Browsing Category
ରାଜ୍ୟ
Breaking: ସ୍ପଷ୍ଟୀକରଣ ରଖିଲା CBSE, ଦଶମ ପିଲା ଦେବେ ବର୍ଷକୁ ୨ଟି ବୋର୍ଡ ପରୀକ୍ଷା
ଭୁବନେଶ୍ୱର: ଏଣିକି ଗୋଟିଏ ନୁହେଁ ବର୍ଷକୁ ଦୁଇଟି ଲେଖାଏଁ ପରୀକ୍ଷା ଦେବାକୁ ପଡିବ। ଏବେଠାରୁ ପ୍ରତିବର୍ଷ ଦଶମ ପିଲା ଥରେ ନୁହେଁ ଦୁଇଟି ଲେଖାଏଁ ବୋର୍ଡ ପରୀକ୍ଷା ଦେବେ। ଏନେଇ ସ୍ପଷ୍ଟୀକରଣ ରିଖିଛି CBSE।
୨୫ରେ…
ବରକୁ ମାରିବାକୁ ଦେଇଥିଲା ସୁପାରୀ, ଏବେ ଗିରଫ ହୋଇ ଥାନାରେ ଚକି ପେଷିବ
ବଲାଙ୍ଗିର: ବଲାଙ୍ଗିର ବରକୁ ହତ୍ୟା ପାଇଁ ସୁପାରୀ ଦେବା ଘଟଣା। ତିନି ଦିନ ପରେ ଗିରଫ ହେଲା ମାଷ୍ଟର ମାଇଣ୍ଡ। କନିଆଁ ମଥାରୁ ସିନ୍ଦୂର ପୋଛିବାକୁ କରିଥିଲା ଷଡ଼ଯନ୍ତ୍ର। ହେଲେ ଏବେ ଧରା ପଡି ଜେଲରେ। ବରକୁ କାହିଁକି…
Breaking: ଏପଟେ ମା’ କରିଥିଲା ଜାଗର, ସେପଟେ ନାବାଳକ ପୁଅ ମୁଣ୍ଡ ଉପରେ ଚଢ଼ିଗଲା ମିଲ୍କ ଭ୍ୟାନ
ବାଲିଅନ୍ତା: ସିଧା ଆସିଲା କୁନି ପୁଅର ମୁଣ୍ଡ ଉପରେ ମିଲ୍କ ଭ୍ୟାନ ଚଢାଇ ଦେଲା। ସ୍ଥାନୀୟ ଲୋକ ଯେତେ ଚିତ୍କାର କଲେ ମଧ୍ୟ କିଛି ଶୁଣିଲାନି। ପିଲାଟି ସାଇକେଲ ନେଇ ଯିବା ବେଳେ ପଛପଟୁ ଆସି ଚାପିଦେଲା। ଆଉ ଘଟଣା ସ୍ଥଳରେ…
Breaking: ରୋମିଓ IIC ସସପେଣ୍ଡ, ପୂର୍ବରୁ ସ୍ତ୍ରୀ ଓ ପିଲା ଥାଇ ମହିଳା ହୋମଗାର୍ଡଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ
ଜଗତସିଂହପୁର: ପୂର୍ବତନ IIC ସସପେଣ୍ଡ। ଜଗତସିଂହପୁର କୁଜଙ୍ଗର ପୂର୍ବତନ IIC ତପନ ନାହାକଙ୍କୁ ବୁଧବାର ଦିନ ସସପେଣ୍ଡ କରାଯାଇଛି। ସରକାରୀ ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି।…
ଏକତରଫା ପ୍ରେମର କରୁଣ ପରିଣତି, ଘରେ ପଶି ମହିଳାଙ୍କୁ ଛୁରାମାଡ଼
ଭୁବନେଶ୍ବର: କୋଣାର୍କରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରାମାଡ଼ । ଯେତେ ଏହି କାଣ୍ଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଯୁବକ ।
ଖବର ଅନୁସାରେ, ଗୋପ ଥାନା ଖଣ୍ଡାସାହିରେ ଘରେ…
ବାବା ଅଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟି ଘୋଷଣା
ଭୁବନେଶ୍ୱର: ବାବା ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟି ଘୋଷଣା କରାଯାଇଛି। ଏ ନେଇ ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅର୍ଥ ରାଶି ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ।…
ଯୁବତୀଙ୍କୁ ଗଳାକାଟି ହତ୍ୟା ଘଟଣା; ପୋଲିସକୁ ଦେଖି ଭୟରେ ବିଷ ଖାଇଦେଲା ଅଭିଯୁକ୍ତ
ବାଲେଶ୍ୱର: ସୋର ଲିଙ୍ଗପଡ଼ାରେ ଏକତରଫା ପ୍ରେମରୁ ଯୁବତୀଙ୍କ ଗଳାକଟି ହତ୍ୟା ଘଟଣାରେ ବିଷ ଖାଇଦେଲା ଅଭିଯୁକ୍ତ। ହତ୍ୟାକାଣ୍ଡ ଭିଆଇବାର ୩ ଦିନ ପରେ ଫେରାର ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ପୋଲିସ। ଗାଁ ନିକଟ…
ଜାଗର ପର୍ବ ୨୦୨୫: ଆଜି ରାତି ୧୦ଟାରେ ଉଠିବ ମହାଦୀପ
ଭୁବନେଶ୍ୱର: ଆଜି ଜାଗର। ସବୁ ଶୈବପୀଠ ଉତ୍ସବ ମୁଖର। ତେବେ ବ୍ରତ କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମହାଦୀପ ଉଠିବାର ସମୟ ଅତ୍ୟନ୍ତ ଆବଶ୍ୟକ। କାରଣ ପ୍ରଭୁଙ୍କ ମହାଦୀପ ଉଠିବା ପରେ ସମସ୍ତେ ନିଜ ବ୍ରତକୁ ଭଙ୍ଗ କରିଥାନ୍ତି।…
ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଦଳାଚକଟାରେ ୨ ମହିଳା ଶ୍ରଦ୍ଧାଳୁ ଆହତ
ଭୁବନେଶ୍ୱର: ଆଜି ମହାଶିବରାତ୍ରୀ। ସବୁ ଶୈବପୀଠ ଉତ୍ସବ ମୁଖର। ଏଥିପାଇଁ ପ୍ରତ୍ୟେକ ମନ୍ଦିରରେ ବକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ତେବେ ଏହାରି ମଧ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଜାଗରରେ ଶ୍ରୀଲିଙ୍ଗରାଜ…
Breaking News: ପୋଲରୁ ଖସିଲା ୨ଟି ଟ୍ରକ୍, ୩ ଗୁରୁତର
ଭଦ୍ରକ: ଗେଲପୁରରେ ପୋଲରୁ ଖସିଲା ଦୁଇଟି ଟ୍ରକ୍। ଏହି ଦୁଇଟି ଟ୍ରକ୍ ତଳକୁ ଖସିବାରୁ ୩ ଜଣ ଗୁରୁତର ଅଛନ୍ତି। ଏହି ତିନିଜଣ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ୧୬ ନଂ ଏନଏଚ୍ ଆରଡି ଛକ ନିକଟରେ ଏହି…