Browsing Category

ରାଜ୍ୟ

ଶାଶୂର ଜୀବନ ନେଲା ବୋହୂ, 24 ଦିନ ପରେ ମିଳିଲା କଙ୍କାଳ

ବିହାର: ନବବିବାହିତ ବୋହୂ ହାତରେ ଗଲା ଶାଶୂର ଜୀବନ, 24 ଦିନ ପରେ ମିଳିଲା କଙ୍କାଳ। ଏଭଳି ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି ବିହାରର ନୱାଡାରେ। ଶାଶୁ ଏମିତି କଣ ଭୁଲ କରିଥିଲେ ଯେ, ନବବିବାହିତା ବୋହୂ ତାଙ୍କୁ ହତ୍ୟା…

ମନ୍ତ୍ରୀଙ୍କୁ ହତ୍ୟା ଧମକ! ବିଳମ୍ବିତ ରାତିରେ ଫୋନ କରି କୁହାଯାଉଛି 24 ଘଣ୍ଟା ମଧ୍ୟରେ ଉଡ଼ାଇଦେବୁ

ଝାରଖଣ୍ଡ: ମନ୍ତ୍ରୀଙ୍କୁ ଫୋନରେ ମିଳୁଛି ହତ୍ୟା ଧମକ! ବିଳମ୍ବିତ ରାତିରେ ଫୋନ କରି କୁହାଯାଉଛି, 24 ଘଣ୍ଟା ମଧ୍ୟରେ ବିସ୍ଫୋରଣ କରି ଉଡ଼ାଇଦେବୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରଖଣ୍ଡରେ। ଗୁରୁବାର ବିଳମ୍ବିତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପୁରୀ ହେବ ମହାନଗର ନିଗମ, ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

ପୁରୀ: ପୁରୀ ହେବ ମହାନଗର ନିଗମ। ମୋହନ ମାଝୀଙ୍କ ବଡ଼ ଘୋଷଣା। ପ୍ରେସମିଟ୍ କରି ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ପୌରପାଳିକାକୁ ମହାନଗର ନିଗମ କରାଯିବ କହିଲେ ମୋହନ। ଏନେଇ ଆସନ୍ତାକାଲିଠାରୁ…

ଇଣ୍ଡିଆନ ବ୍ୟାଙ୍କ ଲୁଟ, 4 ଗିରଫ

ନୟାଗଡ଼: ବ୍ୟାଙ୍କ ଲୁଟ! ନୟାଗଡ଼ର ମାନଧାତାପୁର ଇଣ୍ଡିଆନ ବ୍ୟାଙ୍କରୁ ଲୁଟ। ଏହି ଘଟଣାରେ ନୟାଗଡ଼ ପୋଲିସ 4 ଜଣଙ୍କୁ ଗିରଫ କରିଥିବାବେଳେ 20 ଲକ୍ଷରୁ ଅଧିକ ଟଙ୍କା ଏବଂ ଦେଶୀ ବନ୍ଧୁକ ଜବତ କରିଛି। 2 ତାରିଖରେ 6 ଜଣ…

୮ ତାରିଖରେ ମିଳିବ ରାଜ୍ୟ ବିଜେପିକୁ ନୂଆ ମୁଖିଆ, ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ। ତେଣୁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ। ଆସନ୍ତା ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଆଉ ୭ ତାରିଖରେ ନାମାଙ୍କନ ଭରିବେ ସଭାପତି ଆଶାୟୀ…

ତେଲେଙ୍ଗାନା ବିସ୍ଫୋରଣ, ୮ ଓଡ଼ିଆ ମୃତ ଶ୍ରମିକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଦେବେ ମୋହନ

ଭୁବନେଶ୍ୱର: ତେଲେଙ୍ଗାନାର ଏକ ଫ୍ୟାକ୍ଟିରେ ଭୟଙ୍କର ବିସ୍ଫୋରଣ ଘଟଣା। ଯାହାକି ୨ ଦିନ ତଳେ ହୋଇଥିଲା। ଏବଂ ଏହି ବିସ୍ଫୋରଣରେ ସେହି ଫ୍ୟାକ୍ଟ୍ରିରେ କାମ କରୁଥିବା ୪୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।…

ଧାର ଟଙ୍କା ନ ଦେବାରୁ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା

ଖୋର୍ଦ୍ଧା: ବଧାପୋଖରୀ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ । 4 ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ଏସପିଙ୍କ ସୂଚନା । ହତ୍ୟା ଘଟଣାରେ 3 ଅଭିଯୁକ୍ତଙ୍କୁ ଗିରଫ ସହ 3 ଟି ଗାଡ଼ି ଜବତ…

ଝାରପଡ଼ା ଜେଲରେ ଲାଗିବ AI କ୍ୟାମେରା, ଅସାମାଜିକ କାର୍ଯ୍ୟାକଳାପରେ ଲାଗିବ ରୋକ

ଭୁବନେଶ୍ବର: ଝାରପଡ଼ା ଜେଲରେ ଜେଲ ଡିଜି । ଭୁବନେଶ୍ୱର ସ୍ଵତନ୍ତ୍ର କାରାଗାରରେ ପହଞ୍ଚିଲେ ଜେଲ୍ ଡିଜି ସୁଶାନ୍ତ ନାଥ । ଜେଲ୍‌ରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲିବା ସହ ଝାରପଡ଼ା ଜେଲର ସୁପରିଟେଣ୍ଡେଣ୍ଟ ଓ ଜେଲରଙ୍କ ସହ…

ଖୁସି ଖବର; ସମସ୍ତ ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା, ସାମାନ୍ୟ ପ୍ରମାଣ ଥିଲେ ଟଙ୍କା ଫେରସ୍ତ ପାଇବେ

ଭୁବନେଶ୍ବର: ଖୁବଶିଘ୍ର ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା । ସମସ୍ତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦିଆଯିବ କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କ୍ଷୁଦ୍ର ଜମାକାରୀ ହୁଅନ୍ତୁ ଅବା ବଡ଼ ଜମାକାରୀ, 10…

ଅଧାବାଟରେ ଖରାପ ହୋଇଗଲା ଆମ୍ବୁଲାନ୍ସ, ଛଟପଟ ହୋଇ ଚାଲିଗଲା ଯୁବକଙ୍କ ଜୀବନ

ବ୍ରହ୍ମପୁର: ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ଅଘଟଣ । ବାଟରେ ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ଚାଲିଗଲା ଯୁବକଙ୍କ ଜୀବନ । ସୂଚନାମୁତାବକ, ରୋଗୀଙ୍କୁ ନେଇ ଯାଉଥିବା ବେଳେ ହଠାତ୍ ଘାଟିରେ ଖରାପ ହୋଇଗଲା 108 ଆମ୍ବୁଲାନ୍ସ ।…