CHARIDHAM
Browsing Category

ରାଜ୍ୟ

‘ମୋ ବସ୍’ ସ୍ପିଡ୍‌ରେ ଲାଗିବ ବ୍ରେକ୍; ବିଭିନ୍ନ ସ୍ଥାନରେ ଦୁର୍ଘଟଣା ପରେ ନିଆଗଲା ପଦକ୍ଷେପ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) 'ମୋ ବସ୍' ସ୍ପିଡ୍‌ରେ ଲାଗିବ ବ୍ରେକ୍ । ଏଣିକି 'ମୋ ବସ୍' ସ୍ପିଡ୍‌ରେ ରହିବ ଲିମିଟ୍ । ସହରରେ ଘଣ୍ଟାପ୍ରତି ବେଗ ୪୦ କିମି ରହିବ । ସହର ବାହାରେ ଘଣ୍ଟାପ୍ରତି ବେଗ ୫୦ କିମି ରହିବ ।…

‘ଓଡ଼ିଆ ଷ୍ଟାଇଲ’ର ପ୍ରଚାର ପାଇଁ ଜିତିଗଲେ ଟ୍ରମ୍ପ! ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ମଧ୍ୟରେ ଆରମ୍ଭ ହେଲା ବଡ଼ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଏହି ବିଜୟ ପରେ ଟ୍ରମ୍ପ ବିଜୟୀ ଭାଷଣ ଦେବା ସହ…

ପଦ୍ମ ଧରିଲେ ସୁନନ୍ଦା ଦାସ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ

ଭୁବନେଶ୍ୱର: ଆଜି ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ପଦ୍ମ ଧରିଲେ ସୁନନ୍ଦା ଦାସ । ଦଳୀୟ…

ରଥଯାତ୍ରାକୁ ନେଇ ଇସ୍କନର ନୂଆ ଡ୍ରାମା! ‘ଗଡିବ ରଥ ହେଲେ ଚଢିବେ କୃଷ୍ଣବଳରାମ ଓ ଗୌର ନିତାଇ’

ଭୁବନେଶ୍ବର: ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ବିବାଦ ଦେଖାଯିବା ପରେ ନଇଁଛି ଇସ୍କନ । ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ଚେବନୀ ପରେ ରଥଯାତ୍ରାକୁ ବାତିଲ କରାଯାଇଛି । ଏହାରି ଭିତରେ ରଖଯାତ୍ରା ନେଇ…

ଆଜି ବିଜେପିରେ ସାମିଲ ହେବେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ଭୁବନେଶ୍ୱର: ଆଜି ପଦ୍ମ ଧରିବେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ! ବିଜେପି ରାଜ୍ୟ ମୁଖ୍ୟାଳୟରେ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ କରିବେ । ୨୦୧୯ରେ ବିଜେଡି ଟିକେଟରେ ବରୀରୁ…

୫ ବର୍ଷ ପରେ ରାଜ୍ୟରେ ହେବ ହାବିଲଦାର, କନଷ୍ଟେବଳ ଓ ସିପାହି ମହାସଂଘ ନିର୍ବାଚନ: ନଭେମ୍ବର ୧୬ରେ ଭୋଟ, ୧୯ରେ ଗଣତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୫ ବର୍ଷ ପରେ ରାଜ୍ୟରେ ହେବାକୁ ଯାଉଛି ହାବିଲଦାର, କନଷ୍ଟେବଳ ଓ ସିପାହି ମହାସଂଘ ନିର୍ବାଚନ । ଆସନ୍ତା ୧୬ ତାରିଖରେ ଏଥିପାଇଁ ଭୋଟ ଗ୍ରହଣ କରାଯିବ ଓ ୧୯ରେ ଭୋଟ ଗଣତି ହେବ । ଗତ ୨୦୧୯…

ପୁଣି ଭିଜିଲାନ୍ସ ଜାଲରେ ଜୁନିୟର ମ୍ୟାନେଜର, ଏକକାଳୀନ ୬ଟି ସ୍ଥାନରେ ଜାରି ରହିଛି ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାର ୬ଟି…

ଘରୋଇ ଚ୍ୟାନେଲ ଷ୍ଟୁଡିଓରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

ଭୁବନେଶ୍ବର: ଷ୍ଟୁଡିଓରେ ଭୟଙ୍କର ଅଗ୍ନିକାଣ୍ଡ । ଘରୋଇ ଚ୍ୟାନେଲର ଷ୍ଟୁଡିଓରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଖୋର୍ଦ୍ଧା ସାରୁଅ ସ୍ଥିତ ଶିଳ୍ପାଞ୍ଚଳର ଏକ ଷ୍ଟୁଡିଓରେ ନିଆଁ ଲାଗିଯାଇଥିବା ଜଣାପଡିଛି । ତେବେ ନିଆଁ ଆଁରେ…

ଦେବୀ ମା’ଙ୍କୁ ବି ଡରିଲେନି! ମନ୍ଦିରରୁ ସୁନା ଓ ରୁପା ଅଳଙ୍କାର ଚୋରି

ବ୍ରହ୍ମପୁର: ବର୍ତ୍ତମାନ ସମୟରେ ଦିନକୁ ଦିନ ଚୋରଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଭଗବାନଙ୍କୁ ମଧ୍ୟ ଭୟ ନକରି ମନ୍ଦିରରେ ପଶି ଚୋରି କରୁଛନ୍ତି । ଏଭଳି ଏକ ଖବର ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲାର…

(Video) ବିଚିତ୍ର ଚୋର! ଜଜଙ୍କ ଘରେ ପଶିଲେ, ଚକୁଳି ପିଠା ତିଆରି କରି ଖାଇଲେ, ତା’ପରେ ସୁନା ଗହଣା ଲୁଟିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଘରେ କେହି ନଥିବାର ସୁଯୋଗ ଦେଖି ଚୋରମାନେ ଲୁଚିଛପି ଟଙ୍କା, ପଇସା, ସୁନା ଅଳଙ୍କାର ଧରି ଛୁ ମାରିଥାନ୍ତି । ମାତ୍ର ଏଠାରେ ଦେଖିବାକୁ ମିଳିଛି ଏକ ନୂଆ ଘଟଣା । ଜଣେ…