CHARIDHAM
Browsing Category

ରାଜ୍ୟ

ଜଙ୍ଗଲରେ ମୋହନ ସରକାର କରିବେ ଧାନ ଚାଷ! ବନ୍ଦ ହେବ ହାତୀ ମଣିଷ ଲଢେଇ

ଭୁବନେଶ୍ୱର: ଜଙ୍ଗଲ, ପାହାଡ ଓ ପ୍ରକୃତି ଭିତରେ ଆଦିବାସୀ ଜନଜାତିର ଲୋକେ ବସବାସ କରନ୍ତି । ରାଜ୍ୟର ଚାରି ଭାଗ ଲୋକଙ୍କ ମଧ୍ୟରୁ ଏକ ଭାଗ ହେଉଛନ୍ତି ଆଦିବାସୀ । ଜଙ୍ଗଲ ସେମାନଙ୍କର କେବଳ ଘର ଦ୍ଵାର ନୁହେଁ ବରଂ ସବୁକିଛି…

ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ, ଗଛରେ ଝୁଲୁଛି ସ୍ୱାମୀ, ଘରେ ପଡ଼ିଛି ସ୍ତ୍ରୀ ମୃତଦେହ

ଉମରକୋଟ: ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ। ଉମରକୋଟ ଥାନା ସାନଭୀମାଗୁଡ଼ା ଗାଁରେ ଅଘଟଣ। ଘର ପଛପଟ ଗଛରେ ଝୁଲୁଛି ସ୍ୱାମୀର ମୃତଦେହ। ଘର ଭିତରେ ପଡ଼ିଛି ସ୍ତ୍ରୀର ମୃତଦେହ। ମୃତ ସ୍ତ୍ରୀଙ୍କ ମୁଣ୍ଡରେ ଲାଗିଛି ରକ୍ତ…

BREAKING: ୧୭ରେ ଓଡ଼ିଶା ଆସିପାରନ୍ତି ମୋଦୀ, ମୁଖ୍ୟମନ୍ତ୍ରୀ କରିବେ ନିମନ୍ତ୍ରଣ

ଭୁବନେଶ୍ୱର: ୧୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ୧୭ରେ ଓଡ଼ିଶା ଆସିବାକୁ ନରେନ୍ଦ୍ର ମୋଦୀଙ୍କୁ କରାଯିବ ନିମନ୍ତ୍ରଣ। ଆଜି ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭେଟିବେ…

ଭବାନୀପାଟଣାରେ ଗୁଣି ଗାରେଡ଼ି ପାଇଁ ବୃଦ୍ଧଙ୍କୁ ହତ୍ୟା, 2 ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବିଶ୍ବନାଥପୁର ଥାନା ଅନ୍ତର୍ଗତ କାଣ୍ଡାମା ଗାଁର ଜଣେ ବୃଦ୍ଧ, ଯିଏ ଗତ ଜୁଲାଇ ୩୦ ତାରିଖରୁ ନିଖୋଜ ଥିଲେ, ତାଙ୍କର ମୃତଦେହ ରାୟଗଡ଼ା ଜିଲ୍ଲାର ଦହିଖାଲ ରେଳଧାରଣା ନିକଟରୁ…

ଚକୋଲେଟ ଦେବାକୁ ଡାକିନେଇ ୪ ବର୍ଷର ଝିଅକୁ ଝୁଣି ଖାଇଗଲା ରାକ୍ଷସ

ଯାଜପୁର: ଯାଜପୁରରେ ଲଜ୍ଜା; ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ। ଚକୋଲେଟ ଦେବାକୁ କହି କୁନିଝିଅକୁ ଡ଼ାକିନେଇଥିଲା ଅଭିଯୁକ୍ତ। ତା ପରେ ତା ସହ ଭିଆଇଥିଲା ଏଭଳି କାଣ୍ଡ। ଯାଜପୁର ଜିଲ୍ଲାରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ…

BREAKING:ଚଷମାରେ ହିଡେନ୍ କ୍ୟାମେରା ଲଗାଇ କରୁଥିଲେ ଶ୍ରୀମନ୍ଦିରରେ ପ୍ରବେଶ , ପଶ୍ଚିମ ଦ୍ୱାରରୁ ଧରିଲା ପୋଲିସ୍‌

ପୁରୀ: ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍ କ୍ୟାମେରା ଯୁକ୍ତ ଚଷମା। ପଶ୍ଚିମ ଦ୍ୱାର ନିକଟରୁ ଧରାପଡ଼ିଲା ହିଡେନ୍ କ୍ୟାମେରା। ଚଷମାରେ ହିଡେନ୍ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ। ପଶ୍ଚିମବଙ୍ଗର ଜଣେ ଭକ୍ତକୁ…

ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟିକ୍‌, ଡେରିରେ ଅଫିସ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଏଣିକି ଡେରିରେ ଅଫିସ ଆସିଲେ ପଡ଼ିବେ ଧରା। ହେବ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ଏଣିକି ସବୁ ରାଜସ୍ୱ କାର୍ଯ୍ୟାଳୟରେ ବସିବ ବାୟୋମେଟିକ୍‌। ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ବାୟୋମେଟିକ୍ ଲାଗୁ ହେବା…

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ରାତିରେ ଦିଲ୍ଲୀ ଗସ୍ତ କରିବା ନେଇ ରହିଛି ସୂଚନା। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ…

ନବରଙ୍ଗପୁରରେ ପକ୍କା ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ମୃତଦେହ

ନବରଙ୍ଗପୁର: ନବରଙ୍ଗପୁର ପାପଡ଼ାହାଣ୍ଡି ମଇଦଲପୁର ପଞ୍ଚାୟତ ଜବାଗୁଡ଼ା ଗାଁରେ ଅଭାବନୀୟ ଘଟଣା। ପକ୍କା ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ମୃତଦେହ। ଜ୍ୱରରେ ଆକ୍ରାନ୍ତ ଥିବା ମହିଳାଙ୍କୁ ରବିବାର ଦିନ ହସ୍ପିଟାଲକୁ…

ଖଲ୍ଲିକୋଟରେ ଦୁର୍ବୁତ୍ତଙ୍କ ଆତଙ୍କ, ବିଚ ରାସ୍ତାରେ ଯୁବକଙ୍କ ତଣ୍ଟି କାଟିଦେଇ ଚାଲିଗଲେ

ଖଲ୍ଲିକୋଟ: ଖଲ୍ଲିକୋଟ ମାଟିଆ ସାହି ଛକରେ ଦୁର୍ବୁତ୍ତଙ୍କ ଆତଙ୍କ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାସ୍ତା ମଝିରେ 3 ରୁ 4 ଦୁର୍ବୁତ୍ତ ମିଶି 2 ଯୁବକଙ୍କ ତଣ୍ଟି କାଟିଦେଇ ଚାଲିଗଲେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ…