Browsing Category

ରାଜ୍ୟ

ଗାଧୋଇବାକୁ ଯାଇ ପାଣିରେ ଭାସିଗଲେ, ମହାନଦୀରେ ବୁଡ଼ି ୨ ଜଣ ନିଖୋଜ

କଟକ: ମହାନଦୀରେ ବୁଡ଼ି ଯାଇ ୨ ଜଣ ନିଖୋଜ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଯୋବ୍ରା ଆନିକଟ ନିକଟରେ ବୁଡ଼ି ଯାଇ ନିଖୋଜ ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ୩ ଜଣ ଗାଧୋଇଲା ବେଳେ ଏହି ଅଘଟଣ ଘଟିଛି । ଏଥିରେ ଜଣେ…

Breaking: ୬ ଲକ୍ଷ ଲୋକଙ୍କୁ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କଟାକ୍ଷ କଲେ ବିଜେଡି ନେତା ଅରୁଣ ସାହୁ

ଭୁବନେଶ୍ୱର: ଆଜି ୬ ଲକ୍ଷ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ଲୋକଙ୍କ ପାଖରେ କାର୍ଡ ପହଞ୍ଚିବ । ଏ ନେଇ ପ୍ରକୟିୟା ଜାରିଥିବାବେଳେ ଆଗାମୀ ଦିନରେ ଆହୁରି ଲୋକଙ୍କୁ ରାସନ କାର୍ଡ ବଣ୍ଟାଯିବ ବୋଲି ନିଜ…

ପହଲଗାମ୍ ଆତଙ୍କୀ ଆକ୍ରମଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ, ରାୟପୁରରେ ପହଞ୍ଚିଲା ମରଶରୀର

ବଲାଙ୍ଗୀର: ପହଲଗାମ ଆତଙ୍କୀ ଆକ୍ରମଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଦିନେଶ ଅଗ୍ରୱାଲ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଲାଠୋର ଗାଁର ପ୍ରୟାଗ ଚାନ୍ଦ ଅଗ୍ରୱାଲଙ୍କ ସାନପୁଅ ଦିନେଶ…

ଆହୁରି ବଢ଼ିବ ଖରା, ଆଜି ପାଇଁ ୧୧ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଦିନ ଯେତେ ବଢୁଛି ତାତି ସେତେ ବଢୁଛି। ସକାଳ ୭ରୁ ଅନୁଭୂତ ହେଉଛି ଟାଣ ଖରା। ସେପଟେ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ, ଆଜି ପାଇଁ ୧୧ ଜିଲ୍ଲାକୁ ସତର୍କ କରିଛି ପାଣିପାଗ…

BREAKING: ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ନାବାଳିକା ଭଉଣୀଙ୍କ ଜୀବନ

ଭଦ୍ରକ: ପୋଖରୀରେ ବୁଡ଼ି ଦୁଇ ନାବାଳିକା ଭଉଣୀ ମୃତ। ଭଦ୍ରକ ବାସୁଦେବପୁରରେ କଶିଆ ସାମୁଦ୍ରିକ ଥାନ ସାନକୃଷ୍ଣପୁର ମଳିକ ସାହିରେ ଘଟିଛି ଏହି ଅଘଟଣ। ହସ୍ପିଟାଲରେ ଦୁଇ ଭଉଣୀଙ୍କୁ ମୃତ ଘୋଷଣା କଲେ ଡାକ୍ତର।…

BREAKING: ଦ୍ୱିତୀୟ ବିବାହ କରିବା ପାଇଁ ୬ ବର୍ଷର ପୁଅକୁ ମାରି ପୋଖରୀରେ ଫିଙ୍ଗିଦେଲା ବାପା !

ଯାଜପୁର: ପୁଅର ହତ୍ୟାକାରୀ ବାପା। ଅତି ନିର୍ଦୟ ଭାବରେ ୬ ବର୍ଷର ନାବାଳକକୁ ମାରି ଗାଁ ପାଖ ପଥର ଖାଦାନରେ ଥିବା ପୋଖରୀରେ ମାରି ଫୋପାଡି ଦେଇଛି ଜନ୍ମ କଲା ବାପା। ଆଉ ମାରିବାର କାରଣ ହେଉଛି ଦ୍ୱିତୀୟ ବିବାହ କରିବାର…

Most Wanted ମାଓବାଦୀ ହିଡମାକୁ ଧରିବା ପାଇଁ ବଡ଼ ସର୍ଚ୍ଚ ଅପରେଶନ୍ ଜାରି , ୫ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ବିଜାପୁରରେ ୫ ମାଓବାଦୀଙ୍କୁନ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ସିଆରପିଏଫର କୋବ୍ରା ବାଟାଲିଅନ୍ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେସିଆଲ ଟାସ୍କ ଫୋର୍ସର ମିଳିତ ଅପରେଶନରେ ଏହି ସଫଳତା…

୯ ବର୍ଷର କୁନି ପୁଅ, ଖଇ-କୋଉଡ଼ି ବିଞ୍ଚି, ବାପା ପ୍ରଶାନ୍ତଙ୍କୁ ଦେଲେ ଅନ୍ତିମ ବିଦାୟ

ବାଲେଶ୍ୱର: କି ହୃଦୟ ବିଦାରକ ଦୃଶ୍ୟ। କାହାରି ଆଖିରେ ଲୁହ ରହୁନି। ସମସ୍ତଙ୍କ ଛାତି ଫାଟିଯାଉଛି। ପ୍ରଶାନ୍ତଙ୍କ ସ୍ତ୍ରୀ ଯେପରି ଏକ ପ୍ରକାର ପାଗେଳି ହୋଇଗଲାଣି। କ'ଣ କହୁଛି କ'ଣ କରୁଛି କିଛି ଜାଣିପାରୁନି। ଖାଲି…

କଟକରେ ନକଲି ମଦ ନିର୍ମାଣ କାରଖାନା ଠାବ; ୨ ଅଟକ

କଟକ: ଆବକାରୀ ବିଭାଗ ଗୁରୁବାର କଟକ ଜିଲ୍ଲାର ଚୌଦ୍ୱାର ଅଞ୍ଚଳରେ ଏକ ନକଲି ବିଦେଶୀ ମଦ ନିର୍ମାଣ କାରଖାନାକୁ ଠାବ କରିଛି। ବିଭାଗର ଅଧିକାରୀମାନେ ଅଭିଯାନ ସମୟରେ ମଦ ନିର୍ମାଣ ସାମଗ୍ରୀ, ନକଲି ଲେବଲ ଏବଂ ପ୍ରିମିୟମ…

BREAKING: ମୁଖ୍ୟମନ୍ତ୍ରୀ କଲେ ଘୋଷଣା, ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ ଲକ୍ଷର ଆର୍ଥିକ ସହାୟତା ଘୋଷଣା

ବାଲେଶ୍ୱର: ମୃତ ପ୍ରଶାନ୍ତଙ୍କ ପରିବାର ବର୍ଗଙ୍କ ପାଇଁ ସହାୟତା ଘୋଷଣା। ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ ଲକ୍ଷର ସହାୟତ ରାଶି। ବାଲେଶ୍ୱର ଇସାଣୀ ଗାଁରୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରଶାନ୍ତଙ୍କ ସ୍ତ୍ରୀଙ୍କୁ…