Browsing Category
ରାଜ୍ୟ
Breaking: ସରିବ ପ୍ରେସକ୍ରିପସନ ଟେନସନ! ‘ଆଭା’ କାର୍ଡରେ ରହିବ ସମସ୍ତ ତଥ୍ୟ: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ବର: ଆଭା କାର୍ଡ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ପ୍ରେସକ୍ରିପସନରୁ ମୁକ୍ତି ଦେବ ଆଭା କାର୍ଡ । ଏଣିକି ଗୋଟିଏ କାର୍ଡରେ ରହିବ ସମସ୍ତ ରୋଗୀଙ୍କର ଡାଟା ।…
ଓଡ଼ିଶାକୁ ଆସିବେ ଆଉ ୩ଟି ମହାବଳ ବାଘ, ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ଓଡ଼ିଶାକୁ ଆସିବେ ଆଉ ୩ଟି ମହାବଳ ବାଘ । ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଜାରି କରିଛନ୍ତି ।
ସେ କହିଛନ୍ତି ଯେ, “ଆଉ ୩ଟି ବାଘ ନେଇ ବିଚାର ବିମର୍ଶ ଚାଲିଛି । ସେମାନଙ୍କୁ…
ନୂଆ ବର୍ଷର ଦ୍ୱିତୀୟ ସକାଳେ ଗଡିଲା ମୁଣ୍ଡ, ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା
ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରେ ବିଭତ୍ସ ହତ୍ୟା । ଭୁବନେଶ୍ୱରର ପୁନାମା ଗେଟ ନିକଟରେ ଯୁବକଙ୍କୁ ଅତି ନୃଶଂସଭାବେ ହତ୍ୟା କରାଯାଇଛି । ମୃତଦେହ ରେଳ ଧାରଣରେ ରକ୍ତ ଜୁଡୁବୁଡ ଅବସ୍ଥାରେ ଉଦ୍ଧାର ହୋଇଛି । ଶରୀରର…
ଆସନ୍ତାକାଲିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ପୁରୀ: ନୂଆବର୍ଷ ସମୟରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ପୁଣି ଥରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଲୁହା…
ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ, 30 ମିନିଟ ପୂର୍ବରୁ ପହଞ୍ଚିବା ନେଇ ନିର୍ଦ୍ଦେଶ
ଭୁବନେଶ୍ବର: ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି । ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ୨୫ ହଜାର ଏବଂ କଳା ବିଭାଗରେ ପ୍ରାୟ ୧ ଲକ୍ଷ ପରୀକ୍ଷାର୍ଥୀ ରହିଛନ୍ତି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା…
ମଶା ଧୂପରୁ ହେଲା ଭୟାବହ ଅଗ୍ନିକାଣ୍ଡର ରୂପ, ଜଳିଗଲା ୪ ବଖରା
ସୋର: ସକାଳୁ ସକାଳୁ ବାଲେଶ୍ୱରର ସୋରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଶା ଧୂପ ଯୋଗୁଁ ଏଠାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୪ଟି ବଖାର ଜଳିଯାଇଛି ।
ସିମୁଳିଆ ବ୍ଲକ ବଙ୍ଗାଲପୁର…
2025ରେ ସରକାରଙ୍କ ଉତ୍ତମ ଯୋଜନା, ଓଡିଶାରେ ପ୍ରତିଷ୍ଠା ହେବ ବାୟୋଟେକ୍ନୋଲୋଜି ବିଶ୍ବବିଦ୍ୟାଳୟ
ଭୁବନେଶ୍ବର: ଓଡିଶାରେ ପ୍ରତିଷ୍ଠା ହେବ ବାୟୋଟେକ୍ନୋଲୋଜି ବିଶ୍ବବିଦ୍ୟାଳୟ । ଏହାଦ୍ବାରା ରାଜ୍ୟରେ ବିଜ୍ଞାନର ବିକାଶ ହେବ । ନୂଆବର୍ଷ ଅବସରରେ ଏହି ଘୋଷଣା କରିଛନ୍ତି ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ…
ବିଳମ୍ବିତ ରାତିରେ ଖୁସି ଖବର ଦେଲେ ମୋହନ ସରକାର, ବଢିଲା ଗ୍ରାଚ୍ୟୁଇଟି ରାଶି
ଭୁବନେଶ୍ବର: ନୂଆ ବର୍ଷର ପ୍ରଥମ ଦିନ ସରିବା ପାଇଁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଥିବା ବେଳେ ବିଳମ୍ବିତ ରାତିରେ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗ୍ରାଚ୍ୟୁଇଟି ରାଶି ବଢାଇଲେ ମୋହନ ସରକାର ।…
ରାଜ୍ୟ ଭିଜିଲାନ୍ସରେ ନୂଆ ପଦବୀ ସୃଷ୍ଟି ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟ ଭିଜିଲାନ୍ସରେ ନୂଆ ପଦବୀ ସୃଷ୍ଟି ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ୮ ଅତିରିକ୍ତ ଏସ୍ପି, ୨୪ ଡିଏସ୍ପି ଓ ୧୬ ଏସ୍ଆଇ ପଦବୀ ସୃଷ୍ଟି ।
ନୂଆ ପଦବୀ ସୃଷ୍ଟିକୁ ଅନୁମୋଦନ…
ମୋହନ ସରକାର ଦେଲେ ଖୁସି ଖବର, ୫ ବର୍ଷରେ ପୂରଣ ହେବ ଦେଢ଼ଲକ୍ଷ ପଦବୀ
ଭୁବନେଶ୍ବର: ଓଡିଶାରେ କିଛି ମାତ୍ରାରେ ହଟିବ ଗରିବି ସମସ୍ୟା । ଆସନ୍ତା 5 ବର୍ଷ ମଧ୍ୟରେ ଦେଢ଼ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦେବା ନେଇ ଲକ୍ଷ୍ୟ ରଖାଯାଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…