CHARIDHAM
Browsing Category

ରାଜ୍ୟ

ନୟାଗଡରୁ ଚିତାବାଘ ଛାଲ ଏବଂ ହାତୀ ଦାନ୍ତ ଉଦ୍ଧାର: ୨ ଜଣ ଗିରଫ

ନୟାଗଡ, ୨୫/୦୪: କ୍ରାଇମ ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଶନିବାର ନୟାଗଡ଼ ଜିଲ୍ଲାରୁ ଏକ ଚିତାବାଘ ଛାଲ ଏବଂ ଦୁଇଟି ହାତୀ ଦାନ୍ତ ଜବତ କରିଛି ଏବଂ ଏହାକୁ ଚୋରା ଚାଲାଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି।…

ମ୍ୟାଟ୍ରିକ୍ ପରୀକ୍ଷା ବାତିଲ୍ ସତ୍ତ୍ୱେ ମାର୍କ ସିଟ ଏବଂ ସାର୍ଟିଫିକେଟ ପାଇବେ ଛାତ୍ରଛାତ୍ରୀ

କଟକ, ୨୫/୦୪: ଓଡ଼ିଶା ସରକାର ରାଜ୍ୟରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାକୁ ବାତିଲ କରିଛନ୍ତି । ତେବେ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ଛାତ୍ରଛାତ୍ରୀଙ୍କୁ…

କରୋନାରେ କରୁଣ ପରିଣତି: ଆମ୍ବୁଲାନ୍ସ ଆସିଲାନି, ରେନକୋଟ୍ ପିନ୍ଧି ବାଇକରେ ପୁଅକୁ ମେଡିକାଲ ନେଲେ ବାପା

ପଦ୍ମପୁର, ୨୫ା୪ (ଓଡିଶା ଭାସ୍କର): କରୋନା ଯେ ଲୋକଙ୍କ ଜୀବନକୁ କିଭଳି ଦୁର୍ବିସହ କରିପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଦ୍ମପୁର ଅନ୍ତର୍ଗତ ଇଛାପାଲି ଗ୍ରାମରେ । ଗ୍ରାମର ହରିଶ୍ଚନ୍ଦ୍ର ପ୍ରଧାନଙ୍କ…

କରୋନାରେ ୭ ଜଣଙ୍କ ମୁଣ୍ଡ ଗଡ଼ିଲା: ଆଜି ଚିହ୍ନଟ ହେଲେ ୬୧୧୬ ପଜିଟିଭ୍

ଭୁବନେଶ୍ୱର, ୨୫ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…

କୋଭିସିଲ୍ଡରୁ ମହଙ୍ଗା କୋଭାକ୍ସିନ: ରାଜ୍ୟକୁ ୬୦୦ ଟଙ୍କା ତ ଘରୋଇ ମେଡିକାଲ ପାଇଁ ୧୨୦୦ ଟଙ୍କା ଧାର୍ଯ୍ୟ

ନୂଆଦିଲ୍ଲୀ,୨୫ । ୪ : କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଟିକାକରଣକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ସିରମ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ପରେ ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ଟିକାର ରେଟ୍ ଧାର୍ଯ୍ୟ…

ଭୟଙ୍କର ଅଗ୍ନିକାଣ୍ଡ: ନାବାଳକ ଜୀବନ୍ତ ଦଗ୍ଧ, ଜଳିଗଲେ ୮ ଗୋରୁ

ସୁବର୍ଣ୍ଣପୁର/କୋଣାର୍କ, ୨୫ା୪ (ଓଡିଶା ଭାସ୍କର): ଏକ ଅଗ୍ନିକାଣ୍ଡ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ସୁବର୍ଣ୍ଣପୁର ଜିଲ୍ଲାର ଶଙ୍କରା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି । ରୋଷେଇ ଘରେ ଗ୍ୟାସ୍ ଲିକ୍ ହୋଇ…

ଦ୍ୱିତୀୟ ଦିନରେ ସପ୍ତାହାନ୍ତ ସଟଡାଉନ୍: ଶୂନଶାନ୍ ରାସ୍ତାଘାଟ, ଚାଲିଛି ଚେକିଂ ଜୋରଦାର

ଭୁବନେଶ୍ୱର, ୨୫ା୪ (ଓଡିଶା ଭାସ୍କର): ଆଜି ହେଉଛି ସପ୍ତାହାନ୍ତ ସଟଡାଉନର ଦ୍ୱିତୀୟ ଦିବସ । ଗତ ଶୁକ୍ରବାର ରାତି ୯ଟାରୁ ରାତ୍ରିକାଳୀନ କଫ୍ୟୁ ଲାଗୁ ହେବା ସହ ଶନିବାରଠାରୁ ସଟଡାଉନ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ…

ରାଜଧାନୀରେ ବଢିପାରେ ଲକ-ଡାଉନ୍ ଅବଧି

ନୂଆଦିଲ୍ଲୀ,୨୫ ।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଲକଡାଉନର ଅବଧିକୁ ଆଉ ଏକ ସପ୍ତାହ ବୃଦ୍ଧି କରିପାରନ୍ତି ସରକାର । ସୂଚନା ମିଳୁଛି…