Browsing Category
ରାଜ୍ୟ
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସର ପରିବାରକୁ କ୍ରାଇମବ୍ରାଞ୍ଚର ପଚରାଉଚରା
ଭୁବନେଶ୍ବର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବ୍ରହ୍ମପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ ଟିମ୍ । ବ୍ରହ୍ମପୁରରେ ଗୋପାଳ ଦାସର ପରିବାରକୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି ।
ଗୋପାଳର ବଡ଼ଭାଇ ସହ…
ରାଉରକେଲାରେ ୨ ଅଭିଯୁକ୍ତକୁ ପୋଲିସର ଏନ୍କାଉଣ୍ଟର, ଢାବା ମାଲିକଙ୍କୁ ଗୁଳି କରି ଫେରାର ପାଇଁ କରୁଥିଲେ ଚେଷ୍ଟା
ଭୁବନେଶ୍ବର: ପୁଣି ରାଉରକେଲାରେ ଫୁଟିଲା ଗୁଳି । ଢ଼ାବା ମାଲିକଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ ।
ବିଶ୍ରା ଥାନା ଡୁଗ୍ରୁ ଥାନା ମାଲିକଙ୍କୁ ଗୁଳି କରି ଫେରାର ହୋଇଥିଲେ ଦୁର୍ବୃତ୍ତ ।…
Breaking: ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ଦୁଇଗୁଣା ବୃଦ୍ଧି
ଭୁବନେଶ୍ବର: ବଢ଼ିଲା ପୋଲିସ କର୍ମଚାରୀଙ୍କ ଭତ୍ତା । ପୋଲିସ କର୍ମଚାରୀଙ୍କ ଭତ୍ତା ଏବଂ ପ୍ରୋତ୍ସାହନ ରାଶି ବୃଦ୍ଧି । କନଷ୍ଟେବଳଙ୍କ ଠାରୁ ଇନ୍ସପେକ୍ଟର ଯାଏଁ ପୋଷକ ଭତ୍ତା ଦୁଇଗୁଣା ବୃଦ୍ଧି କରାଯାଇଛି ।…
Breaking: ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନ ମାନ୍ୟତା
ଭୁବନେଶ୍ବର: ଅପେକ୍ଷାର ଅନ୍ତ ଘଟିଲା । ଆଜି ଶେଷରେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି । ଏନେଇ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଶିମିଳିପାଳ…
ଓଡ଼ିଶା ଯୁବ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହେଲେ ରଞ୍ଜିତ ପାତ୍ର
ଭୁବନେଶ୍ୱର: ଓଡ଼ିଶା ଯୁବ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହେଲେ ରଞ୍ଜିତ ପାତ୍ର । ଏଥିସହ କୃଷ୍ଣଚନ୍ଦ୍ର ପତି, ଗଣେଶ ସାହୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ।
INS ନିଯୁକ୍ତି ପ୍ରକ୍ରିୟାରେ ବଡ଼ ଧରଣର ସ୍କାମ୍, ୫ ଜଣ କର୍ମଚାରୀଙ୍କୁ ବାନ୍ଧିଲା ପୋଲିସ
ଖୋର୍ଦ୍ଧା: ଆଇଏନଏସ ନିଯୁକ୍ତି ପ୍ରକ୍ରିୟାରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଏଥିରେ ୫ ଜଣ ଗିରଫ ହୋଇଥିବା ଖବର ଜଣାପଡିଛି । ୫ ଜଣ ଆଇଏନଏସ କର୍ମଚାରୀଙ୍କୁ ଗିରଫ କରିଛି ଖୋର୍ଦ୍ଧା…
SBIରୁ ୩.୫ ଲକ୍ଷ ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ, ଚୋର ଭାଙ୍ଗି ନେଇଗଲେ
ବଣାଇ: ବାଇକ୍ ଡିକି ଭାଙ୍ଗି ୩.୫ ଲକ୍ଷ ଟଙ୍କା ଲୁଟିନେଲେ । ଏସବିଆଇରୁ ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ । ୨ ଦୁର୍ବୃତ୍ତ ଆସି ଡିକି ଭାଙ୍ଗି ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି ।
ଯେତେବେଳେ ବାଇକ ଆରୋହୀ…
ଲିଫ୍ଟରେ ବୃଦ୍ଧାଙ୍କ ମୃତ୍ୟୁ ଘଟଣା, ସହାୟତା ରାଶି ଘୋଷଣା କଲେ ଜିଲ୍ଲାପାଳ
ଭୁବନେଶ୍ବର: ଆଜି ସକାଳେ ଭଦ୍ରକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ହସ୍ପିଟାଲ ଲିଫ୍ଟରେ ଚାପି ହୋଇ ଜଣେ ବୃଦ୍ଧାଙ୍କର ଜୀବନ ଯାଇଥିଲା । ତେବେ ଏହି ଘଟଣାରେ ବର୍ତ୍ତମାନ ସହାୟତା ଘୋଷଣା କରାଯାଇଛି ।
ବୃଦ୍ଧା…
ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ପାଇଁ ନିର୍ଦ୍ଦେଶନାମା, ସୁଆର ମହାସୁଆର ନିଯୋଗ ପକ୍ଷରୁ ସୂଚନା
ପୁରୀ: ସୁଆର ମହାସୁଆର ନିଯୋଗ ପକ୍ଷରୁ ବଡ଼ ସୂଚନା । ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଦୀଘାରେ ଉଦଘାଟିତ ହୋବକୁ ଯାଉଛି, ଶ୍ରୀଜଗନାଥ ମନ୍ଦିର ନେଇ ଏହି…
ଗାଧୋଇବାକୁ ଯାଇ ପାଣିରେ ଭାସିଗଲେ, ମହାନଦୀରେ ବୁଡ଼ି ୨ ଜଣ ନିଖୋଜ
କଟକ: ମହାନଦୀରେ ବୁଡ଼ି ଯାଇ ୨ ଜଣ ନିଖୋଜ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଯୋବ୍ରା ଆନିକଟ ନିକଟରେ ବୁଡ଼ି ଯାଇ ନିଖୋଜ ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ୩ ଜଣ ଗାଧୋଇଲା ବେଳେ ଏହି ଅଘଟଣ ଘଟିଛି । ଏଥିରେ ଜଣେ…