ଗିର: ସାରଦା ବାଇଙ୍କ ଘରେ ବର୍ତ୍ତମାନ ଟାଉନ ଥାନା ପୋଲିସ ପହଞ୍ଚିଛି। ଭାରତ ଛାଡ଼ିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ ପୋଲିସ ତାଙ୍କ ଘରେ ପହଞ୍ଚିଛି। ଠିକାଦାରପଡ଼ା ସ୍ଥିତ ଘରେ ପୋଲିସ…