Browsing Category

ରାଜ୍ୟ

ଡବଲ ହେଲମେଟ ଚେକିଂ ଜୋରଦାର: ନ ମାନିଲେ ଲାଇସେନ୍ସ ବାତିଲ

ଭୁବନେଶ୍ୱର, ୨ା୧ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଡବଲ ହେଲମେଟ ଚେକିଂ ଜୋରଦାର କରାଯାଇଛି । ଯେଉଁମାନେ ଡବଲ ହେଲମେଟ ନପିନ୍ଧି ଧରାପଡ଼ୁଛନ୍ତି, ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି । ଏନେଇ…

୪ରେ ଶପଥ ନେବେ ମୁଖ୍ୟ ବିଚାରପତି

କଟକ,୨ ।୧(ଓଡିଶା ଭାସ୍କର): ଜାନୁଆରୀ ୪ ଅର୍ଥାତ୍ ସୋମବାର ଦିନ ଶପଥ ଗ୍ରହଣ କରିବେ ଜଷ୍ଟିସ୍ ଏସ୍ ମୁରଲୀଧର । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିବେ । ଓଡିଶା ହାଇକୋର୍ଟ ପରିସରରେ ଶପଥ ଗ୍ରହଣ…

୩ରେ ଖୋଲିବ ଶ୍ରୀବଳଦେବଜୀଉ ମନ୍ଦିର

କେନ୍ଦ୍ରାପଡା,୨ ।୧(ଓଡିଶା ଭାସ୍କର): କେନ୍ଦ୍ରାପଡାର ଶ୍ରୀବଳଦେବଜୀଉ ମନ୍ଦିର ଜାନୁଆରୀ ୩ ଅର୍ଥାତ୍ ଆସନ୍ତାକାଲି ଖୋଲିବାକୁ ଯାଉଛି । ଏକକାଳୀନ ୧୦୦ ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ତେବେ…

ଅସହାୟଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାରେ କନିଷ୍ଠ ଯନ୍ତ୍ରୀ ସମୀର ଦାସ

ମାଲକାନଗିରି, ୨ା୧ (ଓଡିଶା ଭାସ୍କର): କରୋନା ପାଇଁ ଅନେକ ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଥିଲା । ତେବେ ସେହି ବିପଦ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢ଼ାଉ ଚର୍ଚ୍ଚାକୁ ଆସିଥିଲେ ସେ । ସେ ହେଉଛନ୍ତି…

୪ରୁ ଖୋଲିଯିବ ଗଞ୍ଜାମର ସବୁ ମନ୍ଦିର

ଗଞ୍ଜାମ,୨ ।୧(ଓଡିଶା ଭାସ୍କର): ଆସନ୍ତା ୪ରୁ ଗଞ୍ଜାମ ଜିଲ୍ଲାରେ ଖୋଲିଯିବ ସବୁ ମନ୍ଦିର । କୋରୋନା କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ । ଆସନ୍ତାକାଲି ଖୋଲିବ ମା’ ତାରାତାରିଣୀଙ୍କ ମନ୍ଦିର । ମନ୍ଦିର ଉପରକୁ ଯାନବାହାନ…

CBSE ପରୀକ୍ଷାକୁ ନେଇ କ’ଣ କହିଲେ ଗଣଶିକ୍ଷାମନ୍ତ୍ରୀ?

ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): CBSE ପରୀକ୍ଷା ତାରିଖ ଘୋଷଣା ପରେ ଚିନ୍ତାରେ ପଡିଛି ଗଣଶିକ୍ଷା ବିଭାଗ । ଏହି ସର୍ମ୍ପକରେ ଆଜି ନିଜର ପ୍ରିତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ…

ଅପରାଜିତା ହେଲେ ଦେଶର ସର୍ବଶ୍ରେଷ୍ଠ ସାଂସଦ

ନୂଆଦିଲ୍ଲୀ, ୨ା୧: ୨୦୨୦ ବର୍ଷ ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି । ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ଏହି ସର୍ଭେ କରାଯାଇଥିବା ଜଣାପଡ଼ିଛି । ତେବେ…

ରାଜ୍ୟରେ କରୋନା ଟିକାର ଡ୍ରାଏ ରନ୍

ଭୁବନେଶ୍ୱର, ୨ା୧ (ଓଡିଶା ଭାସ୍କର): ରାଜ୍ୟର ୩୦ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକାକରଣ ନେଇ ଡ୍ରାଏ ରନ କରାଯିବ । ପ୍ରତ୍ୟେକ ରାଜ୍ୟରେ ଟିକାକରଣ ନେଇ ଡ୍ରାଏ ରନ କରିବା ପାଇଁ…

ଦେଶରେ ଦିନକରେ ୨୨୪ ମୃତ, ୧୯ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୨୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୨୧୮କୁ ବୃଦ୍ଧି ପାଇଛି । ଦିନକରେ ୧୯ ହଜାର ୭୯ ଜଣ ଆକ୍ରାନ୍ତ ଚିହ୍ନଟ…

ଏବେ ମିସ୍‌ କଲ୍‌ କଲେ ମିଳିବ ଗ୍ୟାସ୍

ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): ନୂଆବର୍ଷରେ ଅନେକ କିଛି ପରିବର୍ତ୍ତନ ଘଟିଛି । ଏଣିକି ମିସ୍‌ କଲ୍‌ କଲେ ମିଳିଯିବ ନୂଆ ଗ୍ୟାସ୍‌ ସଂଯୋଗ । କେବଳ ସହ ଗ୍ୟାସ୍‌ ସଂଯୋଗ ନୁହେଁ, ବରଂ ଗ୍ୟାସ୍‌ ରିଫିଲିଂ ମଧ୍ୟ କରିହେବ ।…