Browsing Category
ରାଜ୍ୟ
Breaking: ୨୫ଟି ପ୍ରକଳ୍ପକୁ ମିଳିଲା ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ, ସୃଷ୍ଟି ହୋଇପାରେ ୧୪ ହଜାର ୪୯୭ ନିଯୁକ୍ତି
ଭୁବନେଶ୍ବର: 25 ପ୍ରକଳ୍ପକୁ ମିଳିଲା ସିଙ୍ଗଲ ଓ୍ବିଣ୍ଡୋ ମଞ୍ଜୁରୀ । ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସରେ ୨୫ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ…
ମହାରାଷ୍ଟ୍ରରୁ ଓଡ଼ିଶା ଅଭିମୁଖେ ୫ ଇଲେକ୍ଟ୍ରିକ୍ ଡବଲ୍ ଡେକର ବସ୍, ଏଥିରେ ବୁଲିବେ ପ୍ରବାସୀ ଭାରତୀୟ
ଭୁବନେଶ୍ବର: ଡବଲଡେକର ବସକୁ ନେଇ ଆଉ ଏକ ବଡ ଅବଡେଟ୍ ଦେଲା କ୍ରୁଟ । ମହାରାଷ୍ଟ୍ରରୁ ଓଡ଼ିଶା ଅଭିମୁଖେ ୫ଟି ଇଲେକ୍ଟ୍ରିକ୍ ଡବଲ୍ ଡେକର ବସ୍ ଆସୁଥିବା ସୂଚନା । ସେଥିମଧ୍ୟରୁ ୨ଟି ବସ୍ ମଧ୍ୟରାତ୍ରୀ କିମ୍ବା କାଲି…
ନୂଆବର୍ଷରେ ନବୀନଙ୍କୁ ତେରଛା ବାଣ ମାରିଲେ ତଥାଗତ, ‘ଓଡ଼ିଆ ଲୋକେ ଏତେ ବୋକା ନୁହନ୍ତି, ଅଣ୍ଡରଏଷ୍ଟିମେଟ କରନ୍ତୁ ନାହିଁ’
ଭୁବନେଶ୍ବର: ନୂଆବର୍ଷରେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ତଥାଗତ ସତପଥୀ । ବିଜେଡି କାହିଁକି ହାରିଲା ଆଜି ସେନେଇ ଏକ ସମ୍ପାଦକୀୟ ଲେଖିଛନ୍ତି । ଯାହାକି ନୂଆବର୍ଷରେ ଚର୍ଚ୍ଚାର ବିଷୟ ସାଜିଛି । ପରାଜୟ ପାଇଁ…
ଚିକେନ ନେଇ ଫେରୁଥିବା ବେଳେ ଖଣ୍ଡାରେ ଖଣ୍ଡ ଖଣ୍ଡ, ଗାଁ ଦାଣ୍ଡରେ ପଡିଛି ଖଣ୍ଡ ବିଖଣ୍ଡିତ ମୃତଦେହ
ଭୁବନେଶ୍ବର: ନୂଆବର୍ଷର ଖୁସିର ଦିନରେ ଗାଁରେ ପଡିଲା ରକ୍ତଛିଟା । ଚିକେନ ଆଣି ଫେରୁଥିବା ବେଳେ ଖଣ୍ଡାରେ ଖଣ୍ଡ ଖଣ୍ଡ କଲା ଯୁବକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରେ ଘଟିଛି ଏହି ଛାତିଥରା ହତ୍ୟାକାଣ୍ଡ । କାମାକ୍ଷାନଗର…
Breaking: ନୂଆବର୍ଷରେ ପଦୋନ୍ନତି ଦେଲେ ମୋହନ ସରକାର, ଡିଜି ପାହ୍ୟାକୁ ଗଲେ ୩ IPS
ଭୁବନେଶ୍ବର: ନୂଆବର୍ଷ ଆରମ୍ଭରୁ ଖୁସି ଖବର ଦେଲେ ରାଜ୍ୟ ସରକାର । ପୁଣି 3 ଆଇପିଏସଙ୍କୁ ମିଳିଲା ପଦୋନ୍ନତି । 3ଜଣ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ୧୯୯୩ ବ୍ୟାଚ୍ର ୩ IPSଙ୍କ ଡିଜି ପାହ୍ୟାକୁ…
୨୦୨୩ରେ ୭୮ ଓ ୨୦୨୪ରେ ୮୯ ମର୍ଡର, କମିଶନରେଟ୍ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସାମ୍ନାକୁ ଆସିଲା କମିଶନରେଟ୍ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ । ୨୦୨୩ରେ ଭୁବନେଶ୍ବର ୟୁପିଡିରେ ୧୧ ହଜାର ୯୭୫ ମାମଲା ।
୨୦୨୪ରେ କେବଳ ଭୁବନେଶ୍ବର ୟୁପିଡିରେ ୧୪ ହଜାର ୪୧୬…
ଆହୁରି ୨-୪ ଡିଗ୍ରୀ କମିବ ତାପମାତ୍ରା, ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ହେବ ପ୍ରବଳ ଶୀତ
ଭୁବନେଶ୍ୱର- ଶୀତ ଆହୁରି ରାଜ୍ୟକୁ କଲବଲ କରିବ । କାଲୁଆ ପବନ ସହ କୁହୁଡି ପାଇଁ ରାଜ୍ୟବାସୀ ଆହୁରି ହନ୍ତସନ୍ତ ହେବା ନେଇ ପୂର୍ବାନୁମାନ କରିଛି । ତେବେ ଆସନ୍ତା ୭ ଦିନନ ପାଗ ଶୁଖିଲା ନେଇ ଆକଳନ ।
ଆଞ୍ଚଳିକ ପାଣିପାଗ…
ପୁରୀରେ ଭକ୍ତଙ୍କୁ ଗଣିଲା AI, ଚଳିତ ଥର ରେକର୍ଡ ଭାଙ୍ଗିଲା ଶ୍ରଦ୍ଧାଳୁଙ୍କ ସଂଖ୍ୟା
ପୁରୀ: ଆଜି ନୂଆବର୍ଷ ଅବସରରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ହଜାର ହଜାର ସଂଖ୍ୟାରେ ଭକ୍ତ ଆଜି କାଳିଆ ଦର୍ଶନ ପାଇଁ ପାଇଁ ପୁରୀରେ ଲମ୍ବା ଲାଇନ ଲଗାଇଛନ୍ତି । ଏହି ଭିଡ଼କୁ ଦୃଷ୍ଟି ରଖାଯାଇ…
Breaking: ଆୟୁଷ୍ମାନ ଯୋଜନାରେ ମହିଳାଙ୍କୁ ମିଳିବ ଅଧିକ ୫ ଲକ୍ଷ ବୀମା ସୁବିଧା, ଖୁବଶୀଘ୍ର ରାଜ୍ୟରେ ହେବ ଲାଗୁ
ଭୁବନେଶ୍ୱର: ଆୟୁଷ୍ମାନ ଭାରତରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କର ବୀମା ସୁବିଧା ମିଳିବ । ଏ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ରାଜ୍ୟରେ ଖୁବ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏହି…
ଜାନୁଆରୀ ୧୫ ତାରିଖ ସୁଦ୍ଧା ସରିବ ଇ-କେୱାଇସି ପ୍ରକ୍ରିୟା, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ସୁଦ୍ଧା ସରିବ ଇ-କେୱାଇସି ପ୍ରକ୍ରିୟା । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଇ-କେୱାଇସି ପାଇଁ ବାହାର ରାଜ୍ୟକୁ ଯିବେ ଅଧିକାରୀ । ନିକଟରେ ଗୋଆକୁ…