Browsing Category

ରାଜ୍ୟ

ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୯ା୩ (ଓଡିଶା ଭାସ୍କର): ଭୁବନେଶ୍ୱରର ଟଙ୍କପାଣି ରୋଡ଼ ଅଞ୍ଚଳରେ ଶ୍ୱାସରୁଦ୍ଧ ହୋଇ ଦୁଇଜଣଙ୍କ ଜୀବନ ଚାଲି ଯାଇଛି । ସ୍ୱେରେଜ୍ ଟାଙ୍କି ସଫା କରୁଥିବା ବେଳେ ଦୁଇ ଶ୍ରମିକ ଶ୍ୱାସରୁଦ୍ଧ ଯୋଗୁଁ ଗୁରୁତର…

ସମସ୍ତ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର- ‘୧୧୨’, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯ା୩ (ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟର ସମସ୍ତ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର କାର୍ଯ୍ୟ କରିବ । ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ପାଇଁ ଏହି ନମ୍ବରର ବ୍ୟବହାର କରାଯିବ । ଏହି ଏକୀଭୂତ ନମ୍ବର…

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର

ଭଦ୍ରକ, ୧୯ା୩ (ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲାରେ ୧୦ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି । ତେବେ ଖବର ପାଇ ଅଗ୍ନିଶମ ବାହିନୀ…

ବାଇକ୍ ଦୁର୍ଘଟଣା: ୨ ମୃତ, ୩ ଗୁରୁତର

ନୟାଗଡ଼, ୧୯ା୩ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି । ଶରଣକୁଳ ଏସଡିପିଓ ଅଫିସରେ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏସଡିପିଓ ଅଫିସ ପାଖରେ ଦୁଇଟି ବାଇକ୍…

ମତ୍ସ ଅଧିକାରୀଙ୍କୁ ନିଯୁକ୍ତିପତ୍ର

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ୬୫ ଜଣ ନୂଆ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ନିଯୁକ୍ତିପତ୍ର ପ୍ରଦାନ ଅବସରରେ ମନ୍ତ୍ରୀ ଅରୁଣ ସାହୁ ନିଜର ଉଦବୋଧନରେ କହିଛନ୍ତି ଯେ, ‘ ଆମ…

ଧାନ କିଣାକୁ ନେଇ କାଲି ଉତ୍ତର ରଖିବେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ଗୃହ ସ୍ୱାଭାବିକ ପାଇଁ ଚାଲିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ତେବେ ଧାନ କିଣା ସମ୍ପର୍କରେ…

ବଚନସୁଧା ହତ୍ୟା: ଦୋଷୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ବଚନସୁଧା ହତ୍ୟା ମାମଲାରେ ରାୟ ପ୍ରକାଶ ପାଇଛି । ଏହି ମାମଲାରେ ଦୋଷୀ ଦୀପ୍ତିରଞ୍ଜନ ପଟ୍ଟନାୟକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି ହୋଇଛି । ଦୋଷୀ ପାଇଁ ଦଣ୍ଡ ଘୋଷଣା…

ଜମି ବିକ୍ରିକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ

ପୁରୀ,୧୮ ।୩(ଓଡିଶା ଭାସ୍କର): ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଖବରକୁ ଖଣ୍ଡନ କରିବା ସହ ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଜମି ବିକ୍ରି ଯୋଜନା ଖବର ତଥ୍ୟହୀନ, ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି…

ସାବଧାନ୍! କାଲିଠୁ ୨ ଦିନ ବର୍ଷା ସହ ବଜ୍ରପାତ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ୨ ଦିନ ଯାଏଁ ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । କାଲି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି ପାଣିପାଗ ବିଭାଗ । ସେହି ୮…

ଆନ୍ଧ୍ର-ଓଡିଶା ସୀମା ବିବାଦର ଆପୋସ ସମାଧାନ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): କୋରାପୁଟ ପଟାଙ୍ଗୀରେ ଆନ୍ଧ୍ରପ୍ରଦେଶ-ଓଡିଶା ସୀମା ବିବାଦର ଆପୋସ ସମାଧାନ ହୋଇଛି । ସରକାରୀ ସୀମାରେ ପଥର ପୋତି ସୀମା ନିଦ୍ଧାରଣ କରିଛନ୍ତି ଲୋକେ । ସମ୍ବାଇ ପଞ୍ଚାୟତରେ ଏକାଧିକ…