Browsing Category

ରାଜ୍ୟ

ଜିରୋ ନାଇଟରେ ଜଗାକୁ ଦେଖିପାରିବେ ଭକ୍ତ, ରାତି ସାଢ଼େ ୧୨ ସୁଦ୍ଧା ଫିଟିବ ଦ୍ବାର

ଭୁବନେଶ୍ବର: ଆଉ କେଇ ଘଣ୍ଟା ପରେ ବିଦାୟ ନେବ ବର୍ଷ 2024 । 2025 ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ତେବେ ନୂଆବର୍ଷରେ ଶ୍ରୀଜଗନ୍ନାଥଙ୍କ ଆର୍ଶିବାଦ ନେବା ପାଇଁ…

ପୁରୁଷଙ୍କ ସୁରକ୍ଷା ପାଇଁ ଆଗକୁ ଆସିଲେ ବାବା ବଳିଆ, କହିଲେ- ପୁରୁଷ କମିଶନ ଗଠନର ଆବଶ୍ୟକତା ରହିଛି

ଭୁବନେଶ୍ୱର- ପୁରୁଷଙ୍କୁ ନ୍ୟାୟ ଦେବାକୁ ଅଣ୍ଟା ଭିଡିଲେ ବାବା ବଳିଆ । ପୁରୁଷଙ୍କ ସୁରକ୍ଷା ପାଇଁ ମଧ୍ୟ ଏକ କମିଶନର ଆବଶ୍ୟକତା ରହିଥିବା କହିଛନ୍ତି ବାବା । ଆବଶ୍ୟକ ପଡିଲେ ବାବା ପୁରୁଷ କମିଶନ ଗଠନ ଦାବିରେ ଦରକାର ହେଲେ…

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ, ୭ଦିନ ଡାକ୍ତର ବେଶରେ ୱାର୍ଡ ବୁଲୁଥିଲେ ହେଲେ ଔଷଧ ଲେଖୁ ନ ଥିଲେ

ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ । ଆପ୍ରୋନ ପିନ୍ଧି ଷ୍ଟେଥୋ ପକାଇ ୭ ଦିନ ହେଲା ୱାର୍ଡ ବୁଲୁଥିଲେ । ୱାର୍ଡରେ ରୋଗୀଙ୍କୁ ଦେଖୁଥିଲେ କିନ୍ତୁ ଔଷଧ ଲେଖୁ ନ ଥିଲେ । ଅଭିଯୁକ୍ତର ବୟସ କମ୍…

ନୂଆବର୍ଷ ପୂର୍ବରୁ ଭୟଙ୍କର ଦୁର୍ଘଟଣା, 2 ବାଇକ ମୁହାଁମୁହିଁ ଧକ୍କାରେ ଲିଭିଗଲା 2ଜଣଙ୍କ ଜୀବନ ଦୀପ

ଭୁବନେଶ୍ବର: ନୂଆ ବର୍ଷ ପୂର୍ବରୁ ସଡକ ଦୁର୍ଘଟଣା । ନବ ବର୍ଷର ସୂର୍ଯ୍ୟଦୋୟ ପୂର୍ବରୁ ସବୁ ଦିନ ପାଇଁ ଆଖି ବୁଜିଲେ 2ଜଣ ବ୍ୟକ୍ତି । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । 2 ଜଣଙ୍କ…

(Video) ହିଡ ମୁଣ୍ଡରେ ନବୀନ, ବିରୋଧୀକୁ ଯିବା ପରେ ଚାଷୀଙ୍କ ଦୁଃଖ ବୁଝୁଛନ୍ତି

ଭୁବନେଶ୍ୱର- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୨୪ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାର ସ୍ୱାଦ ଚାଖୁଥିବା ନେତା ଚାଷୀଙ୍କ ବିଲରେ । ଗତକାଲି ସେ ଗଞ୍ଜାମ ଯାଇଥିଲେ । ଆଜି ପୁରୀ, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡା ଜିଲ୍ଲା…

Breaking: ସନ୍ନ୍ୟାସୀଙ୍କ ବୁଦ୍ଧିରେ ମାତିଛନ୍ତି ବିଜେଡି ନେତା, ଦଳ ବୁଡ଼ିଗଲାଣି ଏବେ ନେତାଙ୍କ ଡୁବିବା ପାଳି

ଭୁବନେଶ୍ୱର: ସନ୍ୟାସୀ ନବୀନ ନିବାସକୁ ବୁଡ଼େଇଦେବେ । ପାଣ୍ଡିଆନ୍ଙ୍କ ନାଁ ନ ନେଇ ତାଙ୍କୁ କଟାକ୍ଷ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । କଳିଙ୍ଗ ଷ୍ଟାଡିୟମ୍ ରନିଂ ଟ୍ରାକରେ କାର୍ ଘଟଣାକୁ ନେଇ ବର୍ଷିଛନ୍ତି…

IPSଙ୍କୁ ନୂଆ ବର୍ଷ ଭେଟି ଦେଲେ ରାଜ୍ୟ ସରକାର, ୮ ଅଫିସରଙ୍କୁ ପଦୋନ୍ନତି

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ଆଇପିଏସ ଅଧିକାରୀଙ୍କୁ ଖୁସି କରାଇଲେ ରାଜ୍ୟ ସରକାର । ୮ ଆଇପିଏସ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଯତିନ୍ଦ୍ର କୋୟଲ, ପ୍ରତୀକ ମହାନ୍ତିଙ୍କୁ ADG ପାହ୍ୟାକୁ ପଦୋନ୍ନତି…

ନାଲି ପାଣି ସହ ଚାଖଣା ରେଡ୍ଡି କରିଥିଲେ, ଆପଣଙ୍କ ପାଇଁ ଏ ଖବର

ଭୁବନେଶ୍ୱର- ଆଜି ଜିରୋ ନାଇଟ ସେଲିବ୍ରେସନ ପାଇଁ କମିଶନରେଟ ପୋଲିସ ସଜାଗ । ରାଜଧାନୀକୁ ଜଗିବେ ୩୭ ପ୍ଲାଟୁନ ପୋଲିସ । ରାସ୍ତା ଉପରେ ପୋଲିସର କଡା ନଜର । ଏହି ସମୟରେ ମଦ୍ୟପାନ କରି ଗାଡି ଚଳାଇଲେ ହେବ କଡା…

୧୮୧ ବାବୁଙ୍କ ପାଇଁ ୨୦୨୪ ହୋଇଛି କାଳ, ଜାଲରେ ଛନ୍ଦି ହେବା ସହ ହରାଇଛନ୍ତି ଗଳାବାଟ ରୋଜଗାର

ଭୁବନେଶ୍ୱର- ବର୍ଷ ୨୦୨୪ର ଆଜି ଶେଷ ଦିନ । ଆଜି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ଜାରି କରିଛି ୨୦୨୪ର ଉପଲବ୍ଧୀ । ଏହି ବର୍ଷରେ ୧୮୧ ଦୁର୍ନୀତିଖୋର ବାବୁଙ୍କୁ କାବୁ କରିଛି ବିଭାଗ । ସେମାନଙ୍କ ସମ୍ପତ୍ତି ଜବତ ସହ…

(Breaking) ଜାନୁଆରୀ ୫ରେ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର- ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଏହି ଛାତ୍ରଛାତ୍ରୀଙ୍କୁ ଦେବେ ଆର୍ଥିକ ଭେଟି । ସବୁ ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କା । ଆକାଉଣ୍ଟକୁ ଏହି ଟଙ୍କା…