Browsing Category

ରାଜ୍ୟ

ମାର୍ଚ୍ଚ ମାସର ପ୍ରଥମ ଦିନରେ କମିଗଲା ସୁନା-ରୂପା ଦର, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ

ନୂଆଦିଲ୍ଲୀ: ମାର୍ଚ୍ଚ ମାସର ପ୍ରଥମ ଦିନରେ ଶସ୍ତା ହୋଇଗଲା ସୁନା-ରୂପା ଦର। ଗତ ତିନି ଦିନ ଧରି ସୁନା-ରୂପା ଦରରେ ହ୍ରାସ ପାଇବାରେ ଲାଗିଛି। ଶନିବାର ଦିନ ସୁନା ମୂଲ୍ୟରେ ୫୦୦ ଟଙ୍କା ହ୍ରାସ ପାଇଛି। ଏଥିସହ ରୂପା ଦର…

OAS ସ୍ତରରେ ୨୨ ଅଧିକାରୀଙ୍କୁ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ଵର: ଓଏଏସ୍ ଅଧିକାରୀସ୍ତରରେ ବଡଧରଣର ଅଦଳବଦଳ ହୋଇଛି। ମୋଟ୍ ୨୨ ଅଧିକାରୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ କଟକ ଉନ୍ନୟନ…

ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଡାକ୍ତରଖାନରେ ପରୀକ୍ଷା ପରେ ସାମ୍ନାକୁ ଆସିଲା ସତ

କେନ୍ଦୁଝର: ପୁଣିଥରେ ଜଣେ ସ୍କୁଲ ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ବର୍ତ୍ତମାନ ଷଷ୍ଠଶ୍ରେଣୀ ଛାତ୍ରୀ ଗର୍ଭବତୀ ରହିଥିବା ନେଇ ହଇଚଇ ସୃଷ୍ଟି ହୋଇଛି। କେନ୍ଦୁଝର ଚମ୍ପୁଆ ଅଞ୍ଚଳର ଏକ ଆଶ୍ରମ ସ୍କୁଲର…

ଆଜିଠୁ ହିତାଧିକାରୀଙ୍କ ପାଇଁ ଖୋଲିବ ‘ରାସନ’ ପୋର୍ଟାଲ, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର: ରାସନ କାର୍ଡରୁ ବାଦ ପଡିଥିବା ଆବେଦନକାରୀଙ୍କ ପାଇଁ ବଡ଼ ସୁଯୋଗ। ଆଜିଠୁ ଖୋଲିବ ‘ରାସନ’ ପୋର୍ଟାଲ। ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେବେ ଯେଉଁମାନେ…

ନବ ଦାସ ହତ୍ୟା ମାମଲା: ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ, ଦୀପାଳି ଓ ବିଶାଳଙ୍କୁ ହାଜର ହେବାକୁ ନୋଟିସ

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାକୁ ଏତେ ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିପାରିଲା ନାହିଁ । କ୍ରାଇମବ୍ରାଞ୍ଚ ଏନେଇ ଖୋଳତାଡ ଜାରି ରଖିଛି । ଏହାରି ମଧ୍ୟରେ ନବଦାସଙ୍କ…

ଆଜି କଟକ ପାଳିବ ଦହିବରା ଦିବସ

ଆଜି ବିଶ୍ବ ଦହିବରା ଦିବସ। ଦହିପାଣିରେ ଡୁବିଥିବା ବରା ସାଙ୍ଗକୁ ଆଳୁଦମ, ପିଆଜ ଆଉ ସେଓ । ଫିକା ହଳଦିଆ ବରା ସାଙ୍ଗରୁ ଯିଏ ଖାଇଛି ସିଏ ଜାଣିଛି । କଟକର ଗଳିକନ୍ଦିରୁ ବାହାରି ବିଶ୍ବ ସ୍ତରରେ ଓଡିଆଙ୍କୁ ଗର୍ବିତ କରିଛି…

ବସ୍‌କୁ ପଛରୁ ପିଟିଲା କଣ୍ଟେନର,୧୦ ଜଣ ଆହତ

ଭଦ୍ରକ: ବସ୍‌କୁ ପଛରୁ ଧକ୍କା ଦେଲା କଣ୍ଟେନର। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ବସ୍‌କୁ ଧକ୍କା ଦେବା ପରେ ପଛକୁ ପଛ ପିଟିହେଲେ ୨ଟି କଣ୍ଟେନର। ଏହି ସିରିଜ ଦୁର୍ଘଟଣା ଭଦ୍ରକ ଭଣ୍ଡାରିପୋଖରୀ…

IPS ସ୍ତରରେ ବଡଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ବଦଳିଲେ କଟକ ଓ ଭୁବନେଶ୍ବର DCP

ଭୁବନେଶ୍ୱର: ଆଇପିଏସ ସ୍ତରରେ ଶୁକ୍ରବାର ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ଅଦଳବଦଳରେ କମିଶନରେଟ ପୁଲିସର ଭୁବନେଶ୍ଵର ଏବଂ କଟକ ଡିସିପିଙ୍କୁ ବଦଳି କରାଯାଇଛି। ଭୁବନେଶ୍ଵର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ…

ସାବଧାନ ! ମାର୍ଚ୍ଚରେ ଅସମ୍ଭାଳ ଖରା ହେବାର ସମ୍ଭାବନା, ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

ଭୁବନେଶ୍ୱର : ଚଳିତ ବର୍ଷ ରେକର୍ଡ଼ ଭାଙ୍ଗିବ ତାତି। ଫେବୃଆରୀରେ ତାତି ସହି ହେଉ ନଥିବା ବେଳେ ମାର୍ଚ୍ଚରେ ଅସମ୍ଭାଳ ଖରା ହେବା ନେଇ ବିଭାଗ ପକ୍ଷରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଖରା ଏବେଠୁ ଯେମିତି…

ଓଡ଼ିଶାରେ ବଢ଼ିପାରେ ଲୋକସଭା ସିଟ୍, ରାଜ୍ୟ ରାଜନୀତିରେ ଚାଲିଛି ଜୋରଦାର ଚର୍ଚ୍ଚା

ଭୁବନେଶ୍ୱର,୨୮ା୨:  ଲୋକସଭା ଆସନ ଆଧାରରେ ବିଧାନସଭାର ଆସନ ସଂଖ୍ୟା ବି ବଢ଼ିବ ବୋଲି ଆଲୋଚନା ହେଉଛି। ଲୋକସଂଖ୍ୟା ଓ ଭୌଗୋଳିକ ସ୍ଥିତିକୁ ନେଇ ସଂସଦୀୟ କ୍ଷେତ୍ରର ସୀମା ନିର୍ଦ୍ଧାରଣ କରାଯିବ । ଆସନ୍ତା ବର୍ଷ ଏନେଇ…