Browsing Category

ରାଜ୍ୟ

ଲଘୁଚାପର ପ୍ରଭାବରେ ୧୦ ରୁ ୧୭ ତାରିଖ ଯାଏଁ ବର୍ଷା: ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ତାତି ଯୋଗୁଁ ଲୋକମାନେ ଡହଳବିକଳ ହେଉଛନ୍ତି । ଏହାରି ଭିତରେ ଏକ ଖୁସି କଲା ପରି ଖବର ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଲଘୁଚାପର ପ୍ରଭାବରେ ଆସନ୍ତା…

ଗୁଗୁଲ Chrome ବ୍ୟବହାର କରୁଥିବା ଲୋକଙ୍କ ପାଇଁ High Risk Alert, କେନ୍ଦ୍ର ପକ୍ଷରୁ ସତର୍କତା ଜାରି

ନୂଆଦିଲ୍ଲୀ: ଯଦି ଆପଣ ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଛନ୍ତି ତେବେ ହୋଇଯାନ୍ତୁ ସତର୍କ । ଗୁଗୁଲ୍ କ୍ରୋମ୍ ବ୍ୟବହାରକାରୀଙ୍କ ପାଇଁ ଏକ ହାଇ-ରିସ୍କ ୱାର୍ଣ୍ଣିଂ ଜାରି କରିଛି ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରିସପନ୍ସ…

ଓଡ଼ିଆ ନୂଆ ବର୍ଷ ପୂର୍ବରୁ BJD ସାଙ୍ଗଠନିକ ନିର୍ବାଚନ, ଜିଲ୍ଲା ଦାଇତ୍ବରେ ରହିବେ ନେତା

ଭୁବନେଶ୍ୱର: ଓଡ଼ିଆ ନବ ବର୍ଷ ପାଳନ ପୂର୍ବରୁ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ସରିବାକୁ ଯାଉଛି । ନୂଆ ରାଜ୍ୟ କମିଟି ସହ ଜିଲ୍ଲାରେ ବି ଦାୟିତ୍ୱ ନେବେ ବିଜେଡି ନେତା । ନିର୍ବାଚନ ପ୍ରକ୍ରିୟା ଚୂଡ଼ାନ୍ତ…

ବିଜେଡି ଖଣ୍ଡ ଖଣ୍ଡ, ଦେବାଶିଷଙ୍କୁ ବିରୋଧ କରି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ୩ ସାଂସଦ

ଭୁବନେଶ୍ବର: ଓ୍ବକଫ ବିଲ ସପକ୍ଷରେ ସସ୍ମିତ ପାତ୍ରଙ୍କ ଭୋଟ ପରଠାରୁ ଜୋର ଧରିଛି ରାଜନୀତି । ବିଜେଡି ଦୁଇଫାଳ ହୋଇଗଲା ପରି ମନେ ହେଉଛି । ଏହା ପଛରେ ପାଣ୍ଡିଆନଙ୍କ ହାତ  ଥାଇପାରେ ବୋଲି କିଛି ଜଣ ବ୍ୟକ୍ତି କହୁଥିବା ବେଳେ…

Big Breaking: ମହଙ୍ଗା ହେଲା ରୋଷେଇ ଗ୍ୟାସ୍, ପ୍ରତି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ ୫୦ ଟଙ୍କା ବଢ଼ିଲା । ଏଣିକି ସିଲିଣ୍ଡର ୮୦୩ ଟଙ୍କା ବଦଳରେ ୮୫୩ ଟଙ୍କାରେ ମିଳିବ । ଉଜ୍ୱଳା ଯୋଜନା ଉପଭୋଗ କରୁଥିବା ଲୋକଙ୍କୁ ଏବଂ ଉଜ୍ୱଳା ଯୋଜନା ସେବା ପାଉ ନ ଥିବା ଉଭୟ…

କ୍ୟାବିନେଟରେ ଉପସ୍ଥାପନ ହେବ ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ରିପୋର୍ଟ, ମେ ୧୫ରେ ଆସନ୍ତା ଶୁଣାଣି

ଭୁବନେଶ୍ୱର: ରତ୍ନଭଣ୍ଡାର ଚାବି ହଜିବା ନେଇ କମିଶନଙ୍କ ରିପୋର୍ଟ ପ୍ରସଙ୍ଗ । ରାଜ୍ୟ କ୍ୟାବିନେଟରେ ଉପସ୍ଥାପନ କରାଯିବ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ । ହାଇକୋର୍ଟଙ୍କ ଏ ନେଇ ଅବଗତ କରାଇଲେ ଆଡଭୋକେଟ୍ ଜେନେରାଲ…

ଖରା ତାତିରୁ ମୁକ୍ତି ପାଇବେ ରାଜ୍ୟବାସୀ, ୯ରୁ ଆରମ୍ଭ ବର୍ଷା, ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ରାଜ୍ୟବାସୀଙ୍କୁ କଲବଲ କରୁଛି। କିନ୍ତୁ ୯ ତାରିଖରୁ ଲୋକେ ତାତିରୁ ଆଶ୍ୱସ୍ତି ପାଇବେ। ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗରେ ଲଘୁଚାପ…

IAS ବିଷ୍ଣୁପଦଙ୍କର ବଢିଲା ଅନ୍ତରୀଣ ସୁରକ୍ଷା, ହାଇକୋର୍ଟ ନେଲେ ନିଷ୍ପତ୍ତି

ଭୁବନେଶ୍ୱର: ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବିଷ୍ଣୁପଦ ଓ ତାଙ୍କ ପରିବାରର ଅନ୍ତରୀଣ ସୁରକ୍ଷା ବଢିଛି। ଅନ୍ତରୀଣ ସୁରକ୍ଷା ବଢାଇଛନ୍ତି ହାଇକୋର୍ଟ। ଆଇଏଏସ…

IT ହବ୍ ହେବ ରାଜ୍ୟ, ଓଡ଼ିଶାରେ ଏଣ୍ଟ୍ରି କରିବ HCL Tech

ଭୁବନେଶ୍ୱର: ଓଡ଼ିଶାକୁ ଏଚସିଏଲ୍ ଟେକ୍ ଆସିବ ବୋଲି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ଇନଭେଷ୍ଟର ଟିମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର କ୍ୟାମ୍ପସ ସହ ୟୁନିଭର୍ସିଟି…

Breaking: ପାଣ୍ଡିଆନ୍ ହଟାଅ… ବିଜେଡି ବଞ୍ଚାଅ…. (Video) ନବୀନ ନିବାସରେ ବିଜେଡି ନେତାଙ୍କ ନାରାବାଜି

ଭୁବନେଶ୍ୱର: ୱକଫ୍ ସଂଶୋଧନ ବିଲକୁ ନେଇ ବିଜେଡି ଦଳରେ ବଡ଼ ହଇଚଇ ସୃଷ୍ଟି ହୋଇଛି । ଯାହାକୁ ନେଇ ଦଳରେ ଗୋଷ୍ଠୀ କନ୍ଦଳ ମଧ୍ୟ ଦେଖିବାକୁ ମିଳିଛି । ଆଜି ବିଜେଡି ସାଂସଦ ମୁନା ଖାନ୍ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ…