
Browsing Category
ରାଜ୍ୟ
Weather Update: ସୋମବାର ଅବପାତର ରୂପ ନେବ ଲଘୁଚାପ! ଓଡିଶା ଉପରେ ପଡିବ ଏହି ପ୍ରଭାବ
ଭୁବନେଶ୍ବର: ଆସୁଛି ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବା ବେଳେ 25 ତାରିଖ ଅର୍ଥାତ ସୋମବାର ବେଳକୁ ଏହା ଅବପାତର ରୂପ ନେବ । ତେବେ ଅବପାତର ରୂପ ନେବା ପରେ ଏହା ପଶ୍ଚିମ ଦିଗ…
ଏମିତି ବି ମୃତ୍ୟୁ ଆସେ; କଟକ ବାଲିଯାତ୍ରା ବୁଲିଲା ବେଳେ ଚାଲିଗଲା ୨୦ ବର୍ଷୀୟ ଯୁବକଙ୍କ ଜୀବନ
କଟକ: (ଓଡ଼ିଶା ଭାସ୍କର) କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ । ମୃତ୍ୟୁ ଯେ ଚିରନ୍ତନ ସତ୍ୟ ତାହାକୁ ହେକି ଅବମାନନା କରି ପାରିବେ ନାହିଁ । ଏହା ବି ସତ୍ୟ ମୃତ୍ୟୁ ଦେଖେନି ଧର୍ମ, ଲିଙ୍ଗ,…
ଗିରଫ ହେଲେ ବବିଙ୍କ ଭାଇ ଭବ ପ୍ରକାଶ ଦାସ, ବିଳମ୍ବିତ ରାତିରେ ଉଠାଇ ନେଇଥିଲା ପୋଲିସ୍
ଭୁବନେଶ୍ବର: ଯାହା ଆକଳନ କରାଯାଉଥିଲା ତାହା ସତ ହେଲା । ଗିରଫ ହେଲା ଭବ ପ୍ରକାଶ ଦାସ । ଗତକାଲି ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଅଟକ ରଖିଥିବା ବେଳେ ଆଜି ଗିରଫ କରଛି ଯାଜପୁର ପୋଲିସ । ଏହାପରେ ଭବଙ୍କୁ ଯାଜପୁର…
ଏଥର ନୂଆ ବର୍ଷରେ ଧମାଲ କରିବ ଓଡ଼ିଆ ଚଳଚ୍ଚିତ୍ର “wife”, ମୁଖ୍ୟ ଭୂମିକାରେ ନଜର ଆସିବେ କୁଇନ୍ ବର୍ଷା ପ୍ରିୟଦର୍ଶିନୀ
ଭୁବନେଶ୍ୱର:ନୂଆ ବର୍ଷ ରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର "wife" । ଆଉ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଓଲିଉଡ଼ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ତେବେ ବିଜୟ କଣ୍ଡୋଇ ଙ୍କ ପ୍ରଯୋଜିତ ବିଦିଶା…
ଇଏ କି ଆଶ୍ଚର୍ଯ୍ୟ! ATM ଆଗରେ ଲମ୍ବା ଲାଇନ, 100 ମାରିଲେ ବାହାରୁଛି 500 ଟଙ୍କା
ଭୁବନେଶ୍ବର: ଏଭଳି କେବେ ଏଟିଏମ୍ ଦେଖିଛନ୍ତି କି, ଯେଉଁଥିରେ 100 ଟଙ୍କା ମାରିଲେ 500 ଆସିବ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ନିରାଟ ସତ୍ୟ ଅଟେ । ନୀଳଗିରି ଉପଖଣ଼୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତ…
ତ୍ରିଶୁଳିଆ ବ୍ରିଜ ଉପରେ ଜଳିଗଲା ବ୍ୟାଟେରୀ ଗାଡ଼ି
କଟକ: ଆଜିକାଲି ସମସ୍ତେ ବ୍ୟାଟେରୀ ଗାଡ଼ି ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ଲୋକମାନଙ୍କ ମାନସିକତାରେ ଆସିଲାଣି ଯେ, ଆମେ ପେଟ୍ରୋଲ ବଦଳରେ ଚଳାଇବୁ ବ୍ୟାଟେରୀ ଗାଡ଼ି । ହେଲେ ବର୍ତ୍ତମାନ ଏହି ବ୍ୟାଟେରୀ ଗାଡ଼ିରେ ନିଆଁ…
ବବିଙ୍କ ଭାଇକୁ ଉଠାଇ ନେଲା ପୋଲିସ, କାଲି ଅଭିଯୋଗ କରିଥିଲେ ବ୍ୟବସାୟୀ
bhaba-prasad-das detained-by jajpur town police
ସରକାରୀ କର୍ମଚାରୀଙ୍କ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ୍ ସୁନିଶ୍ଚିତ ହେବ: ସମସ୍ତ ବିଭାଗ ମୁଖ୍ୟଙ୍କୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜ୍ୟର ସରକାରୀ କର୍ମଚାରୀଙ୍କ ଅବସର ଦିନ ସେମାନଙ୍କର ପୂର୍ଣ୍ଣାଙ୍ଗ ପେସନ୍ ସୁନିଶ୍ଚିତ ହେବ । ଏନେଇ ନିଜ ବିଭାଗ ତଥା ବିଭାଗ ଅଧିନସ୍ଥ…
ସମାଜ ପାଇଁ କାର୍ଯ୍ୟ କରିଥିବା ବ୍ୟକ୍ତି ସର୍ବଦା ସ୍ମରଣୀୟ: ରାଜ୍ୟପାଳ
ମୟୂରଭଞ୍ଜ: ମହାମହିମ ରାଜ୍ୟପାଳ ରଘୁବର ଦାସ ମୟୂରଭଞ୍ଜ ବାରିପଦାକୁ ଦିନିକିଆ ଗସ୍ତରେ ଅଜୟ ଦାଶ ସ୍ମୃତି ସମିତି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବାରିପଦା ପୌରପାଳିକା ଚେୟାରମେନ ଥିଲେ ଅଜୟ କୁମାର ଦାଶ । ଦଶକରେ ଅଜୟ ଦାଶ…
(Video) ବରମୁଣ୍ଡା ଓଭରବ୍ରିଜ୍ ଉପରେ ଅଜଣା କାର୍: ରାସ୍ତା ମଝିରେ ଗାଡ଼ି ରଖି ଡ୍ରାଇଭର ମାରିଲେ ଛୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ବରମୁଣ୍ଡା ଓଭରବ୍ରିଜ୍ ଉପରେ ଥୁଆ ହୋଇଛି ଏକ ଅଜଣା କାର । ଜାତୀୟ ରାଜପଥ ଉପରେ ଗାଡ଼ିକୁ ରଖିଦେଇ ଡ୍ରାଇଭର କୁଆଡ଼େ ଛୁ ମାରିଛନ୍ତି । ତେବେ ଡ୍ରାଇଭର କ’ଣ ପାଇଁ ଗାଡ଼ିକୁ ଏଭଳି…