Browsing Category
ରାଜ୍ୟ
ମାଓବାଦୀମାନେ ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ: ଡିଜିପି
ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ମାଓବାଦୀମାନେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ଡିଜିପି ଅଭୟ । ସାଧାରଣତନ୍ତ୍ର ପାଳନ ନେଇ ପ୍ରସ୍ତୁତି ଅବସରରେ ଡିଜିପି ମାଓବାଦୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ।…
ଆଜି ଖୋଲିବ ଭିତରକନିକା
ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ଦୀର୍ଘଦିନ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିବ ଭିତରକନିକା । କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା ।…
୧୦ ଜିଲ୍ଲାକୁ ଘନ କୁହୁଡି ଆଶଙ୍କା
ବଲାଙ୍ଗିର,୨୩ ।୧(ଓଡିଶା ଭାସ୍କର): ଆଜିଠାରୁ ୨୫ ତାରିଖ ସକାଳ ସୁଦ୍ଧା ୧୦ ଜିଲ୍ଲାରେ ଘନ କୁହୁଡି ହୋବର ଆଶଙ୍କା ରହିଛି । ଏନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ସକାଳ…
ବନ୍ଧୁକ ମୁନରେ ଲୁଟ୍
ବଲାଙ୍ଗିର,୨୩ ।୧(ଓଡିଶା ଭାସ୍କର): ବଲାଙ୍ଗିର ଜିଲ୍ଲା ଖପ୍ରାପୋଲ ଥାନା ଶାନ୍ତିପୁର ଗାଁରେ ହୋଇଛି ସଶସ୍ତ୍ର ଡକାୟତି । ୭ ଲକ୍ଷ ଟଙ୍କା ସହ ୧୭ ଭରି ସୁନା ଗହଣା ଲୁଟିନେଇଛନ୍ତି ୨୦ରୁ ୨୫ ଜଣ ଦୁର୍ବୃତ୍ତ । ଡକାୟତି ବେଳେ…
କରୋନାରେ ଜଣେ ମୃତ, ୧୩୦ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୨୩ା୧ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୩୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୬ ଓ ସ୍ଥାନୀୟ ଅଞ୍ଚଳରୁ…
ବ୍ରହ୍ମପୁର ପୋଲିସର ପ୍ରଶଂସନୀୟ ପଦକ୍ଷେପ: ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ଅବସରରେ ଯମରାଜଙ୍କ ବାର୍ତ୍ତା
ବ୍ରହ୍ମପୁର, ୨୩ା୧ (ଓଡିଶା ଭାସ୍କର): ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ଅବସରରେ ଯମରାଜ ସାଧାରଣ ଜନତାଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସ୍ୱୟଂ ଯମରାଜ ମର୍ତ୍ତ୍ୟମଣ୍ଡଳରେ…
ଅସଲି ଖୋଳରେ ନକଲି ଜର୍ଦ୍ଦା
ଜଳେଶ୍ୱର,୨୩ ।୧(ଓଡିଶା ଭାସ୍କର): ରାଜ୍ୟରେ ଗତକିଛି ଦିନ ହେବ ଭେଜାଲ ମାଲ୍ ଜବତ ହେବାରେ ଲାଗିଛି । ଜର୍ଦ୍ଦାରୁ ଆରମ୍ଭ କରି ପନିର, ସସ୍ ଆଦି ନକଲି ମାଲ୍ ଜବତ ହୋଇଛି । ଏହାରି ମଧ୍ୟରେ ଜଳେଶ୍ୱର ମାଛ ମାର୍କେଟ୍ ନିକଟରୁ…
ରିମାଣ୍ଡରେ ଗଲା କିଡନୀ ଦଲାଲ
ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): କିଡନୀ କେଳେଙ୍କାରୀ ମାମଲାରେ ଆଉ ୩ ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ । ଏହି ମାମଲାର ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦକୁ ରିମାଣ୍ଡରେ ନେଇଛି ଲକ୍ଷ୍ମୀସାଗର ପୋଲିସ । ଡାକ୍ତରଙ୍କ…
ଭୁବନେଶ୍ୱରରେ ପହଞ୍ଚିଲା ପ୍ରାୟ ଦେଢଲକ୍ଷ ଟିକା
ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ସାରା ଦେଶରେ କରୋନା ଟିକାକରଣର ପ୍ରଥମ ପର୍ଯ୍ୟାୟ ଚାଲିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରେ ପ୍ରାୟ ଦେଢ ଲକ୍ଷ କରୋନା ଟିକା ପହଞ୍ଚିଛି । ୧ ଲକ୍ଷ ୪୯ ହଜାର ୭୬୦ଟି କୋଭାକ୍ସିନ…
ସଂଗ୍ରାମୀଙ୍କୁ ଜନ୍ମଦିନର ଉପହାର: ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
କଟକ, ୨୩ା୧ (ଓଡିଶା ଭାସ୍କର): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ…